ଅତ୍ୟଧିକ ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ପାଲଟିବ ଚିନ୍ତାର କାରଣ, ଚେତାବନୀ ଦେଲା ଆରବିଆଇର
ନୂଆଦିଲ୍ଲୀ,୨୭।୧: ଭାରତର ବଢୁଥିବା ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚିନ୍ତାର କାରଣ ପାଲଟିପାରେ। ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା(NBFC)ଗୁଡ଼ିକର କୌଣସି ବନ୍ଧକ ବିନା ଋଣ ଅଭିବୃଦ୍ଧି ବାର୍ଷିକ ହାରରେ ୨୫-୩୦% ବୃଦ୍ଧି ପାଇଛି, ମୁଖ୍ୟତ କ୍ରେଡିଟ୍ କାର୍ଡ, ଦୀର୍ଘ ସ୍ଥାୟୀ…
ଭାରତ ଖୁବ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୨୭।୧: ଦେଶର ଆର୍ଥିକ ବିକାଶ ଉପରେ ସମଗ୍ର ବିଶ୍ୱର ବିଶ୍ୱାସ ରହିଛି। ଭାରତ ଖୁବ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଆଶା କରାଯାଉଛି। ଫେବୃଆରୀ ୧ ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ…
ପୁଣି ଛଟେଇ କରିବ ଫ୍ଲିପ୍କାର୍ଟ-ସ୍ବିଗି, ଚାକିରି ହରାଇବେ ୧,୪୦୦ କର୍ମଚାରୀ
ନୂଆଦିଲ୍ଲୀ,୨୭।୧: ପୁଣି ଛଟେଇ କରିବେ ସ୍ବିଗି ଏବଂ ଫିଲ୍ପକାର୍ଟ। ଦୀର୍ଘ ମାସ ଧରି ଫଣ୍ଡିଂ ଅଭାବ କାରଣରୁ ଷ୍ଟାଟ୍ଅପ୍ ସେକ୍ଟରେ ବଢ଼ୁଥିବା ଅଡ଼ୁଆର ଏହା ସଙ୍କେତ ବୋଲି କୁହାଯାଉଛି। ତେବେ ସ୍ବିଗି ପ୍ରାୟ ୩୫୦-୪୦୦ କର୍ମଚାରୀ (ମୋଟ ସଂଖ୍ୟାର ୭%) ଙ୍କୁ…
Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍ ବଜେଟ୍’
ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍ ଉପସ୍ଥାପନ କରିସାରିଛନ୍ତି।…
ଚାଟ୍ଜିପିଟି, ବାର୍ଡକୁ ମୁକାବିଲା କରିବା ପାଇଁ ଓଲା ଲଞ୍ଚ କଲା ସ୍ବଦେଶୀ AI ‘କୃତିମ’
ନୂଆଦିଲ୍ଲୀ,୨୬।୧: ଗଣତନ୍ତ୍ର ଦିବସ ଅବସରରେ ଓଲା କମ୍ପାନୀ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ଭାରତର ସ୍ବଦେଶୀ AI ’କୃତିମ’ ଲଞ୍ଚ କରିଛି। ଚାଟ ଜିପିଟି ଓ ଗୁଗୁଲ ବାର୍ଡ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାପରେ ଓଲାର ସ୍ବଦେଶୀ ଏଆଇ…
Budget 2024: ଫେବୃଆରୀ ୧ରେ ଆନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ ଦେସାଇଙ୍କ ରେକର୍ଡ
ନୂଆଦିଲ୍ଲୀ,୨୬।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ରେ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥରର ବଜେଟ ସମ୍ପୂର୍ଣ୍ଣ ଉପସ୍ଥାପନ ହେବ ନାହିଁ କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ ଖର୍ଚ୍ଚ…
ସାଧାରଣତନ୍ତ୍ର ଦିବସ ଅବସରରେ ଶେୟାର ବଜାର ବନ୍ଦ, ଆଜିଠାରୁ ୩ଦିନ ଯାଏ ହେବ ନାହିଁ କାରବାର
ନୂଆଦିଲ୍ଲୀ,୨୬।୧: ଆଜି ଅର୍ଥାତ୍ ୨୬ ଜାନୁଆରୀରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଜାତୀୟ ମହୋତ୍ସବରେ ଦେଶର ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯଦି ଆପଣ ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରନ୍ତି,…
ଲିଙ୍ଗଗତ ଅସମାନତା ଦୂର ପାଇଁ ବେଦାନ୍ତର ପ୍ରୟାସ
ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ୟୁନିଟ୍ଗୁଡ଼ିକରେ ମଧ୍ୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଭାରତର ବୃହତ୍ ଆଲୁମିନିୟମ…
ବାଲେଶ୍ୱରରେ ଭୋଲ୍ଟାସ୍ ବ୍ରାଣ୍ଡ୍ ଶପ୍ ଉଦ୍ଘାଟିତ, ରାଜ୍ୟରେ ୧୯ତମ ଏବଂ ଦେଶରେ ୩୦୦ରୁ ଅଧିକ
ଭୁବନେଶ୍ୱର,୨୬।୧: ଦେଶର ୧ ନମ୍ବର ଏୟାର କଣ୍ଡିସନର (ଏସି) କମ୍ପାନୀ ତଥା ଟାଟା ଗ୍ରୁପ୍ର ପ୍ରମୁଖ ସଂସ୍ଥା ଭୋଲ୍ଟାସ୍ ଲିମିଟେଡ୍ର ପ୍ରିମିୟମ ଆଉଟ୍ଲେଟ୍ ‘ଭୋଲ୍ଟାସ୍ ବ୍ରାଣ୍ଡ୍ ଶପ୍’ ଗୁରୁବାର ବାଲେଶ୍ୱରର ବି.ସି.ସେନ୍ ରୋଡ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର…
ଭଦ୍ରକରେ ତନିସ୍କର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୬।୧: (ଅଭୟ ଦାଶ) ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍ର ପ୍ରମୁଖ କମ୍ପାନୀ (ଅଳଙ୍କାର ରିଟେଲ ଚେନ୍) ‘ତନିସ୍କ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଗୁରୁବାର ଭଦ୍ରକର ଛାପୁଲିଆ ବାଇପାସ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତନିସ୍କର ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ…
ଏସ୍ବିଆଇ ମୋବାଇଲ ମେଡିକାଲ ୟୁନିଟ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୬।୧: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇ)ର ସାମାଜିକ ପ୍ରତିଷ୍ଠାନ ଷ୍ଟେଟ୍ ବ୍ୟାଙ୍କ ଫାଉଣ୍ଡେଶନ ପକ୍ଷରୁ ଏକ ମୋବାଇଲ ମେଡିକାଲ ୟୁନିଟ୍ ‘ଏସ୍ବିଆଇ ସଞ୍ଜୀବନୀ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେଟ୍ ବ୍ୟାଙ୍କ ଫାଉଣ୍ଡେଶନର…
ସୋସିଆଲ ମିଡିଆରେ ବଢୁଛି ନକଲି ଲୋନ୍ ଆପ୍, ଆସିପାରେ କଡ଼ା ନିୟମ
ଭୁବନେଶ୍ୱର,୨୬।୧:(ଅନୁରାଧା ମହାରଣା) ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ନକଲି ଲୋନ୍ ଆପ୍ ଖୋଲି ଲୋକଙ୍କୁ ଠକୁଥିବା ଅପରାଧୀଙ୍କ ପାଇଁ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ସାଇବର ଅପରାଧୀମାନେ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ପରି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ବ୍ୟବହାର…
Archives


