ବୈଲୋଚନ ଏଆଇବିଓସିର ରାଜ୍ୟ ସଭାପତି
ଭୁବନେଶ୍ୱର,୨୮।୭: ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍ଫେଡେରେଶନ (ଏଆଇବିଓସି) ରାଜ୍ୟ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଭୁବନେଶ୍ୱରର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଆଗାମୀ ୩ବର୍ଷ ପାଇଁ ଏଆଇବିଓସିର ରାଜ୍ୟ ସଭାପତି,…
ନାଲ୍କୋ ପରିଦର୍ଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସତୀଶ
ଭୁବନେଶ୍ୱର,୨୮।୭: ପ୍ରଥମଥର ପାଇଁ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଶନିବାର ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲ୍କୋ)ର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ନାଲ୍କୋ ସିଏମ୍ଡି ଶ୍ରୀଧର…
ବଢ଼ିପାରେ ଚିନି ଏମ୍ଏସ୍ପି
ଭୁବନେଶ୍ୱର, ୨୮।୭(ଅନୁରାଧା ମହାରଣା): ଆସନ୍ତା କିଛିଦିନ ମଧ୍ୟରେ ଚିନିର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧି ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏନେଇ ସୂଚନା ଦେଇଛନ୍ତି। ଅଲ ଇଣ୍ଡିଆ ସୁଗାର ଟ୍ରେଡ୍ ଆସୋସିଏଶନ (ଏଆଇଏସ୍ଟିଏ)ର ଏକ…
ବଜାରରେ ଏଲ୍ଜିର ନୂତନ ଉତ୍ପାଦ
ଭୁବନେଶ୍ୱର,୨୮।୭: ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦ ‘ଓଏଲ୍ଇଡି ଟିଭି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ଏଲ୍ଜି ନୂଆ ଏନ୍ପିଆଇ ସିରିଜ ଅଧୀନରେ ଏହି ଟିଭି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସି (ଏଆଇ) ଟେକ୍ନୋଲୋଜି…
ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି
ନୂଆଦିଲ୍ଲୀ,୨୮।୭: କ୍ରମାଗତ ଭାବେ ଭାରତରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟର ସଂଖ୍ୟା ବଢୁଥିବାବେଳେ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଚାହିଦା ମଧ୍ୟ ଅସାଧାରଣ ବୃଦ୍ଧି ଘଟିଛି। ଏପରିକି ଧନିକ ଶ୍ରେଣୀର କ୍ରେତାମାନେ ସଫଳତା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି।…
ଇଲେକ୍ଟ୍ରିକ ଗାଡ଼ି କିଣିଲେ ମିଳିବ ସବସିଡି; ସମୟସୀମା ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ,୨୭।୭: କେନ୍ଦ୍ର ସରକାର ‘ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମୋସନ୍ ସ୍କିମ୍ ୨୦୨୪’ କୁ ଦୁଇମାସ ଅର୍ଥାତ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଦେଇଛି। ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି…
‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ କ’ଣ? ଯେଉଁଥିରେ ବିନା ବନ୍ଧକରେ ମିଳିଥାଏ ୨୦ ଲକ୍ଷର ଋଣ, ଜାଣନ୍ତୁ କିଏ ପାଇପାରିବେ ଲାଭ…
ନୂଆଦିଲ୍ଲୀ,୨୭।୭: ଦେଶର ଯୁବବର୍ଗଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ମୋଦି ସରକାର ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧିନରେ ନିଜର କାରୋବାର ଆରମ୍ଭ କରିବା ଅଥବା ବ୍ୟବସାୟ ବଢ଼ାଇବାକୁ ଇଚ୍ଛା ରଖିଥିବା ଯୁବକମାନଙ୍କୁ ବନ୍ଧକ ବିନା ୧୦…
ବିଶ୍ୱ ବାଣିଜ୍ୟ ଦିବସ ପାଳିତ
ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍ଡ ଟ୍ରେଡ୍ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍ଡ ଟ୍ରେଡ୍ ଡେ-୨୦୨୪) ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ସ୍ବତନ୍ତ୍ର ସମାରୋହ ଓ ସମ୍ମାନ ଉତ୍ସବ…
ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍-୨୦୨୪
ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ ଏବଂ ଭବିଷ୍ୟତ ନିର୍ମାଣ’ ଶୀର୍ଷକ ଏହି ୨ ଦିନିଆ ସମ୍ମିଳନୀରେ ପ୍ରମୁଖ ଅଂଶୀଦାର, ଶିଳ୍ପ…
ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ
ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଆସୋଚାମ୍) ପକ୍ଷରୁ ଓଡ଼ିଶା ସିଏସ୍ଆର୍ ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍)ର…
ଓଜିଏସ୍ରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍
ଭୁବନେଶ୍ୱର, ୨୭।୭: ଓଡିଏମ୍ ଗ୍ଲୋବାଲ ସ୍କୁଲ୍ (ଓଜିଏସ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ ସାମିଲ ହୋଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ।…
ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ
ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍ ଏକ୍ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି…
Archives


