ଚଳିତ ଆର୍ଥିକ ବର୍ଷ ୯ ମାସରେ ରେକର୍ଡ ସଂଖ୍ୟକ ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ, ୩।୧: ଗତ ଡିସେମ୍ବର ୩୧ ସୁଦ୍ଧା ଦେଶରେ ରେକର୍ଡ ପରିମାଣର ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଏହାଦ୍ୱାରା ଚଳିତବର୍ଷ ଆୟକର ଦାଖଲ ୯ ପ୍ରତିଶତ ବୃଦ୍ଧି ପାଇଛି। ଆୟକରଦାତା ଯେଭଳି ଶୀଘ୍ର ସେମାନଙ୍କର ଆୟକର ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକ ଦାଖଲ କରିବେ, ସେଥିପାଇଁ ୧୦୦ କୋଟିରୁ ଊଦ୍ଧ୍ୱର୍ ଆଉଟ୍‌‌ରିଚ୍‌‌ ପ୍ରୟାସ, ଇ-ମେଲ, ଏସ୍‌‌ଏମ୍‌‌ଏସ୍‌‌ ଏବଂ ଅନ୍ୟାନ୍ୟ ସୃଜନଶୀଳ ଅଭିଯାନ ହାତକୁ ନିଆଯାଇଥିଲା। ସେଥିପାଇଁ ୨୦୨୩-୨୪ ଆସେସ୍‌‌ମେଣ୍ଟ ବର୍ଷରେ ଆୟକର ଦାଖଲ ଗତବର୍ଷଠାରୁ ୯ ପ୍ରତିଶତ ଅଧିକ ହୋଇପାରିଛି ବୋଲି ସରକାରୀ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri