୨.୯୪ ଲକ୍ଷ କୋଟି ଟଙ୍କାର ସବ୍ସିଡି
ନୂଆଦିଲ୍ଲୀ,୧୪।୪: ଗତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଏବଂ ରାଜ୍ୟଗୁଡ଼ିକୁ ଖାଦ୍ୟ ସବ୍ସିଡି ଆକାରରେ ୨,୯୪,୭୧୮କୋଟି ଟଙ୍କା ଜାରି କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗ ପକ୍ଷରୁ ୨,୯୨,୪୧୯.୧୧ କୋଟି...
ଇଭି ଚାର୍ଜିଂ କରିଡର ନିର୍ମାଣ କରିବ ବିପିସିଏଲ୍
ନୂଆଦିଲ୍ଲୀ, ୧୪।୪: ଦେଶର ୧ଶହ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ୧୦୦ଟି ଫାଷ୍ଟ ଇଲେକ୍ଟ୍ରିକ୍ ଭେହିକିଲ୍ (ଇଭି) କରିଡର ନିର୍ମାଣ ସମ୍ପର୍କରେ ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ୍ ମାର୍କେଟିଂ କମ୍ପାନୀ ଭାରତ ପେଟ୍ରୋଲିୟମ୍ କର୍ପୋରେଶନ (ବିପିସିଏଲ୍) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ...
ମସ୍କଙ୍କ ବିରୋଧରେ କୋର୍ଟରେ ମାମଲା
ନୂଆଦିଲ୍ଲୀ, ୧୪।୪: ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ନାଁରେ ଆମେରିକାର ଏକ କୋର୍ଟରେ ମାମଲା ଦାୟର କରାଯାଇଛି। ଟୁଇଟରରେ ନିଜ ଶେୟାର କ୍ରୟ କରିଥିବା ସମ୍ପର୍କରେ ଜାଣିଶୁଣି ବିଳମ୍ବରେ ଘୋଷଣା କରିଥିବା ଆରୋପ ତାଙ୍କ ଉପରେ ଲଗାଯାଇଛି। ଆମେରିକାର ମାନ୍ହଟ୍ଟାନର...
ଦରଦାମ୍ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍ଜି-ପିଏନ୍ଜି…
ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍ଜି-ପିଏନ୍ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ଏବଂ ପିଏନଜି ମୂଲ୍ୟରେ ୪.୨୫ ଟଙ୍କା...
ଘନେଇଲା ବିଦ୍ୟୁତ୍ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…
ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି। ଖରାଦିନେ ବିଦ୍ୟୁତ୍ ଚାହିଦା ବୃଦ୍ଧି ଏବଂ କୋଇଲା ଅଭାବ...
ଅଏଲ୍ ଇଣ୍ଡିଆକୁ ସାଇବର ଆକ୍ରମଣ
ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍ ଇଣ୍ଡିଆ ଲିମିଟେଡ୍ (ଅଏଲ୍) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର ଦୁଲିଆଜାନ୍ରେ ଥିବା ଅଏଲ୍ ମୁଖ୍ୟାଳୟକୁ ବିଦେଶୀ ହ୍ୟାକର୍ସମାନେ ଟାର୍ଗେଟ କରି ଏହାର ନେଟ୍ଓ୍ବର୍କ,...
ପୁଣି ବଢ଼ିଲା ସିଏନ୍ଜି, ପିଏନ୍ଜି ଦାମ୍
ମୁମ୍ବାଇ,୧୩।୪: ପୁଣିଥରେ ସିଏନ୍ଜି ଓ ରନ୍ଧନ ଗ୍ୟାସ୍ ପିଏନ୍ଜି ଦାମ ବୃଦ୍ଧି କରିଛି ମହାନଗର ଗ୍ୟାସ ଲିମିଟେଡ୍ (ଏମ୍ଜିଏଲ୍)। ଏହି ତୈଳ କମ୍ପାନୀ ସିଏନ୍ଜି ଦାମ କେଜି ପିଛା ୫ ଟଙ୍କା ବଢ଼ାଇଥିବା ବେଳେ ପିଏନ୍ଜି ଦର ୪.୫୦ ଟଙ୍କା...
ପନିପରିବା ଦାମ୍ ବୃଦ୍ଧି ଯୋଗୁ ୮୭ ପ୍ରତିଶତ ଭାରତୀୟ ପରିବାର ପ୍ରଭାବିତ..
ନୂଆଦିଲ୍ଲୀ, ୧୨।୪ : ଦେଶରେ ପନିପରିବା ଦାମ୍ ବୃଦ୍ଧି ଯୋଗୁ ଲୋକଙ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏକ ସର୍ଭେ ଅନୁସାରେ ଏହାଯୋଗୁ ୮୭ ଭାରତୀୟ ପରିବାର ପ୍ରଭାବିତ ହୋଇଛନ୍ତି। ଦେଶର ୩୧୧ ଜିଲାରେ ହୋଇଥିବା ଏହି ସର୍ଭେରେ ୧୧,୮୦୦...
ଧନକୁବେରଙ୍କ ତାଲିକାରେ ଅମ୍ବାନୀକୁ ପଛରେ ପକାଇଲେ ଆଦାନୀ
ନୂଆଦିଲ୍ଲୀ,୧୨।୪: ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଆଦାନୀ ଗ୍ରୁପ୍ କମ୍ପାନୀର ଶେୟାରରେ ଜବରଦସ୍ତ ଆୟ ଯୋଗୁ ଗତ କିଛି ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ବହୁତ ବୃଦ୍ଧି...
ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ
ନୂଆଦିଲ୍ଲୀ,୧୨।୪: ଚଳିତ ମାସରେ ଲଗାତର ୪ ଦିନ ଲାଗି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ। ଏହାର ବିଶେଷ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି...
ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ
କାଲିଫର୍ଣ୍ଣିଆ,୧୧।୪: ଟେସ୍ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି। ଟୁଇଟର୍ରେ ଶେୟାର କିଣିବା ପରେ ମସ୍କ କମ୍ପାନୀ ବୋର୍ଡରେ ସାମିଲ ହେବେ କୁହାଯାଉଥିଲା।...
ଏଟିଏମ୍ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା
ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ କିଛି ବ୍ୟାଙ୍କରେ...