ସୋଆ ଆଇନ୍ ଛାତ୍ରୀ ସମ୍ବର୍ଦ୍ଧିତ
ଭୁବନେଶ୍ୱର,୧୪।୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ସୋଆ ନ୍ୟାଶନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍)ର ଛାତ୍ରୀ କୁମାରୀ ରାଧିକା ଶର୍ମା ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏ ନେଇ ସୋଆ ପକ୍ଷରୁ ବୁଧବାର…
ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ
ଭୁବନେଶ୍ୱର,୧୪।୯: ଭାରତର ସର୍ବବୃହତ୍ ଆଲୁମିନିୟମ ଉପତ୍ାଦକ ‘ବେଦାନ୍ତ ଆଲୁମିନିୟମ’ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀର ଓଡ଼ିଶା ୟୁନିଟ୍ (ଝାରସୁଗୁଡ଼ା ଆଲୁମିନିୟମ ସ୍ମେଲଟର ଏବଂ ଲାଞ୍ଜିଗଡ଼ ଆଲୁମିନା ରିଫାଇନେରି) ଏବଂ ଛତିଶଗଡ଼ ୟୁନିଟ୍ (ବାଲ୍କୋ)ରେ ମଧ୍ୟ…
ମେଧାବୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ
ଭୁବନେଶ୍ୱର,୧୪।୯: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମେଧାବୀ ବିଦ୍ୟାର୍ଥୀ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍ଏ (ହିନ୍ଦୀ)ବିଭାଗର କୃତୀ ବିଦ୍ୟାର୍ଥୀମାନଙ୍କୁ ବିଓବି ପକ୍ଷରୁ ପୁରସ୍କୃତ ସହ…
ୟୁଏନ୍ଡିପି ସହ ନାବାର୍ଡର ସହଭାଗିତା
ଭୁବନେଶ୍ୱର,୧୪।୯: ନ୍ୟାଶନାଲ ବ୍ୟାଙ୍କ ଫର୍ ଅଗ୍ରିକଲ୍ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ଏବଂ ଦି ୟୁନାଇଟେଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍ଡିପି)ର ଭାରତ ଶାଖା ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ଭାରତୀୟ କ୍ଷୁଦ୍ରଚାଷୀଙ୍କ ବିକାଶ ଓ…
ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଶାଖା ଖୋଲିବାକୁ ପଦକ୍ଷେପ ନିଆଯାଇଛି: ଅର୍ଥମନ୍ତ୍ରୀ
ଭୁବନେଶ୍ୱର,୧୪।୯(ସୁନିତ୍ ମିଶ୍ର)ଓଡ଼ିଶା ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏ.ଟି. ସିରିଜ୍ ଉଠାଣ ସୂଚନା ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…
କାର୍ରେ ୬ଟି ଏୟାର ବ୍ୟାଗ୍ ରହିବା ଆବଶ୍ୟକ ନୁହେଁ
ନୂଆଦିଲ୍ଲୀ, ୧୩।୯: କାର୍ରେ ଏୟାରବ୍ୟାଗ, ନିରାପତ୍ତାର ସଙ୍କେତ। କାରରେ ଯେତେ ଅଧିକ ଏୟାରବ୍ୟାଗ ରହିବ ଯାତ୍ରୀ ସେତିକି ସୁରକ୍ଷିତ ରହିବେ। କିନ୍ତୁ ମାର୍କେଟରେ ଏୟାରବ୍ୟାଗ ବୃଦ୍ଧି ସହିତ କାରର ମୂଲ୍ୟ ମଧ୍ୟ ବଢିଥାଏ। ବର୍ତ୍ତମାନ କାର୍ରେ ୬ଟି ଏୟାରବ୍ୟାଗ ରହିବା ବ୍ୟବସ୍ଥା…
ଇଣ୍ଡିଆ ବନାମ ଭାରତ ବିବାଦ: ବ୍ଲୁ ଡାର୍ଟ କଲା ନାମ ପରିବର୍ତ୍ତନ
ନୂଆଦିଲ୍ଲୀ,୧୩।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଲାଗି ରହିଛି। ତେବେ ସେପ୍ଟେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ଏନେଇ ସରକାରଙ୍କର କଣ ଆଭିମୁଖ୍ୟ…
ସମ୍ପତ୍ତି କାଗଜ ପତ୍ର ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଦେବାକୁ ପଡ଼ିବ କ୍ଷତିପୂରଣ: ଦିନକୁ ୫ ହଜାର,ଆରବିଆଇ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୩।୯ : ସମ୍ପତ୍ତି ପାଇଁ ଲୋନ ମାମଲାରେ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ, ଯଦି ବ୍ୟାଙ୍କ, ଏନବିଏଫସି କିମ୍ବା ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଲୋନ ପରିଶୋଧ କରିବା ପରେ ସମ୍ପତ୍ତି ଡକ୍ୟୁମେଣ୍ଟ ଫେରସ୍ତ କରିବାରେ…
୫୦ ରାଜ୍ୟରେ ୧୦୦ ଗର୍ଲଫ୍ରେଣ୍ଡ
ୱାଶିଂଟନ୍: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ କେହି ଜଣେ ଭଲ ଜୀବନସାଥୀ ରହୁ। ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ହୋଇ ନ ଥାଏ। ହେଲେ ଜଣେ ଯୁବକଙ୍କ କହିବା ମୁତାବକ, ସେ ଏପର୍ଯ୍ୟନ୍ତ ୫୦ ରାଜ୍ୟର ୧୦୦ ଝିଅଙ୍କୁ ଡେଟ୍ କରିସାରିଲେଣି,…
ସ୍ପ୍ରିଣ୍ଟୋନିକ୍ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର,୧୩।୯: ସ୍ପ୍ରିଣ୍ଟୋନିକ୍ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ରିସର୍ଚ୍ଚ ବା ଷ୍ଟାର ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସ୍ପ୍ରିଣ୍ଟ୍ରୋନିକ୍ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଖୋର୍ଦ୍ଧା ନିକଟସ୍ଥ ଷ୍ଟାର ଯାନ୍ତ୍ରିକ…
ଟାଟା ଷ୍ଟିଲ୍ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ
ଭୁବନେଶ୍ୱର,୧୩।୯: ଟାଟା ଷ୍ଟିଲ୍ ପକ୍ଷରୁ ସ୍ବେଚ୍ଛାସେବୀ ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ବିଶେଷକରି ସପ୍ତାହବ୍ୟାପୀ ପାଳନ କରାଯାଇଥିବା ଉକ୍ତ ସପ୍ତାହରେ କମ୍ପାନୀର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏପରିକି ଏହି ସପ୍ତାହକୁ ଟାଟା…
ମେଟ୍ରା ସହ ହିଣ୍ଡାଲ୍କୋର ବୁଝାମଣା
ଭୁବନେଶ୍ୱର,୧୩।୯: ଦେଶର ପ୍ରମୁଖ ଘରୋଇ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଇଟାଲୀର ମେଟ୍ରା ଏସ୍ପିଏ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଉଭୟ କମ୍ପାନୀ ମଧ୍ୟରେ ଏକ ପ୍ରଯୁକ୍ତିଗତ ସହଭାଗିତା ହୋଇଛି। ଏପରିକି ଭାରତରେ ହାଇସ୍ପିଡ୍ ରେଳ…
Archives


