ବାଣିଜ୍ୟ

‘କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକୀକରଣ’

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ କର୍କଟ ଯତ୍ନର ସାମ୍ପ୍ରତିକ ଆଧୁନିକରଣ ଉପରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଡାଇରେକ୍ଟର ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା ସ୍ବାଗତ…

ବିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୬: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ (ବିଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସ ଫଣ୍ଡ୍‌’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହା ଏକ ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ ହୋଇଥିଲାବେଳେ ନିଫ୍ଟି ଟୋଟାଲ ମାର୍କେଟ ଇଣ୍ଡେକ୍ସକୁ ମଧ୍ୟ ଟ୍ରାକ୍‌ କରୁଥାଏ।…

ଆୟୁଷ୍ମାନ ଏନ୍‌ଏସ୍‌ଏମ୍‌ର ନୂଆ ଚେହେରା

ଭୁବନେଶ୍ୱର,୨୪ା୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଅଗ୍ରଣୀ ରିଟେଲ ୟୁନିଟ୍‌ ନେକ୍ସସ୍‌ ସିଲେକ୍ଟ ମଲ୍‌ ବା ଏନ୍‌ଏସ୍‌ଏମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ ନେକ୍ସସ୍‌…

ଓଡ଼ିଶାରେ ପ୍ରଥମ ସିଏସ୍‌ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର,୨୪ା୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଦି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଆଞ୍ଚଳିକ ପରିଷଦ (ପୂର୍ବ ଭାରତ) ତଥା ଇଆଇଆର୍‌ସି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ପ୍ରଥମ ସିଏସ୍‌ (କମ୍ପାନୀ ସେକ୍ରେଟାରିଜ) ରାଜ୍ୟସ୍ତରୀୟ…

୫ ଲକ୍ଷ ଟନ୍‌ ପିଆଜ କିଣିବେ ସରକାର

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ପିଆଜର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଫର୍‌ ଷ୍ଟକ ପାଇଁ ସରକାର ପ୍ରାୟ ୭୧,୦୦୦ ଟନ ପିଆଜ କିଣିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ପିଆଜର…

ଚିନ୍ତା ବଢ଼ାଉଛି ଡାଲି ଦର: ବେଆଇନ ମହଜୁଦକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪ା୬(ଅନୁରାଧା ମହାରଣା): ଗତ କିଛିଦିନ ଧରି ଓଡ଼ିଶା ସମେତ ସମଗ୍ର ଦେଶରେ ଖାଇବା ସାମଗ୍ରୀର ଦରଦାମ୍‌ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି। ବିଶେଷକରି ମାସକ ମଧ୍ୟରେ ୨୦ଟଙ୍କାରୁ ଅଧିକ ମୂଲ୍ୟରେ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ବିକ୍ରି ହେଉଛି। ଏହା…

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି, ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର,୨୩।୬: ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଉଦ‌ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ରାଜ୍ୟର ଖାଉଟିମାନେ ଯେପରି ସୁଲଭ ତଥା ଉଚିତ…

କର୍ମଚାରୀଙ୍କ ତୁଳନାରେ କମ ଦରମା ନିଅନ୍ତି ଗୌତମ ଆଦାନୀ: ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୬: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଗୌତମ ଆଦାନୀ ୯.୨୬ କୋଟି ଟଙ୍କା ପ୍ୟାକେଜ ପାଇଛନ୍ତି। ସେମାନେ…

ଟାଟା ପାଓ୍ବାରର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଭାରତର ଅନ୍ୟତମ ବୃହତ୍ତମ ସମନ୍ବିତ ଶକ୍ତି କମ୍ପାନୀ ‘ଟାଟା ପାଓ୍ବାର’କୁ ନିକଟରେ ଆଉ ଏକ ସ୍ବୀକୃତି ମିଳିଛି। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ କମ୍ପାନୀ ଏକ ନୂଆ ମାଇଲଖୁଣ୍ଟ ହାସଲ…

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଲା ଗୀତାଞ୍ଜଳି ସେଲୁନ୍‌

ଭୁବନେଶ୍ୱର,୨୩।୬(ଅନୁରାଧା ମହାରଣା): ଭାରତରେ ଅଗ୍ରଣୀ ବ୍ରାଣ୍ଡ୍‌ ଭାବେ ପରିଚିତ ଗୀତାଞ୍ଜଳି ସେଲୁନ୍‌ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଖୋଲିଛି। ଏଠାରେ ପ୍ରାୟ ୪୦୦୦ବର୍ଗଫୁଟ୍‌ ଅଞ୍ଚଳରେ ଅତ୍ୟାଧୁନିକ ଡିଜାଇନ୍‌ ସହ ପ୍ରସ୍ତୁତ ଏହି ସେଲୁନ୍‌ରେ ବିଳାସପୂର୍ଣ୍ଣ ସେବା ପ୍ରଦାନ କରାଯିବ ବୋଲି…

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର: ସନୁ ବେହେରା ଜିତିଲେ ମାରୁତି ସ୍ବିଫ୍ଟ କାର୍‌

ଭୁବନେଶ୍ୱର,୨୩ା୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ଫୁଡ୍‌ଲାଇନର ବହୁ ପ୍ରତୀକ୍ଷିତ ଯୋଜନା ‘ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର’ରେ ଜଣଙ୍କୁ କାର୍‌ ଓ ୫ ଜଣ ଗ୍ରାହକଙ୍କୁ ଇ-ସ୍କୁଟର ପୁରସ୍କାର ସ୍ବରୂପ ଏହି ଉପହାରମାନ ପ୍ରଦାନ…

ରେଲୱେ ପ୍ଳାର୍ଟଫର୍ମ ଟିକେଟ୍ ସମେତ ଏସବୁଥିରୁ କର ହ୍ରାସ କଲେ ସରକାର

ନୂଆଦିଲ୍ଲୀ,୨୨।୬: ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ୫୩ ତମ ଜିଏସଟି ପରିଷଦ ବୈଠକରେ ଅନେକ ଦ୍ରବ୍ୟ ଏବଂ ସେବା ଉପରୁ କର ହ୍ରାସ କରିଛନ୍ତି। ବୈଠକରେ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ଉପରେ ଟିକସ ଛାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?