ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିବେ। ମୋଦି ୩.୦ର ଏହି ପ୍ରଥମ ବଜେଟକୁ ଜନସାଧାରଣ ଅପେକ୍ଷା କରିଛନ୍ତି।…
ବିଏସ୍ଏନ୍ଏଲ୍ ଆଣିଲା ସବୁଠୁ ଶସ୍ତା ପ୍ଲାନ୍: ମାତ୍ର ଏତିକି ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏ ସବୁକିଛି ମାଗଣା…
ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍ଏନ୍ଏଲ୍କୁ ମନେ ପକାଇଛନ୍ତି। ବେସରକାରୀ କମ୍ପାନୀଗୁଡିକର ଯୋଜନା ମହଙ୍ଗା ହେବା ପରେ ବିଏସଏନଏଲ ମଧ୍ୟ ଜାଗ୍ରତ ହୋଇଛି। ବିଏସଏନଏଲ…
ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା ଏସ୍ବିଆଇ
ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ…
ଏସ୍ବିଆଇ ଡିଜିଟାଲ୍ ଇନ୍ଭଏସ୍ ପ୍ଲାଟ୍ଫର୍ମ
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ୍ ବ୍ୟାଙ୍କ ଅଫ୍୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ସେବା ‘ଡିଜିଟାଲ୍ ଇନ୍ଭଏସ୍ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଇନ୍ଭଏସ୍ ଫାଇନାନ୍ସ ପାଇଁ…
୪୫ ଦିନରେ ନ୍ୟୁ ରାଜସ୍ଥାନ କଟନ୍ ଫାବ୍
ଭୁବନେଶ୍ୱର,୧୫ା୭: ସନ୍ଧ୍ୟା ହେଲେ ସ୍ମାର୍ଟସିଟିବାସୀ ଭୁବନେଶ୍ୱରର ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍ ଫାବ୍-୨୦୨୪ ପ୍ରଦର୍ଶନୀ(ମେଳା)’ରେ ଭିଡ଼ ଜମାଉଛନ୍ତି। ଏପରିକି ଏହି ମେଳା ୪୫ ଦିନରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ମେଳା…
ଓଇଜିର ନୂଆ ମାଇଲଷ୍ଟୋନ୍
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍ ଏଜୁକେଶନାଲ ଗ୍ରୁପ୍ (ଓଇଜି) ନିକଟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ନୂଆ ମାଇଲଷ୍ଟୋନ୍ ହାସଲ କରିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଇଜିର ୧୪୨ଜଣ ଶିକ୍ଷକଙ୍କୁ…
ବିଓଆଇର ଗ୍ରାହକ ସମ୍ମିଳନୀ
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି କିଷାନ ମହାମାସ ଉପଲକ୍ଷେ ଏହି ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାଙ୍କ ପକ୍ଷରୁ…
ସୋନିର ନୂତନ ଉତ୍ପାଦ
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ବ୍ରାଭିଆ ୭ ମିନି ଏଲ୍ଇଡି ସିରିଜ୍’ ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ସୁବିଧା ସୁଯୋଗ ଓ ଅତ୍ୟାଧୁନିକ ପ୍ରଯୁକ୍ତି ସହ ନୂଆ ବ୍ରାଭିଆ ୭ ମିନି ଏଲ୍ଇଡି ସିରିଜ୍…
ମ୍ୟୁଚୁଆଲ ଫଣ୍ଡ୍ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଘରୋଇ ମ୍ୟୁଚୁଆଲ ପଣ୍ଡ ଶିଳ୍ପରେ ମହିଳାମାନଙ୍କର ସହଭାଗୀ ବଢୁଥିବାବେଳେ ଉଭୟ ଦେଶ ଓ ରାଜ୍ୟର ମହିଳାଙ୍କ ସଂଖ୍ୟା ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏପରିକି କ୍ରମାଗତ ଭାବେ ଶିଳ୍ପରେ ମହିଳା ନିବେଶକମାନେ ପୂର୍ବାପେକ୍ଷା ଅଧିକ ନିବେଶ ଓ ଶିଳ୍ପ…
ୟୁଟ୍ୟୁବ୍ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି
ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଛି। ପ୍ରାୟ ମାସେ ପୂର୍ବେ ତାଙ୍କର ‘ମିଷ୍ଟର ବିଷ୍ଟ’…
ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ
ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ ଜିଓ ୱାଲର୍ଡ କନଭେନସନ ସେଣ୍ଟରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୧୩…
କେୟାର ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ନୂଆ ମାଇଲ୍ଷ୍ଟୋନ୍ ଅତିକ୍ରମ କରିଛି। ଏପରିକି କେୟାର ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପ୍ରଚାର ସଫଳତା ସହ…
Archives


