ପତଞ୍ଜଳି ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ
ଭୁବନେଶ୍ୱର, ୯।୧୨(ଅନୁରାଧା ମହାରଣା): ବିଶ୍ୱ ମୃତ୍ତିକା ଦିବସ ଅବସରରେ ପତଞ୍ଜଳି ହରିଦ୍ୱାର ଜିଲାର ଜୈବିକ ଅନୁସନ୍ଧାନ ପ୍ରତିଷ୍ଠାନର ସଦସ୍ୟମାନେ ହରିଦ୍ୱାରର ଭଗବାନପୁର, ରୁଡ୍କୀ, ବାହାଦରପୁର ଏବଂ ଲକ୍ସର, ବିକାଶଖଣ୍ଡସ୍ଥିତ ଆକବରପୁର ଜୋଝା, ନୂରପୁର ଏବଂ ଲାଡପୁର କଂଲା ଆଦି ଗ୍ରାମ ପରିଦର୍ଶନ କରିଛନ୍ତି।…
ଏବେ ବିକ୍ରି ହେବାକୁ ଯାଉଛି ସାହାରା ହସ୍ପିଟାଲ, ଜାଣନ୍ତୁ କିଏ ହେବ…
ନୂଆଦିଲ୍ଲୀ,୮।୧୨: ସାହାରା ଗ୍ରୁପ୍ ମାଲିକଙ୍କର ନଭେମ୍ବରରେ ମୃତ୍ୟୁ ଘଟିଛି। ‘ସାହାରା ଶ୍ରୀ’ ନିଜର ଜୀବନକାଳ ମଧ୍ୟରେ ଜିରୋରୁ ହିରୋ ହେବାର ଯାତ୍ରା ନିରୂପଣ କରିଥିଲେ। ହେଲେ ଯେଉଁ ଗ୍ରୁପ୍କୁ ସେ ନିଜ ଆଖି ସମ୍ମୁଖରେ ଶୀଖରରେ ପହଞ୍ଚାଇଥିଲେ ସେ ଧରାଶାୟୀ ହୋଇଯିବା…
ପିଆଜ ଦର ନିୟନ୍ତ୍ରଣ କରିବାକୁ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୮।୧୨: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ରପ୍ତାନିକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁଯାୟୀ ଅନ୍ୟ ଦେଶକୁ…
ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ
ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ…
ଫ୍ଲିପକାର୍ଟ ସେଲ ସମୟରେ ମହିଳାଙ୍କୁ ଦେଇଥିଲା ୯୬ ଟଙ୍କାର ମହଙ୍ଗା ସାମ୍ପୁ, କଞ୍ଜୁମର କୋର୍ଟ ଲଗାଇଲା ୨୦ ହଜାର ଟଙ୍କାର ଜରିମାନା
ନୂଆଦିଲ୍ଲୀ,୮।୧୨: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିକ୍ରୟ ସମୟରେ ଜଣେ ମହିଳା ଗ୍ରାହକଙ୍କ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ୯୬ଟଙ୍କା ଅଧିକ ମୂଲ୍ୟରେ ସାମ୍ପୁ ବିକ୍ରି କରିବା ଅତ୍ୟନ୍ତ ମହଙ୍ଗା ପଡିଥିଲା। ବେଙ୍ଗାଲୁରୁ ସ୍ଥିତ ଗ୍ରାହକ ଫୋରମ ମହିଳାଙ୍କ ଅଭିଯୋଗ ଉପରେ କମ୍ପାନୀ ଉପରେ୨୦ହଜାର…
ମହଙ୍ଗା ହେବ ନାହିଁ କାର-ଗୃହ ଋଣ: ଆର୍ବିଆଇ
ନୂଆଦିଲ୍ଲୀ,୮ା୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ନୀତି ହାର ୬.୫ ପ୍ରତିଶତରେ ରହିବ। ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକରେ ୫-୧ ଭୋଟ୍ରେ ଏହି ନିଷ୍ପତ୍ତି ନିଆଯାଇଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି…
ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ
ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଧାନସଭା ନିର୍ବାଚନରେ ୧୧୯ଟି ଆସନରୁ ୬୪ଟି…
ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…
ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ହେଲେ ନିକଟରେ କିଛି…
କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି
ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ ବଡ ବଡ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ଏହାର ଶିକାର ହୋଇଛନ୍ତି। ସେହିପରି…
ଆଜିଠୁ ଆଜିଓର ବିଗ୍ ବୋଲ୍ଡ ସେଲ୍
ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍ ବୋଲ୍ଡ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭ (ଆଜିଠାରୁ) ରୁ ଉକ୍ତ ସେଲ୍ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବାବେଳେ ଆଡିଡାସ୍ ଏବଂ ସୁପରଡ୍ରାଏ…
ଅଟୋ ରିଟେଲ ସେଲ୍ରେ ରେକର୍ଡ
ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨ ୟୁନିଟ୍ ଗାଡ଼ି ବିକ୍ରି ହୋଇଥିବା ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ…
ଜେଏସ୍ଡବ୍ଲ୍ୟୁ ପକ୍ଷରୁ ଏମ୍ଇଏମ୍ସି ଉଇକ୍
ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ର ମାଇନିଂ ୟୁନିଟ୍ ପକ୍ଷରୁ ୨୫ତମ ମାଇନ୍ସ ଏନ୍ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍ଇଏମ୍ସି) ସପ୍ତାହ ପାଳିତ ହୋଇଯାଇଛି। ଏପରିକି ଆଇବିଏମ୍ ଭୁବନେଶ୍ୱର ଅଧୀନ ଜେଏସ୍ଡବ୍ଲ୍ୟୁର ୪ଟି ଖଣି ପରିସରରେ ୨୫…
Archives


