୯୨ ବର୍ଷରେ ୫ମ ବିବାହ କରିବାକୁ ଯାଉଛନ୍ତି ଏହି ବିଖ୍ୟାତ ଶିଳ୍ପପତି, ଜାଣନ୍ତୁ ପ୍ରେମିକାଜଣଙ୍କ କିଏ…

ନୂଆଦିଲ୍ଲୀ,୮।୩: ବିଖ୍ୟାତ ଶିଳ୍ପପତି ତଥା କିଙ୍ଗ ଅଫ୍‌ ମିଡିଆ ରୁପର୍ଟ ମୁର୍ଡୋକ ପୁଣି ବିବାହ କରିବାକୁ ଯାଉଛନ୍ତି। ୯୨ ବର୍ଷ ବୟସରେ ସେ ଏଲିନା ଜୁକୋଭାଙ୍କୁ ୫ମ ବିବାହ ପରିବେ। ନିର୍ବନ୍ଧ ଦୃଷ୍ଟିରୁ ଦେଖାଗଲେ ଏଲିନାଙ୍କ ସହ ସେ ୬ଷ୍ଠ ନିର୍ବନ୍ଧ କରିଛନ୍ତି। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ନ୍ୟୁଜ୍‌ କର୍ପ ଚେୟାରମ୍ୟାନ୍‌ ଏମିରେଟ୍ସ ରୁପର୍ଟ ମୁର୍ଡୋକଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ଏଲିନାଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଗୁରୁବାର ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଛି। ଏବେ ଏଲିନାଙ୍କୁ ୬୭ ବର୍ଷ। ସେ ଜଣେ ଅବସରପ୍ରାପ୍ତ ମଲିକୁଲାର ବାୟୋଲୋଜିଷ୍ଟ।

Rupert Murdoch: ये बिजनेसमैन 92 की उम्र में करने जा रहा शादी, घर लाएगा 5वीं दुल्हन

୩ୟ ସ୍ତ୍ରୀ ଓ୍ବେଣ୍ଡି ଡେଙ୍ଗଙ୍କ ଯୋଗୁ ରୁପର୍ଟଙ୍କର ଏଲିନାଙ୍କ ସହ ସାକ୍ଷାତ ହୋଇଥିଲା। ଗତ ବର୍ଷ ଗ୍ରୀଷ୍ମଋତୁରେ ଉଭୟ ପରସ୍ପର ସହ ସମୟ ବିତାଇଥିଲେ। ଏହାପରଠାରୁ ଡେଟିଂ ଚାଲିଥିବା ବେଳେ ସେ ଦୁହେଁ କାଲିଫର୍ଣ୍ଣିଆରେ ବିବାହ କରିବେ। ଚଳିତ ବର୍ଷ ଜୁନ୍‌ରେ ଏହି ବିବାହ ହେବ। ଏଥିଲାଗି ନିମନ୍ତ୍ରଣପତ୍ର ପଠାଯାଇସାରିଛି।

ଦୁଇ ବର୍ଷ ପୂର୍ବେ ରୁପର୍ଟ ତାଙ୍କର ଚତୁର୍ଥ ପତ୍ନୀ ଜେରି ହଲ୍‌ଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏହି ବିବାହ ୬ ବର୍ଷ ଯାଏ ଚାଲିଥିଲା। ଏହାର କିଛି ଦିନ ପରେ ସେ ମାର୍ଚ୍ଚ ୨୦୨୩ରେ ଆନ୍‌ ଲେସଲି ସ୍ମିଥଙ୍କ ସହ ନିବନ୍ଧ କରିଥିଲେ। ହେଲେ ଦୁଇ ସପ୍ତାହ ପରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri