ଭାରତ-କାନାଡା ବିବାଦ: ବାଜିରେ କାନାଡାରେ ଶିକ୍ଷା ବ୍ୟବସ୍ଥା
ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଦ୍ୱାରା ଭିଜା ସେବା ବନ୍ଦ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରମିଛନ୍ତି। ହେଲେ ଏହି କିଛିଦିନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦେଶର...
ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ଆରବିଆଇ
ନୂଆଦିଲ୍ଲୀ, ୨୩। ୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ ଅନନ୍ତଶୟନମ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯଦ୍ବାରା ଏହି ବ୍ୟାଙ୍କକୁ ଏହାର ସମସ୍ତ ବ୍ଯାଙ୍କିଂ କାରୋବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ନନ୍-ବ୍ୟାଙ୍କିଂ ସଂସ୍ଥା ଭାବେ...
ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ
ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ...
କେନ୍ଦ୍ର ସରକାରଙ୍କ ଏକକୋଟି କର୍ମଚାରୀ-ପେନସନଭୋଗୀଙ୍କର ବଢ଼ିବ ୪ ପ୍ରତିଶତ ଡିଏ-ଡିଆର…
ନୂଆଦିଲ୍ଲୀ,୨୩।୯ : କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଜୁଲାଇ ୧ ରୁ ୪ ପ୍ରତିଶତ ଡିଏ-ଡିଆର ବୃଦ୍ଧି ଉପହାର ପାଇବେ। ନ୍ୟାଶନାଲ କାଉନସିଲ (ଜେସିଏମ) କର୍ମକର୍ତ୍ତା ବୈଠକରେ ଓପିଏସ ପ୍ରସଙ୍ଗ ଉଠାଇଥିବା ଅଲ ଇଣ୍ଡିଆ...
ପାକିସ୍ତାନରେ ବଢ଼ିବ ବିଦ୍ୟୁତ ଶୁଳ୍କ, ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟିର ଅତିରିକ୍ତ ବୋଝ…
ଇସଲାମାବାଦ,୨୩।୯ : ତ୍ରୟମାସିକ ସମନ୍ବୟ ପାଇଁ ପାକିସ୍ତାନର ଜାତୀୟ ବିଦ୍ୟୁତ ଶକ୍ତି ନିୟାମକ ପ୍ରାଧିକରଣ (ଏନଇପିଆରଏ) ୟୁନିଟ ପିଛା ୩.୨୮ ପାକିସ୍ତାନୀ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ପ୍ରାପ୍ତ...
ଏଜିଇଏଲ୍ ସହ ଟୋଟାଲ ଏନର୍ଜିସ୍ର ସମ୍ପ୍ରସାରଣ ସହଭାଗିତା
ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ (ଏଜିଇଏଲ୍) ଏବଂ ଟୋଟାଲ ଏନର୍ଜିସ୍ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ନେଇ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ...
ଏଲ୍ଜିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୩।୯: ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏଲ୍ଜିର ଓ୍ବାଇଫାଇ କନ୍ଭର୍ଟିବୁଲ ସାଇଡ୍ ବାଇ ସାଇଡ୍ ରେଫ୍ରିଜେଟରକୁ ବଜାର ପ୍ରବେଶ କରାଇଛି। ଉକ୍ତ ରେଫ୍ରିଜେଟରରେ ଅନେକ ପ୍ରକାର ନୂତନ ଫିଚର ସହ...
ଆଇଡିବିଆଇର ପାର୍ବଣ ଅଫର
ଭୁବନେଶ୍ୱର,୨୩।୯: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଲୋକପ୍ରିୟ ଯୋଜନା ‘ଅମୃତ ମହୋସତ୍ବ ଏଫ୍ଡି’ ସ୍କିମ୍ ଉପରେ ଉକ୍ତ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ଅକ୍ଟୋବର ୩୧ ପର୍ଯ୍ୟନ୍ତ...
ସୁଖୀ ସହ ସଚ୍ଚୀ ସହେଲୀର ସହଭାଗିତା
ଭୁବନେଶ୍ୱର, ୨୩।୯: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଅଗ୍ରଣୀ ବ୍ରାଣ୍ଡ୍ ସଚ୍ଚୀ ସହେଲୀ ଏବଂ ବଲିଉଡ୍ ଫିଲ୍ମ ସଖୀ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁସାରେ ଉଭୟେ ଉଭୟଙ୍କର ପ୍ରଚାର ପ୍ରସାର କରିବେ ବୋଲି ଜଣାପଡିଛି।...
ଅରୁନ୍ଧତୀର ୬ଷ୍ଠ ବାର୍ଷିକ ମହୋସତ୍ବ
ଭୁବନେଶ୍ୱର ,୨୩।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଆଉଟ୍ଲେଟ୍ (ଶୋ’ରୁମ୍)ର ୬ଷ୍ଠ ବାର୍ଷିକ ମହୋସତ୍ବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ୬ଷ୍ଠ ବାର୍ଷିକ...
୩ ଦିନିଆ ପର୍ଯ୍ୟଟନ ମେଳା ଉଦ୍ଘାଟିତ
ଭୁବନେଶ୍ୱର, ୨୩।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ୩ଦିନିଆ ‘ପର୍ଯ୍ୟଟନ ମେଳା’ ଭୁବନେଶ୍ୱରର ହୋଟେଲ ପାଲ୍ ହାଇଟ୍ସ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜମ୍...
ମାଷ୍ଟର କ୍ୟାଣ୍ଟିନରେ ଖୋଲିବ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍
ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍ ରବିବାର ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାକୁ ଯାଉଛି। ଏ ନେଇ କଲ୍ୟାଣ ଜୁଏଲର୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ ସହ ଓଡ଼ିଶା ବଜାରରେ କାରବାର...
Archives


