ବିନା ପ୍ୟାନ କାର୍ଡରେ କିଣି ହେବ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ! ବଜେଟ ପୂର୍ବରୁ ଚର୍ଚ୍ଚା…
ନୂଆଦିଲ୍ଲୀ,୩୧।୧ : ବଜେଟର ଉପସ୍ଥାପନା ପାଇଁ କେବଳ କିଛି ଘଣ୍ଟା ବାକି ଅଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ତାଙ୍କର ଷଷ୍ଠ ତଥା ପ୍ରଥମ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତଥାପି, ଏହି...
ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍
ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ...
ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ
ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ...
ରାମରାଜ୍ କଟନ୍ର ନୂଆ ଚେହେରା ରିଷଭ
ଭୁବନେଶ୍ୱର,୩୧।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ପୋଷାକ ବ୍ରାଣ୍ଡ୍ ରାମରାଜ୍ କଟନ୍ ଜଣାଶୁଣା ଫିଲ୍ମ ନିର୍ମିତା ତଥା ଭାରତୀୟ ଅଭିନେତା ରିଷଭ ସେଟ୍ଟୀଙ୍କୁ ବ୍ରାଣ୍ଡ୍ର ନୂଆ ଚେହରା (ବ୍ରାଣ୍ଡ ଆମ୍ବାସାଡାର) ଭାବେ ନିଯୁକ୍ତି କରିଛି। ଏପରିକି ସେଟ୍ଟୀ ବ୍ରାଣ୍ଡ୍ର ଅଗ୍ରଣୀ...
ଶେୟାର ବଜାର କାରବାରରେ ହ୍ରାସ
ଭୁବନେଶ୍ୱର,୩୧।୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ...
ଓଡ଼ିଶା ଗ୍ରାମାଞ୍ଚଳରେ ଆକ୍ସିସ୍ ବ୍ୟାଙ୍କର ଅଗ୍ରଗତି
ଭୁବନେଶ୍ୱର,୩୧।୧(ଅନୁରାଧା ମହାରଣା): ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଭାରତ ବ୍ୟାଙ୍କିଙ୍ଗ୍ ବ୍ୟବସାୟ ମାଧ୍ୟମରେ ଓଡ଼ିଶାର ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳ(ରୁସୁ) ଅଞ୍ଚଳରେ ଅଗ୍ରଗତି କରୁଛି। ସମଗ୍ର ଓଡ଼ିଶାରେ ବ୍ୟାଙ୍କର ୨୧୦ଟି ଶାଖା ରହିଥିବାବେଳେ ଏହାର ୭୦ ପ୍ରତିଶତ ଶାଖା...
ବେଦାନ୍ତର ବାର୍ଷିକ ଖଣି ସୁରକ୍ଷା ପକ୍ଷ ଉଦ୍ଯାପିତ
ଭୁବନେଶ୍ୱର,୩୧।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ପକ୍ଷ ମଙ୍ଗଳବାର ବିଧିବଦ୍ଧ ଭାବେ ଉଦ୍ଯାପିତ ହୋଇଯାଇଛି। ଏପରିକି ଓଡ଼ିଶାର ଜାମକାନିଠାରେ ଚାଲିଥିବା କମ୍ପାନୀର ବାର୍ଷିକ ସୁରକ୍ଷା ପକ୍ଷ କାର୍ଯ୍ୟକ୍ରମରେ ନିରାପତ୍ତାକୁ ଗୁରୁତ୍ୱ ଦେଇ...
ଏଲ୍ଆଇସିର ସିଏସ୍ଆର୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଇଷ୍ଟ ସେଣ୍ଟ୍ରାଲ ଜୋନ୍ ପାଟନା(ବିହାର) ପକ୍ଷରୁ ବିହାରର ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ୧୦ଟି ଷ୍ଟ୍ରେଚର ଟ୍ରଲି ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍ଆଇସିର ଇଷ୍ଟ ସେଣ୍ଟ୍ରାଲ ଜୋନ୍ ପାଟନା (ବିହାର)...
ଏଆଇ ପ୍ଲାଟ୍ଫର୍ମ ‘ଜିଓ ବ୍ରେନ୍’ର ଶୁଭାରମ୍ଭ
ଭୁବନେଶ୍ୱର,୩୧।୧: ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ପ୍ଲାଟ୍ଫର୍ମସ୍ର ଏକ ନୂତନ ୫ଜି ସମନ୍ବିତ ମେଶିନ୍ ଲର୍ନିଂ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟ୍ଫର୍ମ ‘ଜିଓ ବ୍ରେନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ବ୍ରେନ୍ ସମସ୍ତ ପ୍ରକାର...
Income Tax HRA Rule: ସ୍ତ୍ରୀଙ୍କୁ ଘରଭଡ଼ା ଦେଇ ନେଇ ହେବ ଏଚଆରଏ ରିହାତି, ଏସବୁ ହେଉଛି ସର୍ତ୍ତ…
ନୂଆଦିଲ୍ଲୀ,୩୦।୧ : ଆୟକର ଉପରେ ଟିକସ ବୋଝ ହ୍ରାସ କରିବାକୁ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ଟ୍ୟାକ୍ସ ସ୍ଲାବରେ ରିହାତି ସହିତ ଅନେକ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଏଚଆରଏର ଅର୍ଥାତ ହାଉସ ରେଣ୍ଟ ଆଲାଉନ୍ସ।...
୩୧ରେ ଷ୍ଟାର୍ଟଅପ୍ ଉତ୍ସବ-୨୦୨୪
ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍ଏସ୍ଏମ୍ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି।...
ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା
ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ...
Archives


