ଭାରତ ପାଇଁ ଖୁସି ଖବର: ବଢ଼ିଲା ବିକାଶ ହାର, ବ୍ରୋକେଜ କମ୍ପାନୀ ନୋମୁରା ରିପୋର୍ଟ ଜାରି…
ନୂଆଦିଲ୍ଲୀ,୨।୧୨ : ଭାରତୀୟ ଅର୍ଥନୀତି ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ, ଜାପାନର ବ୍ରୋକେଜ କମ୍ପାନୀ ନୋମୁରା ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଅଭିବୃଦ୍ଧି ହାରକୁ ୫.୯ ପ୍ରତିଶତରୁ ୬.୭ ପ୍ରତିଶତକୁ ବୃଦ୍ଧି କରିଛି। ଦ୍ୱିତୀୟ ତ୍ରୟମାସିକ…
ପାର୍ବଣ ଋତୁ ପରେ ମାନ୍ଦା ପଡିଲା ମଲ୍-ବଜାର: ପାଣିରେ ପଡିଲା ବ୍ୟବସାୟୀଙ୍କ କୋଟି କୋଟି ଟଙ୍କାର ଜିନିଷ
ନୂଆଦିଲ୍ଲୀ,୨।୧୨: ଦେଶରେ ସରିଛି ପାର୍ବଣ ଋତୁ। ଋତୁ ସହ କ୍ରେଜ ଓ ଚାହିଦା ମଧ୍ୟ କମିଛି। ଏହାର ସିଧାସଳଖ ପ୍ରଭାବ ଦେଖାଦେଇଛି ବଡ ବଡ ଦୋକାନ ବଜାରରେ। ପାର୍ବଣ ଋତୁର ଆରମ୍ଭ ଗଣେଶ ପୂଜାରୁ ବଜାରରେ ଆଶିଂକ ଚମକ ଆଣିଦେଇଥିବାବେଳେ ନବରାତ୍ରୀ…
ସୋସିଆଲ ମିଡିଆ ବ୍ୟବହାର କଲେ ଏବେ ପିଲାଙ୍କୁ ବି ଦେବାକୁ ପଡିବ ଟ୍ୟାକ୍ସ, ରହିଛି ଏହି ନିୟମ
ନୂଆଦିଲ୍ଲୀ,୨।୧୨: ବର୍ତ୍ତମାନ ଏପରି ଏକ ସମୟ ଆସିଛି ଯେଉଁଥିରେ ଟଙ୍କା ରୋଜଗାର କରିବା ଚାକିରି ଆବଶ୍ୟକ ହେଉନାହିଁ। ଅନେକ ଗୁଡିଏ ଉତ୍ସ ରହିଛି। କେବଳ ଯୁବପିଢି ନୁହନ୍ତି ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା…
ନଭେମ୍ବରରେ ୧.୬୮ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୧୨, (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୮ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସ୍ଟି) ସଂଗ୍ରହ କରାଯାଇଛି ବୋଲି ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ,…
ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨।୧୨: ଆପଲ୍ର ଅଧିକୃତ ରିସେଲର ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଭୁବନେଶ୍ୱରର ପଟିଆସ୍ଥିତ ୟୁଡି ସିଟି ମଲ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ…
ଏସିସିରେ ‘ସାଇବର ନାଇଫ୍’ଟେକ୍ନୋଲୋଜି
ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍ ‘ସାଇବର ନାଇଫ୍ ଏସ୍ ୭ଟିଏମ୍…
ଏଲ୍ଆଇସିର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’: ଆଜୀବନ ଗ୍ୟାରେଣ୍ଟିଯୁକ୍ତ ଆୟ ସହ ମିଳିବ…
ନୂଆଦିଲ୍ଲୀ,୧।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂତନ ଉତ୍ପାଦ ‘ଜୀବନ ଉତ୍ସବ’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଗମର ପାଟନା ଡିଭିଜନ ପକ୍ଷରୁ ଏକ ସ୍ବତନ୍ତ୍ର ଲୋର୍କାପଣ ଉତ୍ସବ ସହ ଏକ ଖବରଦାତା ସମ୍ମିଳନୀର…
୨ୟ ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ୭.୬%
ନୂଆଦିଲ୍ଲୀ,୧।୧୨ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି। ଏପରିକି ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ଜିଡିପି ହାର ୬.୨% ରହିଥିଲା। ଏ ନେଇ ଗୁରୁବାର…
ରୟାଲ ଏନ୍ଫିଲ୍ଡର ଅଲ୍ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…
ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର ଓ ଟର୍କ ସହିତ ଉକ୍ତ ମଡେଲ ରୟାଲ ଏନ୍ଫିଲ୍ଡର ପ୍ରଥମ ଲିକ୍ୱିଡ-କୁଲ୍ଡ ଇଞ୍ଜିନ୍ ନୂଆ…
ପୁଣି ବଢିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୧୨: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଥିଲା ଏବଂ ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଏହି ଦର ଲାଗୁ ହେବ। ଫଳରେ ରାଜଧାନୀ…
Tata Tech IPO Listing: ନିବେଶକ ହେଲେ ମାଲାମାଲ, ୧୪୦% ପ୍ରିମିୟମ ସହ ଲିଷ୍ଟିଂ ଟାଟା ଟେକ୍ନୋଲୋଜି
ମୁମ୍ବାଇ,୩୦ା୧୧: ଦେଶର ଅନ୍ୟତମ ସମ୍ମାନଜନକ ବ୍ୟବସାୟ ଗୋଷ୍ଠୀ ଟାଟା ଗ୍ରୁପର ଆଇପିଓ ଗୁରୁବାର ସେୟାର ମାର୍କେଟରେ ତାଲିକାଭୁକ୍ତ ହୋଇଛି। ପ୍ରାୟ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ, ଟାଟା ଗ୍ରୁପ୍ ଏହାର କମ୍ପାନୀ ଟାଟା ଟେକ୍ନୋଲୋଜିର ଆଇପିଓ ଆଣିଛି। ସେୟାର…
ଗୋଲ୍ଡ ଇଜ୍ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍
ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି। ଏଭଳି…
Archives


