Break Journey Rules: ଟ୍ରେନରୁ ଓହ୍ଲାନ୍ତୁ, ବୁଲିବାକୁ ଯାଆନ୍ତୁ, ଦୁଇ ଦିନ ପରେ ପୁଣି ସେହି ଟିକେଟରେ ଯାତ୍ରା କରନ୍ତୁ, ଜାଣିଛନ୍ତି କି ଇଣ୍ଡିଆନ ରେଲଓ୍ବେର ଏହି ନିୟମ…
ନୂଆଦିଲ୍ଲୀ,୧।୩: ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥା’ନ୍ତି। ଅନ୍ୟାନ୍ୟ ପରିବହନ ସୁବିଧା ତୁଳନାରେ ଟ୍ରେନରେ ଯାତ୍ରା କରିବା ଅତି ସହଜ ଓ ସୁବିଧାଜନକ ଅଟେ। ଯାତ୍ରୀ ଯେପରି ସୁବିଧାରେ ନିଜ ଗନ୍ତବ୍ୟରେ ପହଞ୍ଚି ପାରିବେ ସେଥିପାଇଁ ଇଣ୍ଡିଆନ ରେଲଓ୍ବେ ଅନେକ…
ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍ଟି
ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା। ଅର୍ଥାତ…
ଜାଣନ୍ତୁ ଅନନ୍ତ ଅମ୍ବାନୀଙ୍କ ବିବାହ କରିବାକୁ ଯାଉଥିବା ଏହି ପଣ୍ଡିତଜଣଙ୍କ କିଏ? ନିଅନ୍ତି କେତେ ପାଉଣା…
ବିବାହ ବନ୍ଧନରେ ଆବଦ୍ଧ ହେବେ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ ସେ। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ସେଲିବ୍ରେଶନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା…
ପେନସନ୍ଧାରୀଙ୍କୁ ଝଟ୍କା! ମିଳିବନି ପୁରୁଣା ପେନସନ୍ର ଲାଭ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ସରକାର ବର୍ତ୍ତମାନ କିଛି ସଦସ୍ୟଙ୍କ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ PF, ଗ୍ରାଚ୍ୟୁଇଟି ଏବଂ Old Pension Scheme ସୁବିଧା ପାଇବେ ନାହିଁ। ନିୟମ ୧୩ରେ ଏହି ସଂଶୋଧନ କରାଯାଇଛି। ସରକାର କହିଛନ୍ତି ଯେ ଏହି ସଦସ୍ୟମାନେ…
ସ୍କାନ୍ କରୁଛନ୍ତି କି କ୍ୟୁ ଆର୍ କୋଡ୍? ହୋଇଯାନ୍ତୁ ସାବଧାନ ! ନଚେତ୍ ଗୋଟିଏ ସେକେଣ୍ଡରେ ଆକାଉଣ୍ଟ ହୋଇଯିବ ଖାଲି
ଡିଜିଟାଲ ପେମେଣ୍ଟ ମଧ୍ୟରେ ଦ୍ରୁତ, ବହୁ ସୁରକ୍ଷିତ ଏବଂ ଆରାମଦାୟକ ଅଟେ କ୍ୟୁ ଆର୍ କୋଡ୍ ସ୍କାନ୍। କିନ୍ତୁ ସାଇବର ଅପରାଧୀମାନେ ମଧ୍ୟ ଆହୁରି ଚାଲାକ। ସେମାନେ ଆପଣଙ୍କ ୟୁପିଆଇକୁ ହ୍ୟାକ୍ କରିବା ପାଇଁ ସବୁକିଛି କରିପାରନ୍ତି, ତେଣୁ ଯେତେବେଳେ ଅନ୍ଲାଇନ…
Paytm Crisis: ପେମେଣ୍ଟ ବ୍ୟାଙ୍କଠୁ ନିଜକୁ ଦୂରେଇ ରଖିଲା ପେଟିଏମ,ସଙ୍କଟ ମଧ୍ୟରେ ନେଲା ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧।୩: ଚାଲିଥିବା ସଙ୍କଟ ମଧ୍ୟରେ ଫିଣ୍ଟେକ କମ୍ପାନୀ ପେଟିଏମ ଏକ ବଡ଼ ପଦକ୍ଷେପ ନେଇଛି। ପେଟିଏମର ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୯୭ କମ୍ୟୁନିକେଶନ ବିବାଦରେ ଫସିଥିବା ପେଟିଏମ ପେମେଣ୍ଟ ବ୍ୟାଙ୍କ ଠାରୁ ଏହାର ଦୂରତା ବୃଦ୍ଧି କରିଛି। ଏଥିପାଇଁ ଅନେକ ଇଣ୍ଟର- କମ୍ପାନୀ…
ଆଜିଠାରୁ ଆଜିଓ ଅଲ୍ ଷ୍ଟାର୍ ସେଲ୍
ଭୁବନେଶ୍ୱର,୧।୩:ଆଜିଓ’ର ବହୁ ପ୍ରତୀକ୍ଷିତ ତଥା ଫ୍ଲାଗ୍ଶିପ୍ ଇଭେଣ୍ଟ ‘ଆଜିଓ ଅଲ୍ ଷ୍ଟାର୍ସ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସେଲ୍ ଆଡିଡାସ୍ ଏବଂ ସୁପରଡ୍ରାଇ ଦ୍ୱାରା ପରିଚାଳିତ ହେଉଛି। ଚଳିତ ବର୍ଷ ମାର୍ଚ୍ଚ ୧ରୁ ସେଲ୍ ଆରମ୍ଭ ହେବ। ଅପରପକ୍ଷରେ…
ବଜାରରେ ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦
ଭୁବନେଶ୍ୱର,୧।୩ (ଅଭୟ ଦାଶ):ଦେଶର ପ୍ରମୁଖ ପ୍ରିମିୟମ ଏସ୍ୟୁଭି ନିର୍ମାତା ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ୨୦୨୪ ଏକ୍ସୟୁଭି ୭୦୦’ ମଡେଲର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।…
ବେଦାନ୍ତ ଆଲୁମିନିୟମ୍ର ନୂତନ ଅଭିଯାନ
ଭୁବନେଶ୍ୱର,୧।୩:ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀର ଓଡିଶା ୟୁନିଟ ଝାରସୁଗୁଡା ପକ୍ଷରୁ କୃଷି ଭିତିକ ସ୍ଥାୟୀ ଜୀବିକା ଅଭିଯାନ ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ଝାରସୁଗୁଡ଼ା ଜିଲ୍ଲାର କୃଷକମାନଙ୍କ…
ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୮.୪% ହାରରେ ବୃଦ୍ଧି ପାଇଲା ଭାରତର ଅର୍ଥନୀତି
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୮.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଏକ ବର୍ଷ ପୂର୍ବେ ୪.୩ ପ୍ରତିଶତ ଥିଲା । ଗୁରୁବାର ପରିସଂଖ୍ୟାନ ଏବଂ କାର୍ୟ୍ୟକ୍ରମ କାର୍ୟ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା…
PM KISAN: ଖାତାକୁ ଆସିଲା ଟଙ୍କା
ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା…
ବିନା ଟିକେଟ୍ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ
ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ ଏବେ ଏକ ଉତ୍ତମ ବିକଳ୍ପ । ଏବେ ଦୁନିଆର…
Archives


