କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ
ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ…
IRCTC Train Ticket Online Booking: ମାଗଣା ରେଳ ଭଡ଼ା ! ଟିକେଟ କନଫର୍ମ ନ ହେବା ଯାଏ ଫ୍ରିରେ ବୁକିଂ, IRCTCରେ ହେଉଛି ଏମିତି…
ନୂଆଦିଲ୍ଲୀ,୨୦।୨: ବର୍ତ୍ତମାନ ସମୟରେ ରେଳ ଯାତ୍ରା ପାଇଁ ଅନଲାଇନ ଟିକେଟର ଚାହିଦା ଅଧିକ ହେଲାଣି। ଲୋକେ ଘରେ ବସି ବିଭିନ୍ନ ଆପ୍ ମାଧ୍ୟମରେ ଅନଲାଇନ ଟିକେଟ୍ କରୁଛନ୍ତି। ଏହିସବୁ ଆପ୍ଗୁଡିକ ମଧ୍ୟରୁ ଅଧିକ ଲୋକ ଟିକେଟ କରନ୍ତି। ହେଲେ ଲୋକେ ଟିକେଟର…
ପ୍ରଧାନମନ୍ତ୍ରୀ ଟିକସଦାତାଙ୍କ ପାଇଁ କଲେ ବଡ଼ ଘୋଷଣା: ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଡିମାଣ୍ଡ ଛାଡ…
ନୂଆଦିଲ୍ଲୀ,୨୦।୨ : ଦେଶର ଲକ୍ଷ ଲକ୍ଷ ଟିକସଦାତାଙ୍କୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସେମାନଙ୍କୁ ବହୁତ ଆରାମ ଦେଇଛନ୍ତି। ଏହା ଅନୁଯାୟୀ ପ୍ରତ୍ୟେକ ଟିକସଦାତାଙ୍କ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେଣ୍ଡିଙ୍ଗ ଟ୍ୟାକ୍ସ ଡିମାଣ୍ଡ ଛାଡ କରାଯିବ। ଆୟକର…
ଶୀତକାଳୀନ କ୍ରୀଡ଼ା ପାଇଁ ରଞ୍ଜିତା ପ୍ରସ୍ତୁତ
ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ଓଡ଼ିଶାର ‘ସ୍ନୋ ଗର୍ଲ’ଭାବେ ପରିଚିତ ରାଉରକେଲାର ରଞ୍ଜିତା ବେହେରା ଏବେ ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଚଳିତ ମାସ ୨୧ରୁ ୨୫ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ୪ର୍ଥ…
ରଣବୀର ଡିବିଏଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୦।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାଲମିଆ ଗ୍ରୁପର ଅଗ୍ରଣୀ କମ୍ପାନୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍) ପକ୍ଷରୁ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ/ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ନୂଆ ଆଭିମୁଖ୍ୟ ରୁଫ୍…
ଆଞ୍ଚଳିକ ପାସ୍ପୋର୍ଟ ସେବା କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର,୨୦।୨ (ଅଭୟ ଦାଶ): ଓଡ଼ିଶାବାସୀଙ୍କୁ ଉତ୍ତମ ଗ୍ରାହକସେବା ଯୋଗାଇ ଦେବା ଲକ୍ଷ୍ୟରେ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡେଶା ବିଜ୍ନେସ ସେଣ୍ଟର(ଓବିସି)ଠାରେ ଆଞ୍ଚଳିକ ପାସ୍ପୋର୍ଟ ସେବା କେନ୍ଦ୍ର ସୋମବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଭୁବନେଶ୍ୱରର ବରିଷ୍ଠ…
ସମାଧାନ ହେବ କ୍ରେତା-ବିକ୍ରେତାଙ୍କ ସମସ୍ୟା
ଭୁବନେଶ୍ୱର,୨୦।୨: ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ସରକାର ଘରୋଇ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ ଲଗାଇଥିବାରୁ ଉଭୟ କ୍ରେତା ଓ ବିକ୍ରେତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ବିକ୍ରେତା (ଆପାର୍ଟମେଣ୍ଟ ମାଲିକ)ମାନେ କୋଟି କୋଟି ଟଙ୍କାର…
ସର୍ବୋଚ୍ଚ ସ୍ତରରେ ଏନ୍ଏସ୍ଇ ନିଫ୍ଟି
ନୂଆଦିଲ୍ଲୀ,୨୦।୨: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ସାଙ୍ଗକୁ ଆଶା ଆଶଙ୍କାରେ କାରବାର ଶେଷ ହେଉଥିଲା। ଏଭଳିସ୍ଥିତିରେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏସ୍ଏସ୍ଇ) ନିଫ୍ଟି-୫୦ରେ ନୂଆ ରେକର୍ଡ ସହ କାରବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ଏପରିକି ସୋମବାରର ନିଫ୍ଟି…
ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ
ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ…
ବ୍ଳୁହ୍ବିଲ୍ସର ଭୁବନେଶ୍ୱର ପ୍ରାଞ୍ଚାଇଜ୍ ଲଞ୍ଚ୍
ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ନୂଆଦିଲ୍ଲୀସ୍ଥିତ ବ୍ଳୁହ୍ବିଲ୍ସ କମ୍ପାନୀ ଦ୍ୱାରା ଜେଏମ୍ଡି ଓଡ଼ିଶା(ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭୁବନେଶ୍ୱରରେ ନୂତନ ପ୍ରାଞ୍ଚାଇଜ ମଡେଲର ଲଞ୍ଚ୍ କରାଯାଇଛି। ୨ ଚକିଆ ସ୍କୁଟର, ୩ ଚକିଆ ଅଟୋରିକ୍ସା ଏବଂ ୪ ଚକିଆ ଯାନ ବ୍ୟବହାର କରି ଲଜିଷ୍ଟିକ୍ ସେବା…
ଅକ୍ଷୟ ଶକ୍ତି କ୍ରୟ କରିବ ନେକ୍ସଟ୍ରା
ଭୁବନେଶ୍ୱର,୧୯।୨: ଭାରତର ଅଗ୍ରଣୀ ଡାଟା ସେଣ୍ଟର କମ୍ପାନୀ ନେକ୍ସଟ୍ରା ଡାଟା ଲିମିଟେଡ (ଏନ୍ଡିଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅକ୍ଷୟ ଶକ୍ତି ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି। ଏପରିକି ଅତିରିକ୍ତ ୧୪୦,୨୦୮ ମେଗାୱାଟ ଅକ୍ଷୟ ଶକ୍ତି କ୍ରୟ କରିବାକୁ କମ୍ପାନୀ ଏକ…
ଭିତ୍ତିଭୂମି ସୁଦୃଢ଼କୁ ଟିପିସିଓଡିଏଲ୍ର ଗୁରୁତ୍ୱ
ଭୁବନେଶ୍ୱର,୧୯।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଭୁବନେଶ୍ୱରର ଖଣ୍ଡଗିରିଠାରେ ଏକ ଅତ୍ୟାଧୁନିକ ବିଦ୍ୟୁତ୍ ଟ୍ରାନ୍ସଫରମର ସ୍ଥାପନ କରାଯାଇଛି। ଏପରିକି ଖଣ୍ଡଗିରିଠାରେ ଥିବା ୮ଏମ୍ଭିଏ ପୁରୁଣା ଟ୍ରାନ୍ସଫରମର୍କୁ ବଦଳାଇ ଏକ ଅତ୍ୟାଧୁନିକ ୨୫ଏମ୍ଭିଏ ଟ୍ରାନ୍ସଫରମର ଜରିଆରେ ଉପରୋକ୍ତ ଅଞ୍ଚଳ…
Archives


