ବାଣିଜ୍ୟ

ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…

ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ…

ଆଇଡିବିଆଇ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୨।୧: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ୨୦୨୩-୨୪…

ବଜାରରେ ହୋଣ୍ଡାର ଅଲ୍‌ ନ୍ୟୁ ଏନ୍‌ଏକ୍ସ୫୦୦

ନୂଆଦିଲ୍ଲୀ,୨୨।୧: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏନଏକ୍ସ୫୦୦’(ଆଡଭେଞ୍ଜର ଟୁରର ମଡେଲ)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି…

୩ ଦିନିଆ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ଉଦ୍‌ଯାପିତ

ଭୁବନେଶ୍ୱର,୨୨।୧ (ଅଭୟ ଦାଶ): ଭାରତୀୟ ଶିଳ୍ପ ସଂଘ (ସିଆଇଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ୩ ଦିନିଆ ୨୪ତମ ସିଆଇଆଇ ଏଣ୍ଟରପ୍ରାଇଜ୍‌ ଓଡ଼ିଶା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରୀ…

ପ୍ଲାଟିନମ୍‌ର ନୂତନ କଲେକ୍ସନ

ନୂଆଦିଲ୍ଲୀ, ୨୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ପ୍ଲାଟିନମ୍‌ ଗୁଲ୍‌ଡି ଇଣ୍ଟରନ୍ୟାଶନାଲ (ପିଜିଆଇ) ଆକର୍ଷଣୀୟ ତଥା ନୂତନ କଲେକ୍ସନଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ’ରେ ଆପଣଙ୍କ ପାଇଁ…

ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’

ନୂଆଦିଲ୍ଲୀ, ୨୨।୧(ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪…

ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ

ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍‌ କମ୍ପାନୀ…

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ

ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍‌ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍‌ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି ନିଗମର…

ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ‘ୱିଣ୍ଟର ୱେଡିଂ କଲେକ୍ସନ’

ଭୁବନେଶ୍ୱର,୨୧।୧: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ସ୍ବତନ୍ତ୍ର ଓ୍ବିଣ୍ଟର ଓ୍ବେଡିଂ କଲେକ୍ସନକୁ ଶନିବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଓଡ଼ିଶାର ଜଣାଶୁଣା ୪ ଯୁବ କଳାକାରଙ୍କୁ…

ଇପିଏଫ୍‌ଓରେ ଯୋଡ଼ିହେଲେ ୧୩.୯୫ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୧(ଅନୁରାଧା ମହାରଣା): ୨୦୨୩ ନଭେମ୍ବରରେ ପ୍ରାୟ ୧୩.୯୫ ଲକ୍ଷ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ରେ ଯୋଗଦେଇଛନ୍ତି। ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଯୁବବର୍ଗସଂଖ୍ୟା ସର୍ବାଧିକ ୫୭.୩୦ ପ୍ରତିଶତ ରହିଛି। ଶନିବାର ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ…

ଖସିଲା ଶେୟାର ବଜାର

ଭୁବନେଶ୍ୱର,୨୧।୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ୬ଷ୍ଠ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ଶନିବାର ବମ୍ବେ ଷ୍ଟକ୍‌…

ଲାଲଚାନ୍ଦ୍‌ ଆଣିଲା ସ୍ବତନ୍ତ୍ର ରୁପା ମୁଦ୍ରା ‘ଶ୍ରୀରାମ ଦରବାର’

ଭୁବନେଶ୍ୱର,୨୧।୧ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ତଥା ପୂର୍ବଭାରତର ସର୍ବାଧିକ ଲୋକପ୍ରିୟ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ‘ଶ୍ରୀରାମ ଦରବାର’ ସ୍ବତନ୍ତ୍ର ସଂସ୍କରଣ ରୁପା ମୁଦ୍ରାର ଉନ୍ମୋଚନ ସହ ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ନବନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?