ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୨୨।୮: ଗତ କିଛି ସପ୍ତାହ ହେବ ଭାରତୀୟ ଶେୟାର ବଜାର କାରବାରରେ ଅସ୍ଥିରତା ଲାଗି ରହିଛି। ଏପରି କି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ...
ପିଏମ ଧନ ଜନ ଯୋଜନା ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଲା, ଜମା ହୋଇଛି ୨ ଲକ୍ଷ କୋଟି…
ନୂଆଦିଲ୍ଲୀ,୨୧।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପଦକ୍ଷେପ ପ୍ରଧାନ ମନ୍ତ୍ର ଜନ ଧନ ଯୋଜନା’ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଥିକ ଅନ୍ତର୍ଭୁକ୍ତିକୁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମରେ ଜନ ଧନ ଆକାଉଣ୍ଟ ଖୋଲିବା ଏବଂ...
ଏଫପିଆଇରେ ୮୪୦୦ କୋଟି ନିବେଶ
ଭୁବନେଶ୍ୱର,୨୧।୮: ଅନ୍ତରାଷ୍ଟ୍ରୀୟ ବଜାରରେ ଅସ୍ଥିରତା ସହିତ ଚାଇନାର ଆର୍ଥିକ ସଙ୍କଟ ଏବଂ ଘରୋଇ ଅର୍ଥବ୍ୟବସ୍ଥାର ସ୍ଥିରତା ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ଙ୍କ ଭାରତୀୟ ବଜାର ଉପରେ ଭରସା ଅଧିକ ମଜଭୁତ ହୋଇଛି। ୨୦୨୩ ଅଗଷ୍ଟ ୧୮ ସୁଦ୍ଧା ବିଦେଶୀ...
୨୨ରେ ଭାରତ ଏନ୍ସିଏପିର ଶୁଭାରମ୍ଭ
ଭୁବନେଶ୍ୱର,୨୧।୮: ଦିନକୁ ଦିନ ସଡକ ଦୁର୍ଘଟଣା ବିଭିନ୍ନ କାରଣରୁ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ୨୨ ଅଗଷ୍ଟ ୨୦୨୩ ରେ କେନ୍ଦ୍ର ସରକାରଙ୍କର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଭାରତ...
ମହିନ୍ଦ୍ରାର ନ୍ୟୁ ଇ-ଆଲ୍ଫା ସୁପର ରିକ୍ସା
ଭୁବନେଶ୍ୱର,୨୧।୮: ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି (ଏଲ୍ଏମ୍ଏମ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମହିନ୍ଦ୍ରା ନ୍ୟୁ ଇ-ଆଲ୍ଫା ସୁପର ରିକ୍ସାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ମଡେଲକୁ ଥରେ ଚାର୍ଜ କଲେ ୯୫...
ଆଜିଠାରୁ ପିଆଜ ବିକିବ ଏନ୍ସିସିଏଫ୍
ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଗତ କିଛିଦିନ ହେଲା ପିଆଜ ଦର ଓ ପିଆଜର ମହଜୁଦକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇବା ସହିତ ଶୁଳ୍କ ମଧ୍ୟ ବୃଦ୍ଧି କରିଛନ୍ତି।...
ସେନ୍ଥିଲି କୁମାର ଆଇଓସିଏଲ୍ ବୋର୍ଡର ଡାଇରେକ୍ଟର
ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)ବୋର୍ଡର ନିର୍ଦ୍ଦେଶକ (ପାଇପଲାଇନ) ଭାବେ ସେନ୍ଥିଲି କୁମାର ଏନ୍ ନିକଟରେ ଯୋଗଦେଇଛନ୍ତି। ଏ ନେଇ ବୋର୍ଡ ପକ୍ଷରୁ ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ ବିସ୍ତୃତ...
ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାରକୁ ଗୁରୁତ୍ୱ
ଭୁବନେଶ୍ୱର,୨୧।୮: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅକ୍ଷୟ ଉର୍ଜ୍ଜା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପୁନଃନବୀକରଣ ଯୋଗ୍ୟ ଶକ୍ତି ଏବଂ ଜୈବ ଇନ୍ଧନ ଭଳି ସ୍ଥାୟୀ ବିକଳ୍ପ ସହିତ ଶକ୍ତି ପୋର୍ଟଫୋଲିଓକୁ ବିବିଧ କରିବା ଲାଗି ବେଦାନ୍ତ ଆଲୁମିନିୟମର...
ରାମ୍କୋ ମାସନ କ୍ଲବ୍ର ପୁରସ୍କାର ଉତ୍ସବ
ଭୁବନେଶ୍ୱର,୨୧।୮: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍କୋ ସିମେଣ୍ଟ ଲିମିଟେଡ୍ର ସାମାଜିକ ପ୍ରତିଷ୍ଠାନ ରାମ୍କୋ ମାସନ କ୍ଲବର ବାର୍ଷିକ ପୁରସ୍କାର ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର...
ଏମ୍ଆଇ ଷ୍ଟୋର୍ ଉଦ୍ଘାଟିତ
ଭୁବନେଶ୍ୱର,୨୧।୮: ସାଓମି ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ଏମ୍ଆଇ ଷ୍ଟୋର ନିକଟରେ ବାଲେଶ୍ୱରଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଚଳିତବର୍ଷର ପାର୍ବଣ କାରବାରକୁ ଆଖି ଆଗରେ ରଖି କମ୍ପାନୀ ବାଲେଶ୍ୱରରେ ଉକ୍ତ ଷ୍ଟୋରର ଆନୁଷ୍ଠାନିକ ଶୁଭାରମ୍ଭ କରିଥିବାବେଳେ ପାର୍ବଣ ପୂର୍ବରୁ ବ୍ରାଣ୍ଡର...
ବଜାରରେ ଲର୍ଡସ୍ ଅଟୋମେଟିଭ୍ର ଇଭି ରେଞ୍ଜ
ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ (ଇଭି) ନିର୍ମାତା ତଥା ଲର୍ଡସ୍ ମାର୍କ ଇଣ୍ଡଷ୍ଟ୍ରିଜ୍ର ସହାୟକ କମ୍ପାନୀ ଲର୍ଡସ୍ ଅଟୋମେଟିଭ୍ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଇଭି ରେଞ୍ଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଏକା...
୨୦୦୦ ମସିହାଠାରୁ ବଢୁଛି ଭାରତୀୟଙ୍କ ସମ୍ପତ୍ତି, ହାରାହାରି ସମ୍ପତ୍ତି ପ୍ରାୟ ୧୪ ଲକ୍ଷ…
ବେର୍ନ,୨୦।୮ : ୟୁନିଅନ ବ୍ୟାଙ୍କ ଅଫ ସ୍ବିଜରଲ୍ୟାଣ୍ଡ (ୟୁବିଏସ) ରୁ ଏକ ରିପୋର୍ଟ ଆସିଛି ଯାହା ଗ୍ଲୋବାଲ ଓ୍ବେଲଥ ରିପୋର୍ଟ ୨୦୨୩’ ନାମରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଭାରତର ଲୋକମାନେ ଅତି ଶୀଘ୍ର ଧନୀ ହେବାକୁ ଯାଉଛନ୍ତି। ଏହି...
Archives


