ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍.ଇନ୍ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍ ବଷ୍ଟର ମନୋରଞ୍ଜନ ଏବଂ ଆକର୍ଷଣୀୟ ପ୍ରଡକ୍ଟ ଲଞ୍ଚ ସହିତ ଏହି ପାର୍ବଣ ଋତୁକୁ ଗ୍ରାହକ ଉତ୍ସାହର ସହିତ ପାଳନ କରୁଥିଲାବେଳେ ସାମ୍ସଙ୍ଗ୍, ରେଡମି, ୱାନ୍ପ୍ଲସ୍, ଆଇକ୍ୟୁଓଓ, ସୋନି ପ୍ଲେ ଷ୍ଟେଶନ, ଫେରେରୋ ରୋଚର, ଫିଲିପ୍ସ, ଆପଲ, ଡେଲ୍, ଆଇଏଫ୍ବି ଆପ୍ଲାଏନ୍ସ, ଟମି ହିଲ୍ଫିଗର, ୟୁଏସ୍ ପୋଲୋ ଏଏସ୍ଏସ୍ଏନ, ବଜାଜ ଆପ୍ଲାଏନ୍ସ, ବୋଟ୍ ଆଦି ପ୍ରିମିୟମ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ। ସେହିଭଳି ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ, ବିଓବି କାର୍ଡ ଏବଂ ଏଚ୍ଏସ୍ବିସି କାର୍ଡ ଉପରେ ୧୦% ତୁରନ୍ତ ରିହାତି ପାଇପାରିବେ ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବା ପାଇଁ ସେମାନଙ୍କର ୧ମ, ୫ମ, ୧୦ମ ଏବଂ ୧୫ତମ ୟୁପିଆଇ କାରବାର ଉପରେ ଆମାଜନ୍ ପେର ବମ୍ପର ରିୱାର୍ଡକୁ ଅନ୍ଲକ୍ କରିପାରିବେ। ଏପରିକି ବିଲ୍ ଦେୟ, ଟିକେଟ୍ ବୁକିଂ, ସ୍କାନ୍ ଆଣ୍ଡ ପେ ଏବଂ ଆହୁରି ଅନେକ କିଛି ସୁବିଧା ସହିତ ବିଭିନ୍ନ ବ୍ୟବହାର କ୍ଷେତ୍ରରେ ଏହା ଲାଗୁହୋଇଥାଏ। ଉଲ୍ଲେଖଯୋଗ୍ୟ, ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ୨୦୨୪ ଅକ୍ଟୋବର ୨୯ ରେ ଶେଷ ହେବ। ସେହିପରି ଅତୁଳନୀୟ ମୂଲ୍ୟରେ ବର୍ତ୍ତମାନ ବ୍ଲକ୍ବଷ୍ଟର ଡିଲ୍ ଷ୍ଟୋର,ଧନ୍ତେରସ୍ ଷ୍ଟୋର, ଗିଫ୍ଟିଂ ଷ୍ଟୋର, ବେଷ୍ଟ ସେଲର୍ସ ଷ୍ଟୋର,ପ୍ରାଇସ୍ କ୍ରାସ୍ ଷ୍ଟୋର ଲାଇଭ୍ ଥିଲାବେଳେ ବିଭିନ୍ନ ବର୍ଗର ପ୍ରିମିୟମ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଅଫର ଓ ସ୍ବତନ୍ତ୍ର ରିହାତି ଏବଂ ଅନେକ କିଛି ସୁବିଧା ଉପରୋକ୍ତ ଷ୍ଟୋରଗୁଡିକ ଜରିଆରେ ପ୍ରଦାନ କରାଯାଉଛି।
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍ ଗୀତ ଗାଇ…
କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍ ଗାୟିକା ହେବା ସହିତ ସେ ଜଣେ…
ସାପ ନେଲା ଚାଷୀଙ୍କ ଜୀବନ
ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…
ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…
ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ…
ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା
ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…
ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା
କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…
ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍ ଛାଡ଼ି…
ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…
ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…
Archives

