୧୦ ଗ୍ରାମକୁ ରେକର୍ଡ ୬୫,୦୦୦ ଟଙ୍କାରେ ପହଞ୍ଚିଲା ସୁନା, ରୁପା ବି ବଢ଼ିଲା …
ନୂଆଦିଲ୍ଲୀ,୫।୩: ପୁଣି ବଢ଼ିଲା ସୁନା ଦର। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ରେକର୍ଡ ୬୫,୦୦୦ ଟଙ୍କା ଛୁଇଁଛି । ସେହିଭଳି ରୁପା ମଧ୍ୟ ୯୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ…
ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍ଲେସ
କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍ଲେସ (ଜେଏସ୍ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ…
ଇଚ୍ଛାଶକ୍ତିରୁ ସଫଳ ବ୍ୟବସାୟୀ
ପିଲାଟି ଦିନରୁ ଶାନ୍ତ ସରଳ ସ୍ବଭାବର ମେଧାବୀ ଛାତ୍ର ଜଣକ ସମୟକ୍ରମେ ସୁନ୍ଦରଗଡ଼ ଜିଲାର ବଣାଇରୁ ଉଚ୍ଚ ଶିକ୍ଷା ଶେଷକରି ଭୁବନେଶ୍ୱରର କୃଷି ମହାବିଦ୍ୟାଳୟ ବା ଓୟୁଏଟିରେ ଉଚ୍ଚତର ଶିକ୍ଷା ସମାପ୍ତକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ ମନରେ ଥିଲା…
କେଭିଆଇସି ପକ୍ଷରୁ ଟୁଲ୍ କିଟ୍ ବଣ୍ଟନ
ଭୁବନେଶ୍ୱର,୫।୩: ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଏକ ମେଗା ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର, ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ…
ଟାଟା ପାଓ୍ବାର ପକ୍ଷରୁ ଲାଇନମ୍ୟାନ ଦିବସ
ଭୁବନେଶ୍ୱର, ୫।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ପାଓ୍ବାର ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ ହୋଇଯାଇଛି। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଚାରି ଯୌଥ ଉଦ୍ୟୋଗ ତଥା ଟାଟା ପାୱାର…
ୟୁବିଆଇର ମେଗା ରିଟେଲ୍ ଏକ୍ସପୋ
ଭୁବନେଶ୍ୱର,୫।୩: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ ମେଗା ରିଟେଲ୍ ଏକ୍ସପୋ-୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ସମ୍ମାନିତ ଅତିଥି…
ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍ଘାଟିତ
ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍ ହିସାର ୟୁନିଟ ଦ୍ୱାରା…
ଆପଣଙ୍କ ଆକାଉଣ୍ଟକୁ ଆସିନି କି ୧୬ତମ କିସ୍ତି, ଏହି ନମ୍ବରରେ ତୁରନ୍ତ କଲ୍ କରନ୍ତୁ
ନୂଆଦିଲ୍ଲୀ,୪।୩: ବିଭିନ୍ନ ବିଭାଗ ପାଇଁ ଦେଶରେ ଅନେକ ପ୍ରକାରର ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚାଲିଛି । ଉଦାହରଣ ସ୍ବରୂପ, ଯଦି ଆମେ କୃଷକମାନଙ୍କ ବିଷୟରେ ଆଲୋଚନା କରିବା, ତେବେ କେନ୍ଦ୍ର ସରକାର କୃଷକମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ…
ଓଜିବିଇଏର ୪ର୍ଥ ଦ୍ୱିବାର୍ଷିକ ବୈଠକ
ଭୁବନେଶ୍ୱର,୪।୩: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ (ଓଜିବିଇଏ)ର ୪ର୍ଥ ଦ୍ୱିବାର୍ଷିକ ସମ୍ମିଳନୀ ଏବଂ ଜେନେରାଲ ବଡି ମିଟିଂ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ଋଷି ସିଂଙ୍କ ସମେତ ଜେନେରାଲ ମ୍ୟାନେଜର ସ୍ବେତଭ କୁମାର…
ସିଜିୟୁରେ ୨ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ୪।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)ର କମ୍ପ୍ୟୁଟର ସାଇନ୍ସ ବିଭାଗ ପକ୍ଷରୁ ଏକ ୨ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଲୁମିନସ୍ ଇନ୍ଫୋୱେବ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ…
ଏନ୍ପିଏସ୍ ଟ୍ରଷ୍ଟର କାର୍ଯ୍ୟାଳୟ ପରିସର ଉଦ୍ଘାଟିତ
ଭୁବନେଶ୍ୱର,୪।୩: ଦେଶର ପ୍ରମୁଖ ନିୟାମକ ସଂସ୍ଥା ତଥା ପେନ୍ସନ ଫଣ୍ଡ ରେଗୁଲାଟେରି ଆଣ୍ଡ ଡେଭଲପମେଣ୍ଟ ଅଥରଟି (ପିଏଫ୍ଆର୍ଡିଏ) ଅଧୀନରେ ଥିବା ନ୍ୟାଶନାଲ ପେନ୍ସନ ସିଷ୍ଟମ (ଏନ୍ପିଏସ୍) ଟ୍ରଷ୍ଟର ନୂତନ କାର୍ଯ୍ୟାଳୟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଓ୍ବାଲର୍ଡ ଟ୍ରେଡ୍ ସେଣ୍ଟର କମ୍ପ୍ଲେକ୍ସ ନାରୁଜିନଗର…
ପ୍ରଦର୍ଶନୀରେ ଭିଡ଼ ବଢ଼ାଉଛି କାରବାର
ଭୁବନେଶ୍ୱର,୪।୩ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ଆନ୍ତଃ ରାଜ୍ୟ ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏପରିକି ପାଣିପାଗ ଓ ପରିବେଶ ପ୍ରଦର୍ଶନୀ…
Archives


