ବାଣିଜ୍ୟ

ନୂତନ ପେଣ୍ଟ ‘ବିର୍ଲା ଓପସ୍‌’ ଉନ୍ମୋଚିତ

ଭୁବନେଶ୍ୱର, ୧୫।୯:ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପେଣ୍ଟ ‘ବିର୍ଲା ଓପସ୍‌’କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ୨୦୨୩-୨୪...

ଏସ୍‌ବିଆଇ ଜେନେରାଲର ନୂତନ ଉତ୍ପାଦ

ଭୁବନେଶ୍ୱର, ୧୫।୯:ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍‌ଥ ଇନ୍‌ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଆନନ୍ଦ ପେଜାୱର କହିଥିଲେ, ସୁପର ହେଲ୍‌ଥ ଇନ୍‌ସ୍ୟୁରାନ୍ସର ଶୁଭାରମ୍ଭକରି ଆମେ ବେଶ୍‌...

୨.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ: ପୁଷ୍କର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ):ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ହେବାକୁ ଥିବା ଡେଷ୍ଟିନେସନ୍‌ ଉତ୍ତରାଖଣ୍ଡ-ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦିନରେ ପ୍ରାୟ ୮୦୦୦ କୋଟି...

୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ...

ପୁଣି ଛଟେଇ କଲା ଗୁଗୁଲ

ନୂଆଦିଲ୍ଲୀ,୧୪।୯: ପୁଣି ଥରେ ଛଟେଇ କରିଛି ‘ଗୁୁଗୁଲ୍‌’। ଏଥର କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍‌ ଶହ ଶହ ନିଯୁକ୍ତିଦାତାଙ୍କୁ ବରଖାସ୍ତ କରିଛି। ଏହାଫଳରେ କମ୍ପାନୀ ଏଆଇ ଉପରେ ବିନିଯୋଗକୁ ଦ୍ୱିଗୁଣିତ କରିବ ବୋଲି ସ୍ପଷ୍ଟ ହୋଇଛି। ପୂର୍ବରୁ ଗୁଗୁଲ୍‌ ଜାନୁୟାରୀରେ...

ଅନକ୍ଲେମଡ ଆକାଉଣ୍ଟରୁ ୪୨,୨୭୨କୋଟି ଟଙ୍କା ପଠାଯାଇଛି: ଆରବିଆଇ

ନୂଆଦିଲ୍ଲୀ,୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା...

ପାର୍ବଣ ପୂର୍ବରୁ ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ନେପାଳ

ନୂଆଦିଲ୍ଲୀ,୧୪।୯: ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ...

ଚର୍ଚ୍ଚାରେ ଅକ୍ଷତା ମୂର୍ତ୍ତି: କେବେ କରୁଥିଲେ ବଲ୍‌ବର ମାର୍କେଟିଂ, ଏବେ ୫୯୦୦ କୋଟି ଟଙ୍କାର ମାଲିକାଣୀ 

ଦିଲ୍ଲୀରେ ହୋଇଥିବା ଜି୨୦ ସମ୍ମିଳନୀରେ ଭାଗ ନେବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଭାରତ ଆସିଥିଲେ ପତ୍ନୀ ଅକ୍ଷତା ମୂର୍ତ୍ତି। ଏହି ସମୟରେ ଦୁହେଁ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ, ଯାହାର ଫଟୋ ଭାଇରାଲ ହେବା ପରେ...

ପୁଣି କର୍ମଚାରୀ ଛଟେଇ କଲା ଆଲଫାବେଟ

କାଲିଫର୍ନିଆ,୧୪।୯: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ପୁଣି ଥରେ କର୍ମଚାରୀମାନଙ୍କୁ ଛଟେଇ କରିଛି। ନିଯୁକ୍ତିରେ ଚାଲିଥିବା ମନ୍ଥର ଗତିର ଏକ ଅଂଶ ଭାବରେ ବିଶ୍ୱସ୍ତରୀୟ ନିଯୁକ୍ତି ଟିମ୍‌ ମଧ୍ୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।...

ଚାଇନା ସୋଲାର ମଡୁଲ୍ୟ ଆମଦାନୀ ୭୬ ପ୍ରତିଶତ କମାଇଲା ଭାରତ…

ନୂଆଦିଲ୍ଲୀ,୧୪।୯ : ବିଶ୍ୱର ବ୍ୟବସାୟିକ ଧାରାକୁ ଦୃଷ୍ଟିରେ ରଖି ଭାରତ୨୦୨୩ର ପ୍ରଥମାର୍ଦ୍ଧରେ ଚାଇନାରୁ ସୋଲାର ମଡ୍ୟୁଲ ଆମଦାନୀରେ ୭୬ ପ୍ରତିଶତ ହ୍ରାସ କରିଛି। ଯାହା ସୌର ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତର ଦୃଢ଼ ପରିବର୍ତ୍ତନକୁ ପ୍ରତିଫଳିତ କରିଛି।...

କ୍ୱାଲିଟି କନ୍‌ସେପ୍ଟ କନ୍‌ଭେନ୍‌ଶନରେ ଟିପିସିଓଡିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୧୪।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କୃତ ହୋଇଛି। ବିଶେଷକରି କ୍ୱାଲିଟି ସର୍କଲ ଫୋରମ୍‌ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ପକ୍ଷରୁ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିଠାରେ ଆୟୋଜିତ ୫ମ...

କିମ୍‌ସରେ ଇଭିନିଂ କ୍ଲିନିକ ଶୁଭାରମ୍ଭ

ଭୁବନେଶ୍ୱର,୧୪।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କିମ୍‌ସ ଭୁବନେଶ୍ୱରରେ ସାନ୍ଧ୍ୟ କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକଙ୍କ ପାଇଁ କିମ୍‌ସରେ ଏହି କ୍ଲିନିକ ବା ସନ୍ଧ୍ୟାକାଳୀନ ଚିକିତ୍ସା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri