ସୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ବ୍ରାଭିଆ ୭ ମିନି ଏଲ୍‌ଇଡି ସିରିଜ୍‌’ ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉନ୍ନତ ସୁବିଧା ସୁଯୋଗ ଓ ଅତ୍ୟାଧୁନିକ ପ୍ରଯୁକ୍ତି ସହ ନୂଆ ବ୍ରାଭିଆ ୭ ମିନି ଏଲ୍‌ଇଡି ସିରିଜ୍‌ ଗ୍ରାହକଙ୍କୁ ଅତୁଳନୀୟ ଭିଡିଓ ଓ ଅଡିଓର ଅନୁଭୂତି ପ୍ରଦାନ କରିବ। ବ୍ରାଭିଆ ୭ସିରିଜ୍‌ ମିନି ଏଲ୍‌ଇଡି ଟିଭିରେ କଗ୍ନିଟିଭ୍‌ ପ୍ରୋସେସର ଏକ୍ସଆର୍‌, ମିନି ଏଲ୍‌ଇଡି, ଏକ୍ସଆର୍‌ ଟ୍ରିଲୁମିନସ୍‌ ପ୍ରୋ ପ୍ରଯୁକ୍ତି ଆଦିର ସୁବିଧା ରହିଛି।

ଏଥିରେ ଗୁଗଲ୍‌ ଟିଭି ସମନ୍ବୟ ଓ ସୋନି ପିକ୍ଚର କୋର୍‌ ମଧ୍ୟ ରହିଛି, ଯାହା ଗ୍ରାହକମାନଙ୍କୁ ପ୍ରିମିୟମ ମନୋରଞ୍ଜନ ପ୍ରଦାନ କରିବ। ସୋନି ବ୍ରାଭିଆ ବ୍ରାଣ୍ଡ୍‌ର ନବୀକରଣ କରିଛି। ବ୍ରାଭିଆ ୭ ସିରିଜ୍‌ରେ ଷ୍ଟୁଡିଓ କାଲିବ୍ରେଟେଡ୍‌ ମୋଡ୍‌ ରହିଛି। ସୋନି ବ୍ରାଭିଆ ୭ସିରିଜ୍‌ ୫୫ ଇଞ୍ଚ, ୬୫ ଇଞ୍ଚ ଓ ୭୫ ଇଞ୍ଚ ସ୍କ୍ରିନ୍‌ରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri