ବାଣିଜ୍ୟ

ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ୱ

ଭୁବନେଶ୍ୱର, ୧।୬: ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ ତଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ୟୁକୋ ବ୍ୟାଙ୍କର ମିଳିତ ସହଯୋଗରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ…

ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି

ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା…

ଘରକୁ ଫେରିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଲୀ, ୩୧ା୫:ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍‌ରୁ ଅଧିକ ସୁନା ଦେଶକୁ ଅଣାଯାଇଛି। ୧୯୯୧ରେ ଦିଆଯାଇଥିବା ଏହି ସୁନା ପ୍ରଥମ ଥର ପାଇଁ ଆରବିଆଇର ଷ୍ଟକ୍‌ରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ପାଇଁ ଏକ ବଡ଼…

ଛାଡପତ୍ରରେ ପାର୍ଟନରଙ୍କ ଠାରୁ ମିଳୁଥିବା ଭରଣପୋଷଣ ଟଙ୍କାରେ ଲାଗିଥାଏ ଟ୍ୟାକ୍ସ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୩୧।୫: ଭେଟେରାନ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାଶାଙ୍କୁ ଛାଡପତ୍ର ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଛାଡପତ୍ର ପରେ ନତାଶା, ହାର୍ଦ୍ଦିକଙ୍କୁ ସମ୍ପତ୍ତିର ୭୦ ପ୍ରତିଶତ ଅଂଶ ମାଗିଛନ୍ତି। ଏହାପୂର୍ବରୁ ଶୋଏବ ଏବଂ ସାନିଆଙ୍କ ଛାଡପତ୍ର…

ଶେୟାର ବଜାରରେ ହାହାକାର: ୫ଦିନରେ ନିବେଶକ ହରାଇଲେଣି ୧୦ଲକ୍ଷ କୋଟି

ନୂଆଦିଲ୍ଲୀ,୩୧।୫: ଶେୟାର ବଜାରରେ କ୍ରମାଗତ ୫ଦିନ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍‌ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର…

୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା

ନୂଆଦିଲ୍ଲୀ,୩୧।୫: ଦେଶର ପ୍ରମୁଖ ବୈଷୟିକ ପ୍ଲାଟଫର୍ମ ‘ଟ୍ରୁକଲର’ର ଉପଭୋକ୍ତାଙ୍କ ସଂଖ୍ୟା ୪୦୦ ନିୟୁତ ଅତିକ୍ରମ କରିଛି। ଏପରିକି ଯୋଗାଯୋଗ ଯାଞ୍ଚ ଏବଂ ଅବାଞ୍ଛିତ ଯୋଗାଯୋଗକୁ ଅବରୋଧ କରିବା ପାଇଁ ଟ୍ରୁକଲର ବିଭିନ୍ନ ଭୌଗୋଳିକ ବଜାରରେ ଆଗକୁ ବଢୁଛି ଏବଂ ଚଳିତ ବର୍ଷ…

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌

ଭୁବନେଶ୍ୱର, ୩୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)କୁ ନିକଟରେ ଆଉ ଏକ ମାନତ୍ୟ ସହ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ ସାମିଲ ହୋଇଛି। ଉଲ୍ଲେଖଯୋଗ୍ୟ,ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ ୨୦୨୪ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ…

ଶରତ ଏୟାରଟେଲ୍‌ ବିଜ୍‌ନେସ୍‌ର ସିଇଓ

ଭୁବନେଶ୍ୱର, ୩୧।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍‌(ବିଏ)ର ସୂଚନା ଅନୁଯାୟୀ ଶରତ ସିହ୍ନାଙ୍କୁ ଏୟାରଟେଲ ବିଜ୍‌ନେସ୍‌ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ଏୟାରଟେଲ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଅନୁସାରେ ୨୦୨୪ ଜୁନ୍‌ ୩ ଠାରୁ…

ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌

ଭୁବନେଶ୍ୱର, ୩୧।୫: ଏୟାର ଏସିଆର ବହୁ ପ୍ରତୀକ୍ଷିତ ବିମାନ ସେବା ‘ଭୁବନେଶ୍ୱରରୁ ମାଲେସିଆ’କୁ ଡାଇରେକ୍ଟ ଫ୍ଲାଇଟ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେବା ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛି। ଏହି ରଣନୀତିକ ପ୍ରୟାସ ସହ ଭାରତ ଓ…

ଗୁଣାତ୍ମକ ଗ୍ରାହକ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର, ୩୧।୫ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ…

ଟିପିଏସ୍‌ଓଡିଏଲ୍‌କୁ ଗ୍ରେଟ ପ୍ଲସ ଟୁ ୱାର୍କ ମାନ୍ୟତା

ବ୍ରହ୍ମପୁର,୩୧।୫(ସ୍ମୃତି ରଞ୍ଜନ ମହାଲିକ): ଟିପି ସଦର୍ନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ଗ୍ରେଟ ପ୍ଲେସ ଟୁ ୱାର୍କ ମାନ୍ୟତା ହାସଲ କରିଛି। ଏହି ପ୍ରମାଣ ପତ୍ର ଚଳିତ ମେ’ ମାସରୁ ଆସନ୍ତାବର୍ଷ ମେ ମାସ ପର୍ଯ୍ୟନ୍ତ ବୈଧ ରହିବ। କମ୍ପାନୀର କର୍ମକ୍ଷେତ୍ର…

୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ସର୍ବାଧିକ

ଭୁବନେଶ୍ୱର,୩୧।୫:(ଅନୁରାଧା ମହାରଣା): ଦେଶରେ ପ୍ରଚଳିତ ନୋଟ୍‌ ମଧ୍ୟରେ ୫୦୦ ଟଙ୍କିଆ ନୋଟ୍‌ର ପରିମାଣ ସର୍ବାଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ମାର୍ଚ୍ଚ ୨୦୨୪ ସୁଦ୍ଧା ୫୦୦ଟଙ୍କିଆ ନୋଟ୍‌ର ଅଂଶ ୮୬.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri