ଅନୁଗୋଳରେ ହେବ ସର୍ବବୃହତ୍ ଇସ୍ପାତ କାରଖାନା: ଜେଏସ୍ପି
ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର (ଜେଏସ୍ପି) ଓଡ଼ିଶାର ଅନୁଗୋଳଠାରେ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା ନିର୍ମାଣ କରିବ ବୋଲି ଲୋକ ସଭା ସଦସ୍ୟ ତଥା ଜେଏସ୍ପିର…
ନିଟ୍ ପେପର୍ ଲିକ୍ ଭଳି ଦିନେ ବଜେଟ୍ ପେପର୍ ହୋଇଥିଲା ଲିକ୍, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୭।୯: ନିଟ୍ ପେପର୍ ଲିକ୍ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…
ଖସିଲା ଶେୟାର ବଜାର
ନୂଆଦିଲ୍ଲୀ,୯।୭ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର…
ଏଆଇସିଟିଇ ସହ ଓପୋର ସହଭାଗିତା
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେଶନ ବା ଏଆଇସିଟିଇ ଏବଂ ଓପୋ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଏକ ନୂଆ ଅଭିଯାନ ‘ଜେନେରେଶନ ଗ୍ରୀନ୍…
ଲାଲ୍ଚାନ୍ଦ୍ ଜୁଏଲର୍ସର ମନ୍ସୁନ୍ ସେଲ୍
ଭୁବନେଶ୍ୱର,୯।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍ ଲାଲ୍ଚାନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍ସୁନ୍ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି…
ଅରିନ୍ଦମ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ ବା ଏନ୍ଟିପିସି ଲିମିଟେଡର ନୂତନ ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଷ୍ଟର୍ନ ରିଜନ-୨, ମୁଖ୍ୟାଳୟ ଭୁବନେଶ୍ୱର) ଭାବେ ଅରିନ୍ଦମ ସିହ୍ନା ନିକଟରେ ଯୋଗ ଦେଇଛନ୍ତି। ଏହା…
ଦେଶରେ ୬% ନିଯୁକ୍ତି ବୃଦ୍ଧି
ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଦେଶରେ ବର୍ଷକରେ ୪୬.୭ ନିୟୁତକୁ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇଛି। ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଏହି ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚରେ ଶେଷ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ନିଯୁକ୍ତି ବୃଦ୍ଧି ପାଇଥିବାବେଳେ ଦକ୍ଷିଣ ଏସୀୟ…
ଝିଅ ଭବିଷ୍ୟତ ପାଇଁ ଚିନ୍ତିତ କି? ଏହି ସ୍କିମରେ କରନ୍ତୁ ବିନିଯୋଗ, ପାଇବେ ଜବରଦସ୍ତ ଫାଇଦା
ନୂଆଦିଲ୍ଲୀ,୯।୭: ଆଜିର ଯୁଗରେ ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ସମସ୍ତେ ସେହି ଅନୁଯାୟୀ ଭବିଷ୍ୟତ ପାଇଁ ସଞ୍ଚୟ ଯୋଜନାରେ ବିନିଯୋଗ କରନ୍ତି। ଆଜି ବିନିଯୋଗ ପାଇଁ ଅନେକ ପଦ୍ଧତି ଉପଲବ୍ଧ। କିଛି ଶେୟାର ବଜାରରେ ବିନିଯୋଗ କରିବାକୁ ଟଙ୍କା…
ଘର-ଜମି କିଣୁଥିବା ଲୋକଙ୍କୁ ଧୋକା ଦେଇପାରିବେନି ବିଲଡର୍ସ!
ନୂଆଦିଲ୍ଲୀ,୮।୭:ସମଗ୍ର ଦେଶରେ ବିଲଡର-କ୍ରେତା ଚୁକ୍ତିରେ ୟୁନିଫର୍ମ ନିୟମର ଜରୁରୀ ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଦେଶରେ ବିଲଡରମାନେ ସମ୍ପତ୍ତି କ୍ରେତାଙ୍କୁ ପ୍ରତାରଣା କରୁଛନ୍ତି। ମିଡିଆ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନ…
ୟୁପି ବିହାର ଲୋକଙ୍କୁ କମ ଋଣ ଦିଆଯାଉ! କାହିଁକି ଏମିତି କହିଲା ଆରବିଆଇ
ନୂଆଦିଲ୍ଲୀ,୮।୭: ୟୁପି ଏବଂ ବିହାରରେ ଋଣ ବଣ୍ଟନ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଡ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଏହି ଦୁଇ ରାଜ୍ୟରେ ଋଣ ବିତରଣର ଗତି ମନ୍ଥର ହେବାକୁ ପଡିବ, କାରଣ ଏଠାରେ ଋଣ…
ଉଦ୍ୟୋଗ ପ୍ରତି ଉତ୍ସାହ ବଢ଼ାଇବାକୁ ଗୁରୁତ୍ୱ
ନୂଆଦିଲ୍ଲୀ,୮।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍ ନିର୍ମାଣ ଉପକରଣ ଉତ୍ପାଦକ କେସ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲିଡ୍ ଜରିଆରେ ଓଡ଼ିଶାର ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସହ ଉଦ୍ୟୋଗ ପ୍ରତି ଯୁବବର୍ଗଙ୍କ ମନରେ ଉତ୍ସାହ ବଢ଼ାଇବାକୁ କମ୍ପାନୀ…
ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହେବ ରୁଚି
ଭୁବନେଶ୍ୱର,୮ା୭(ଅଭୟ ଦାଶ): ବିଗତ ୪୯ବର୍ଷ ଧରି ସମାଜର ବିବିଧ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ରୁଚି ଏକ ମହନୀୟ ପରମ୍ପରା ସୃଷ୍ଟି କରିଛି। ଏପରିକି କୋମଳମତି ଛାତ୍ରୀଛାତ୍ରମାନଙ୍କ ଜୀବନ ଗଠନ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଏହି…
Archives


