ସରକାରଙ୍କୁ ୬୯୫୯ କୋଟି ଟଙ୍କା ଦେଲା SBI, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ, ୨୨।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ SBI ସରକାରଙ୍କୁ ରେକର୍ଡ ପରିମାଣର ଡିଭିଡେଣ୍ଡ୍ ଦେଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଚେୟାରମ୍ୟାନ୍ ଦୀନେଶ ଖାରା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୬୯୫୯.୨୯ କୋଟି ଟଙ୍କାର ଚେକ୍ ଦେଇଛନ୍ତି । ଏନେଇ ସୋସିଆଲ…
୯ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦ୍ଘାଟିତ
ଭୁବନେଶ୍ୱର,୨୨।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଜନତା ମଇଦାନଠାରେ ୯ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୪ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର କ୍ରୀଡ଼ା ଯୁବ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ…
କୋଇଲା ଖଣି ନିଲାମର ୧୦ମ ରାଉଣ୍ଡ ଶୁଭାରମ୍ଭ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ବାଣିଜି୍ୟକ କୋଇଲା ଖଣି ନିଲାମର ଦଶମ ରାଉଣ୍ଡ ଆରମ୍ଭ କରାଯାଇଛି। ଏଥିରେ ମୋଟ ୬୭ଟି କୋଇଲା ଖଣି ନିଲାମରେ ସାମିଲ ହୋଇଥିଲା। କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ଜି. କିଶନ ରେଡ୍ଡୀ ହାଇଦ୍ରାବାଦରେ…
ଓଏଚ୍ପିସି ପାଳିଲା ଯୋଗ ଦିବସ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଓଡ଼ିଶା ହାଇଡ଼୍ରୋ ପାଓ୍ବାର କର୍ପୋରେଶନ(ଓଏଚପିସି) ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ପ୍ରଶିକ୍ଷଣ ତଥା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର,…
ନୀରୋଗ ରହିବା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭରସିଟି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା କ୍ଷେତ୍ରରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା।…
ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ଜରୁରୀ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ା ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ…
ଜୟଆଲୁକ୍କାସ୍ର ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ
ଭୁବନେଶ୍ୱର,୨୨।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ୍ର ବହୁ ପ୍ରତୀକ୍ଷିତ ତଥା ବିଗେଷ୍ଟ ଜୁଏଲେରି ଫେଷ୍ଟିଭାଲ (ଅତୁଳନୀୟ ଅଳଙ୍କାର ବିକ୍ରୟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟଭାଲ ଅବସରରେ ଗ୍ରାହକମାନେ ବ୍ରାଣ୍ଡ୍ର ସମସ୍ତ ଅଳଙ୍କାରର…
ବଜାରରେ ମହିନ୍ଦ୍ରା ପାୱାରୋଲର ନୂତନ ଡିଜି ସେଟ୍
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା) : ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ୍, ଜିଏସ୍ପି ପାୱାର ପ୍ରୋଜେକ୍ଟସ ଦ୍ବାରା ସିପିସିବିଆଇଭି+ଏମିଶନ ଷ୍ଟାଣ୍ଡାର୍ଡ କମ୍ଲିଆଣ୍ଟ ରେଞ୍ଜର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚିତ ହୋଇଯାଇଛି। ସିପିସିବିଆଇଭି ପ୍ଲସ୍ ଜେନ୍ସେଟ୍ ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର ସୁମିତ ଗୁପ୍ତା, ମହିନ୍ଦ୍ରା…
ଜିଡିପି ଅଭିବୃଦ୍ଧି ୭.୨% ଆକଳନ
ଭୁବନେଶ୍ୱର,୨୨।୬(ଅନୁରାଧା ମହାରଣା): ଅର୍ଥନୈତିକ କ୍ଷେତ୍ରରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଫିଚ୍ ରେଟିଂ ୨୦୨୪-୨୫ ଅନୁସାରେ ଭାରତର ଜିଡିପି ଅଭିବୃଦ୍ଧି ହାର ୦.୨% ବୃଦ୍ଧି ସହ ୭.୨% ରେ ପହଞ୍ଚତ୍ବା ନେଇ ପୂର୍ବାନୁମାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…
ଜୁଲାଇରେ ପୂର୍ଣ୍ଣାଙ୍ଗ ନୁହେଁ କାମଚଳା ବଜେଟ ଆଣିବେ ମୋହନ ସରକାର
ଭୁବନେଶ୍ୱର,୨୧।୬: ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢିଥିବା ଭାଜପା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ…
୧୫ ମିନିଟ୍ରେ ଡେଲିଭରି କରିବ ଫ୍ଲିପ୍କାର୍ଟ, ଲଞ୍ଚ କରିବ ନୂଆ ଆପ୍
ମୁମ୍ବାଇ,୨୧।୬: ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ…
କେଏଫ୍ସିର କ୍ରିସ୍ପି ଡେଜ୍
ଭୁବନେଶ୍ୱର,,୨୧।୬: ଦେଶର ଅଗ୍ରଣୀ ଫୁଡ ପ୍ଲାଟଫର୍ମ ‘କେଏଫ୍ସି’ର ବହୁ ପ୍ରତୀକ୍ଷିତ ତଥା ସୀମିତ ଅବଧିର ଅଫର ‘କ୍ରିସ୍ପି ଡେଜ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର୍ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ଉପଲବ୍ଧ। ଏହା ଜରିଆ ଗ୍ରାହକ ସ୍ବତନ୍ତ୍ର ୪୦% ପର୍ଯ୍ୟନ୍ତ…
Archives


