ବାଣିଜ୍ୟ

ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୧ା୭: ଆଇସିଆଇସିଆଇ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଆଇମୋବାଇଲ୍‌ ପେ’ରେ ବ୍ୟାଙ୍କର ନୂତନ ସୁବିଧା ‘ସ୍ମାର୍ଟ ଲକ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଗ୍ରାହକମାନେ ଫୋନ୍‌ କିମ୍ବା ଇ-ମେଲ୍‌ ମାଧ୍ୟମରେ ଗ୍ରାହକ ସେବା…

ଶିକ୍ଷାଠାରୁ ବିବାହରେ ଅଧିକ ଖର୍ଚ୍ଚ କରୁଛନ୍ତି ଭାରତୀୟ

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟମାନେ ଖାଦ୍ୟକୁ ବାଦ ଦେଲେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହ ଉତ୍ସବରେ ଖର୍ଚ୍ଚ କରନ୍ତି। ଏପରିକି ଭାରତୀୟତମାନେ ଶିକ୍ଷା ପାଇଁ ବ୍ୟୟ କରୁଥିବା ଅର୍ଥର ଦୁଇଗୁଣାରୁ ଅଧିକ ବିବାହରେ ଖର୍ଚ୍ଚ କରିଥାନ୍ତି। ଭାରତୀୟ ବିବାହ ଉଦ୍ୟୋଗକୁ ନେଇ ପ୍ରକାଶିତ…

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ ଉପରେ ପଡ଼ିବ। ଇ-ଓ୍ବାଲେଟ୍‌ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ…

ଆପଣ ଦେଖୁଥିଲେ ବିଶ୍ୱକପ୍‌ ଫାଇନାଲ, ପ୍ରତି ସେକେଣ୍ଡରେ ‘ଡିଜ୍‌ନୀ’ କମାଉଥିଲା ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୩୦।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଇସିସି ବିଶ୍ୱକପ୍‌ ଟି୨୦ ଜିତିନେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଜବରଦସ୍ତ ପ୍ରଦର୍ଶନକୁ ସାରା ଦୁନିଆ ଟିଭି ସହ ଡିଜିଟାଲ ପ୍ଲାଟଫର୍ମରେ ବି ଦେଖିଥିଲା। ରିପୋର୍ଟ ମୁତାବକ ଡିଜନୀ ପ୍ଲସ୍‌ ହଟ୍‌ଷ୍ଟାର ପ୍ଲାଟଫର୍ମରେ ରିୟଲ…

ଆପଣ ଜିଓ,ଏୟାରଟେଲ ୟୁଜର୍ସ କି? ୩ ଜୁଲାଇ ପୂର୍ବରୁ କରିନିଅନ୍ତୁ ଏହି ରିଚାର୍ଜ, ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୨୯।୬: ରିଲାଏନ୍ସ ଜିଓ ଏବଂ ଏୟାରଟେଲ ସେମାନଙ୍କ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ବୃଦ୍ଧି କରି ଉପଭୋକ୍ତାମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ଜିଓ ଯୋଜନାଗୁଡିକର ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ। ଏହି ଖବର ଆସିବା ପରେ ଲୋକମାନେ ଚିନ୍ତିତ ଅଛନ୍ତି।…

କୃଷି ରପ୍ତାନି କ୍ଷେତ୍ରରେ ଉନ୍ନତିର ସମ୍ଭାବନା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଦିନିକିଆ କର୍ମଶାଳା ‘ଫାର୍ମ୨ ଫର୍କ’ର ୧୦ମ ସଂସ୍କରଣ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ରାଜ୍ୟର କୃଷି ଓ ଖାଦ୍ୟ…

ସର୍ବଭାରତୀୟ ହାକାଥନ୍‌ରେ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ

ଭୁବନେଶ୍ୱର,୨୯।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍‌ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିପ୍ରପୋଜ୍‌ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ହାକାଥନ୍‌ ପ୍ରତିଯୋଗିତାରେ…

ଟ୍ରୁକଲର ସହ ଏଚ୍‌ଡିଏଫ୍‌ସି ଇର୍ଗୋର ବୁଝାମଣା

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଇର୍ଗୋ ଏବଂ ବୈଷୟିକ ଯୋଗାଯୋଗ ପ୍ଲାଟ୍‌ଫର୍ମ ଟ୍ରୁକଲର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ଏପରିକି ଭାରତରେ ଡିଜିଟାଲ ଯୋଗାଯୋଗ ଠକେଇରୁ ଗ୍ରାହକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଫ୍ରଡ୍‌…

ନଭକାରର ଅଂଶଧନ ହାସଲକଲା ଜେଏସ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୨୯।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଅନ୍ୟତମ ଅଗ୍ରଣୀ କମ୍ପାନୀ ଜେଏସ୍‌ଡବ୍ଲ୍ୟୁ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଜେଆଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଲଜିଷ୍ଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ନଭକାର କର୍ପୋରେଶନ ଲିମିଟେଡ୍‌ରେ ଥିବା ପ୍ରମୋଟର ଓ…

ରାଷ୍ଟ୍ର ନିର୍ମାଣରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ହରିଚନ୍ଦନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଦେଶ ହେଉ ବା ପ୍ରଦେଶର ବିକାଶ ପାଇଁ ଠିକ୍‌ ଅର୍ଥ ବ୍ୟବସ୍ଥାର ବଳିଷ୍ଠ ପରିଚାଳନା ଆବଶ୍ୟକ ରହିଛି। ସେହି ଅର୍ଥ ବ୍ୟବସ୍ଥାର ପରିଚାଳନା ଓ ଉଚିତ ହିସାବପତ୍ର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ। ଏହାର…

ସିବିଆଇର ଷ୍ଟାପ୍‌ କେୟାର ପ୍ରୋଗ୍ରାମ

ଭୁବନେଶ୍ୱର,୨୯।୬: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ସିବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ‘ଷ୍ଟାପ୍‌ କେୟାର ପ୍ରୋଗ୍ରାମ’ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ପୂର୍ବତନ ବରିଷ୍ଠ ଅଧିକାରୀମାନଙ୍କର ଏକ ସୌଜନ୍ୟମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର…

ଆଇଜିକେସି ହସ୍ପିଟାଲର ‘କେଟିକନ୍‌’

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ଭାସ୍କୁଲାର ଆକ୍‌ସେସ୍‌ ଏବଂ କିଡ୍‌ନୀ ପ୍ରତିରୋପଣର ବିଜ୍ଞାନ ଓ କଳା ବିଷୟବସ୍ତୁକୁ ନେଇ କର୍ମଶାଳା କେଟିକନ୍‌-୨୦୨୪ ଶୁବ୍ରବାର ସ୍ଥାନୀୟ ଏକ ହୋଟେଲରେ ଉଦ୍‌ଘାଟିତ ହୋଇଯାଇଛି। ଘାଟିକିଆସ୍ଥିତ ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ, ରେନାଲ ଟ୍ରାନ୍ସପ୍ଲାଣ୍ଟ ସେକ୍ସନ ୟୁରୋଲୋଜିକାଲ ସୋସାଇଟି ଅଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?