ବାଣିଜ୍ୟ

ପହିଲାରୁ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୩୧।୧୨: ପ୍ରତି ମାସ ଭଳି ଚଳିତ ମାସ ଶେଷ ବେଳକୁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ନୂଆ ଦରକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଥାଏ। ଏପରିକି ପ୍ରତି ମାସ ଭଳି ଆସନ୍ତା ମାସ (ଜାନୁୟାରୀ) ପହିଲାରୁ ନୂଆ ଦର…

ମାଲାବାରରେ ‘ଡାଇମଣ୍ଡ ଶୋ’

ଭୁବନେଶ୍ୱର, ୩୧।୧୨ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର ‘ଡାଇମଣ୍ଡ ଶୋ’ ନିକଟରେ ଆୟୋଜିତ ହୋଇଯାଇଛି। ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦଗନର ଶୋ’ରୁମ୍‌ରେ ହୀରା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି…

ସରକାର ନେବେ ବଡ଼ ନିଷ୍ପତ୍ତି ! ଟ୍ରୁକଲର ହେବ କି ବନ୍ଦ ? ଆଉ ଦେଖା ଯିବନି ନମ୍ବର ସହିତ କଲରଙ୍କ ନାମ…

ନୂଆଦିଲ୍ଲୀ,୩୦।୧୨ : ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ କଲରଙ୍କ ନାମ ଦେଖିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏକ ବଡ ନିଷ୍ପତ୍ତି…

ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଗେମିଂ ଆପ ଦ୍ୱାରା ଛୋଟ ପିଲାଙ୍କୁ କରୁଛି ଟାର୍ଗେଟ…

ବେଜିଂ,୩୦।୧୨ : ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ଏହି କାରଣରୁ ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ତଥାପି କିଛି ଆପ ଅଛି ଯାହା ଭାରତରେ…

ଅଯୋଧ୍ୟାରୁ ପ୍ରଥମ ବିମାନ ଉଡ଼ାଣ: ଜୟ ଶ୍ରୀରାମ କହି ଯାତ୍ରୀଙ୍କୁ ସ୍ବାଗତ କଲେ ପାଇଲଟ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ନୂଆଦିଲ୍ଲୀରୁ ଅଯୋଧ୍ୟା ଅଭିମୁଖେ ଇଣ୍ଡିଗୋ ବିମାନର ପ୍ରଥମ ଉଡ଼ାଣରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ…

ସ୍ବଚ୍ଛ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର ,୩୦।୧୨: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସଷ୍ଟେନେବିଲିଟି ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରକାଶିତ ସଷ୍ଟେନେବିଲିଟି ରିପୋର୍ଟ ଅନୁଯାୟୀ ଉଇଣ୍ଡ-ସୋଲାର ହାଇବ୍ରିଡ୍‌, ଭାସମାନ ଏବଂ ଛାତ ଉପର ସୌର ପ୍ଲାଣ୍ଟ ମାଧ୍ୟମରେ…

ସୁକନ୍ୟା ଯୋଜନା ସୁଧ ହାର ୮.୨%କୁ ବୃଦ୍ଧି

ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ…

ଡବ୍ଲ୍ୟୁଇଏଲ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର ,୩୦।୧୨: ସୋଲାର ପିଭି ମଡ୍ୟୁଲ୍‌ର ସର୍ବବୃହତ୍‌ ନିର୍ମାତା ୱାରେ ଏନର୍ଜିସ୍‌ ଲିମିଟେଡ୍‌ (ଡବ୍ଲ୍ୟୁଇଏଲ୍‌) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରୋସପେକ୍ଟସ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ୍‌ ପବ୍ଲିକ୍‌…

ଖସିଲା ଶେୟାର ବଜାର

ଭୁବନେଶ୍ୱର ,୩୦।୧୨: ଗତ କିଛି ସପ୍ତାହ ହେବ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ…

ନଭେମ୍ବରରେ କୋର୍‌ ଇଣ୍ଡଷ୍ଟ୍ରିର ଉତ୍ପାଦନ ୭.୮% ବୃଦ୍ଧି

ଭୁବନେଶ୍ୱର ,୩୦।୧୨: ଦେଶର ପ୍ରମୁଖ ୮ କୋର୍‌ ସେକ୍ଟର ଇଣ୍ଡଷ୍ଟ୍ରିର ଉତ୍ପାଦନ ୨୦୨୩ ନଭେମ୍ବର ମାସରେ ୭.୮% ବୃଦ୍ଧି ଘଟିଛି। ଏପରିକି ୨୦୨୨ ସମାନ ଅବଧିରେ ଏହି ପରିମାଣ ୫.୭% ରହିଥିଲା। ଏ ନେଇ ଶୁକ୍ରବାର ବାଣିଜି୍ୟକ ଓ ଶିଳ୍ପ ମନ୍ତ୍ରଣାଳୟ…

ରୁଚି-ଫାର୍ମ ବି’କୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର

ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଫାର୍ମ-ବି ବ୍ରାଣ୍ଡ୍‌ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍‌ଏସ୍‌ଏମ୍‌ଇ ପକ୍ଷରୁ ନଭି ମୁମ୍ବାଇର…

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?