ବାଣିଜ୍ୟ

ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌

ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଭୋଲ୍‌ଟାସ ଲିମିଟେଡ୍‌ର ନ୍ୟୁ ବ୍ରାଣ୍ଡ୍‌ ଶପ୍‌ ରାଉରକେଲାଠରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍‌ ମାର୍କେଟଠାରେ…

ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁକ୍ରବାର ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଳନ ସହ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ବେଦାନ୍ତ ତା’ର…

ବିଓବିର ‘ବରୋଦା କିଷାନ୍‌ ପଖୱାଡ଼ା’ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା କୃଷକଙ୍କ ସହିତ ବ୍ୟାଙ୍କର ବାର୍ଷିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ବରୋଦା କିସାନ୍‌ ପଖୱାଡ଼ା’ର ୬ଷ୍ଠ ସଂସ୍କରଣ ନିକଟରେ ସଫଳତାର ସହ ଶେଷ ହୋଇଛି। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମ (କୃଷି ମହୋତ୍ସବ)…

ଆଡାସ୍‌ ଫିଚର ସହ କିଆର ଅତ୍ୟାଧୁନିକ କମ୍ପାକ୍ଟ ଏସ୍‌ୟୁଭ

ଭୁବନେଶ୍ୱର,୧୩।୧: କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ସୋନେଟ୍‌ର ବିକ୍ରୟ ଶୁଭାରମ୍ଭ ସହ ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ନ୍ୟୁ ସୋନେଟ୍‌ର ମୂଲ୍ୟ (ଏକ୍ସ ଶୋ’ରୁମ୍‌) ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ଏକ…

ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌

ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍‌ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍‌ ଫୁଡ୍‌ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍‌ଲାଇନ୍‌ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍‌ ମାର୍ଟଠାରେ…

Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା…

Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ…

ସର୍ବକାଳୀନ ଉଚ୍ଚତମ ସ୍ତରରେ ସେନସେକ୍ସ, ନିଫ୍ଟି ୨୦୦ ପଏଣ୍ଟ ବଢ଼ିଲା

ମୁମ୍ବାଇ, ୧ ୨।୧: ଶୁକ୍ରବାର ଦିନ ଭାରତୀୟ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଉଭୟେ ସେନସେକ୍ସ ଏବଂ ନିଫ୍ଟି ନୂଆ ବର୍ଷରେ ନୂଆ ରେକର୍ଡ ସହିତ ସର୍ବକାଳୀନ ଉଚ୍ଚତା ଛୁଇଁଛନ୍ତି। ଶୁକ୍ରବାର ସେନସେକ୍ସ ୮୦୦ ପଏଣ୍ଟରୁ ଅଧିକ ବୃଦ୍ଧି…

ଆପଲକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ କମ୍ପାନୀ ହେଲା ମାଇକ୍ରୋସଫ

ନୂଆଦିଲ୍ଲୀ,୧୨।୧: ଦୁନିଆର ଦୁଇଟି ବୃହତ୍‌ କମ୍ପାନୀ ଆପଲ ଏବଂ ମାଇକ୍ରୋସଫ୍ଟ ମଧ୍ୟରେ ବଜାର ସର୍ବୋଚ୍ଚତା ପାଇଁ ଏକ ଯୁଦ୍ଧ ଚାଲିଛି । ଉଭୟ କମ୍ପାନୀର ବଜାର ପୁଞ୍ଜିକରଣ ଏତେ ନିକଟତର ହୋଇଛି ଯେ ଦୁନିଆର ସବୁଠୁ ମୂଲ୍ୟବାନ କମ୍ପାନୀ ହେବାକୁ ପ୍ରତିଦିନ…

ଡିସେମ୍ବରରେ ବୃଦ୍ଧି ପାଇଲା ଆମେରିକାରେ ମୁଦ୍ରାସ୍ଫୀତି ହାର, ସୁଧ ହାର ହ୍ରାସ ଆଶାକୁ ଝଟକା 

ମୁମ୍ବାଇ, ୧ ୨।୧: ନୂତନ ବର୍ଷରେ ୨୦୨୪, ଯେଉଁମାନେ ଆମେରିକାରେ ସୁଧ ହାର ହ୍ରାସ ପରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବ ବୋଲି ଆଶା ରଖିଥିଲେ, ସେମାନଙ୍କ ଆଶାକୁ ଝଟକା ଲାଗିଛି। ୨୦୨୩ ଶେଷରେ ଆମେରିକାରେ ମୁଦ୍ରାସ୍ଫୀତି ହାର…

ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି

ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି…

‘ପିଏମ କିଷାନ ଟ୍ରାକ୍ଟର ଯୋଜନା’ ଅଧୀନରେ ଚାଷୀଙ୍କୁ ଟ୍ରାକ୍ଟର କିଣିବାରେ ସବସିଡି ପ୍ରଦାନ କରୁଛନ୍ତି ସରକାର!

ନୂଆଦିଲ୍ଲୀ,୧୨।୧: କେନ୍ଦ୍ରରେ ଥିବା ମୋଦି ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା ପରି ଅନେକ ଯୋଜନା ଚଳାଉଛନ୍ତି। ଏହା ମାଧ୍ୟମରେ ସରକାର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଅନେକ ଥର ଲୋକମାନେ ସୋସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri