୧୭ରୁ ମିଳିବନି ଜୋମାଟୋରେ ଗ୍ରୋସରି ସାମଗ୍ରୀ
ଅନ୍ଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ତା’ର ଗ୍ରୋସରି ଡେଲିଭରି ସେବାକୁ ୧୭ ସେପ୍ଟେମ୍ବରରୁ ବନ୍ଦ କରିବ ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀ ଏନ୍ସିଆରବାସୀ ଆଉ ଏହି ସେବା ମିଳିବ ନାହିଁ। ନିକଟରେ ଆରମ୍ଭ ହୋଇଥିବା ଗ୍ରୋସରି ସେବା...
ଇପିଏଫ୍ ଲାଗି ଆଧାର ଲିଙ୍କ ଅବଧି ବଢ଼ିଲା
ନୂଆଦିଲ୍ଲୀ,୧୩।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ) ପକ୍ଷରୁ ଇପିଏଫ୍ ଆକାଉଣ୍ଟଗୁଡିକୁ ଆଧାର ସହ ଲିଙ୍କ କରାଇବାର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏଥି ଲାଗି ଶେଷ ତାରିଖ ଅଗଷ୍ଟ ମାସ ୩୧ ରହିଥିଲା। ଇପିଏଫ୍ଓ ଉପଭୋକ୍ତାମାନେ ଯଦି...
‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’
ନୂଆଦିଲ୍ଲୀ,୧୩।୯: ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ ଭାବେ କରିପାରିବେ। ସେହିଭଳି କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଠିକ୍ ଭାବେ କରିପାରିବେ ବୋଲି...
ଗାଡ଼ି ବୀମା କଭର ମହଙ୍ଗା ହୋଇପାରେ
ନୂଆଦିଲ୍ଲୀ,୧୨।୯: ଆଗାମୀ ମାସଗୁଡିକରେ ନୂଆ ଗାଡ଼ି କିଣିବା ୧୦% ମହଙ୍ଗା ହୋଇପାରେ। ବୀମା ପଲିସିର ଡିଜାଇନ ଏବଂ ମୋଟର ବୀମା କଭର ମଡେଲ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଭଳି ଯଦି ନୂଆ ନିୟମ ଆସେ ତେବେ ଗାଡ଼ି ଲାଗି...
୧୦.୩% ଛୁଇଁଲା ବେରୋଜଗାରୀ ହାର
ନୂଆଦିଲ୍ଲୀ,୧୨।୯: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବେରୋଜଗାରୀ ଡାଟା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ସହରାଞ୍ଚଳରେ ଗତ ଗୋଟିଏ ବର୍ଷ ମଧ୍ୟରେ ବେରୋଜଗାରୀ ହାର ୨.୪% ବଢିଛି। ଅକ୍ଟୋବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହା ୧୦.୩% ରହିଛି। ୨୦୧୯ର...
କମିପାରେ ଖାଇବା ତେଲ ମୂଲ୍ୟ
ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ମଧ୍ୟ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଗତ...
ଖାଇବା ତେଲ ଦର କମିଲା, ଏଲ୍ପିଜି ଦାମ ବଢ଼ିବା ନିଶ୍ଚିତ…
ନୂଆଦିଲ୍ଲୀ,୧୧।୯: ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କରେ ଏବେ ୨.୫ ପ୍ରତିଶତ ହ୍ରାସ ହୋଇଛି। ଏହା ପାମ୍ ଅଏଲ୍, ସୋୟା ଅଏଲ୍ ଏବଂ ସନ୍ ଫ୍ଲାଓ୍ବାର...
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…
ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି...
ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା
ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍ର...
ଉତ୍ପାଦନ ବୃଦ୍ଧି ଲାଗି କ୍ୟାପ୍ଟିଭ ଖଣିକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୯।୯: ନିଜସ୍ବ ବ୍ୟବହାର ଲାଗି କୋଇଲା ଖଣି ପାଇଥିବା କମ୍ପାନୀଙ୍କୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀଗୁଡିକ ଅଦ୍ୟାବଧି ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇନାହାନ୍ତି। ଯଦି କମ୍ପାନୀଗୁଡିକ ଉତ୍ପାଦନ ନ ବଢ଼ାନ୍ତି ତେବେ କୋଲ୍...
ଏଲ୍ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ
ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ବୁଧବାର କହିଛନ୍ତି। ଭାରତୀୟ ପ୍ରତିଭୂତି ଏବଂ...
ପିଏଲ୍ଆଇ ସ୍କିମ୍ରେ ବୟନ କ୍ଷେତ୍ର ସାମିଲ
ନୂଆଦିଲ୍ଲୀ, ୯।୯: ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) ସ୍କିମ୍ରେ ସାମିଲ କରିଛନ୍ତି। ଏହି କ୍ଷେତ୍ରରେ ମାନୁଫାକ୍ଚରିଂ ଏବଂ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପ୍ରୋତ୍ସାହନ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିଲାଗି କେନ୍ଦ୍ର...