ବାଣିଜ୍ୟ

ଗୁଣାତ୍ମକ ଯାତ୍ରୀସେବାକୁ ପୂର୍ବତଟ ରେଳପଥର ଗୁରୁତ୍ୱ: ୧୦ ବର୍ଷରେ ୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଭାରତୀୟ ରେଳ ଯାତ୍ରୀ ପରିବହନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ରେଳପଥରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଗୁଣାତ୍ମକ ମାନର ଯାତ୍ରୀସେବା ଯୋଗାଇଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଯୋଜନା ଓ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ…

କଳାମନ୍ଦିରରେ ଶୀତବସ୍ତ୍ରର ସମ୍ଭାର

ଭୁବନେଶ୍ୱର,୧।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷର ଶୀତଋତୁ ଅବସରରେ ଓଡ଼ିଶାର ସର୍ବପୁରାତନ ଏବଂ ବୃହତ୍‌ ଶୋ’ରୁମ୍‌ ‘କଳାମନ୍ଦିର’ର ବହୁ ପ୍ରତୀକ୍ଷିତ ଶୀତବସ୍ତ୍ରର ସମ୍ଭାର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଠାରେ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଶୀତବସ୍ତ୍ର ଉପଲବ୍ଧ ରହିଛି।…

LPG Rate Hike: ମାସ ଆରମ୍ଭରୁ ବଢିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ ବଢିଲା

ନୂଆଦିଲ୍ଲୀ,୧।୧୨: ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଏତିକି ଟଙ୍କା ପର୍ଯ୍ୟନ୍ତ ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଆଜି ହେଉଛି ଡିସେମ୍ବର ମାସର ପ୍ରଥମ ଦିନ ଏବଂ ପ୍ରଥମ ଦିନରେ ସାଧାରଣ ଗ୍ରାହକଙ୍କୁ ଝଟକା ଲାଗିଛି ।…

ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି…

ନୂଆଦିଲ୍ଲୀ,୩୦।୧୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଅର୍ଥାତ ଆପଣଙ୍କୁ ନିଜ ଫୋନ୍‌ରେ ମେସେଜ୍‌ ଏବଂ ଓ୍ବାନ୍‌ ଟାଇମ୍‌ ପାସଓ୍ବାର୍ଡ(ଓଟିପି)…

ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ ନେଇ ଲାଗୁ ହେବ ନୂଆ ନିୟମ, ଯାହାକି ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଭାବିତ…

EPFO ଜାରି କଲା ନୂଆ ଗାଇଡ୍‌ଲାଇନ୍‌, ଆଧାର ବିନା ଟଙ୍କା ଉଠାଇ ପାରିବେ…

ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍‌ କ୍ଲେମ୍‌ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍‌ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି ଲୋକ ଆଧାର ଲିଙ୍କ ନକଲେ ମଧ୍ୟ ପିଏଫ୍‌ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଇପିଏଫ୍‌ଓର…

ଜାତୀୟ ଶିକ୍ଷାନୀତିରେ ଉଚ୍ଚଶିକ୍ଷା

ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନୁବନ୍ଧିତ ମହାବିଦ୍ୟାଳୟରେ ପାଠପଢ଼ା ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ହେଉଛି ଆମ ଦେଶରେ ତୃତୀୟ ଜାତୀୟ ଶିକ୍ଷାନୀତି, ଯାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ…

ବ୍ଲାକ୍‌ ଫ୍ରାଇଡେ ସେଲ୍‌ରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୩୦।୧୧: ଦେଶର ପ୍ରମୁଖ ଇ କମର୍ସ ପ୍ଲାଟ୍‌ଫର୍ମ ତଥା ଆମାଜନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଅଫର ଏବଂ ପ୍ରଥମ ବ୍ଲାକ୍‌ ଫ୍ରାଇଡେ ସେଲ୍‌ (ଇଭେଣ୍ଟ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍‌ ୨୦୨୪ ଡିସେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ଲାଟ୍‌ଫର୍ମର…

ବଜାରରେ ଲାଭାର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩୦।୧୧: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ ବା ଲାଭାର ନୂତନ ଉତ୍ପାଦ ତଥା ୟୁଭା ସିରିଜର ଅତ୍ୟାଧୁନିକ ମଡେଲ ‘ୟୁଭା-୪’ର ଅନାବରଣ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ୬,୯୯୯ ଟଙ୍କାର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ୟୁଭା-୪ ପାୱାର ପରଫର୍ମାନ୍ସ, ସୁନ୍ଦର ଡିଜାଇନ ଏବଂ…

ବେଦାନ୍ତ ଲିମିଟେଡ୍‌କୁ ପ୍ଲାଟିନମ୍‌ ପୁରସ୍କାର

ନୂଆଦିଲ୍ଲୀ,୩୦।୧୧: ବେଦାନ୍ତ ଲିମିଟେଡ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଦ୍ୱାରା ଆୟୋଜିତ ୬ଷ୍ଠ ଆଇସିସି ଜାତୀୟ ବୃତ୍ତିଗତ ସ୍ବାସ୍ଥ୍ୟ ‘ଇସ୍ପାତ ଏବଂ ଖଣି କ୍ଷେତ୍ର’ ସମ୍ମାନ ବର୍ଗରେ କମ୍ପାନୀକୁ…

ରୁପା ଦର ୧,୦୦,୦୦୦ ପାର

ଭୁବନେଶ୍ୱର,୩୦।୧୧ (ଅଭୟ ଦାଶ): କ୍ରମାଗତ ଭାବେ ରୁପା ଦର ଘରୋଇ ବଜାରରେ ବଢ଼ି ଚାଲିଛି। ଏପରିକି କିଛିଦିନର ସ୍ଥିରତା ପରେ ପୁଣି ଥରେ ରୁପା ଦର ୧,୦୦,୦୦୦ ଟଙ୍କା ପାର କରିଛି। ଶୁକ୍ରବାର ଭୁବନେଶ୍ୱରରେ ରୁପା କିଲୋଗ୍ରାମ ପିଛା ୧,୦୧,୦୦୦ ଟଙ୍କାରେ…

ଜିଡିପି ଅଭିବୃଦ୍ଧି ୫.୪%କୁ ହ୍ରାସ

ନୂଆଦିଲ୍ଲୀ,୩୦ା୧୧: ଭାରତର ଆର୍ଥତ୍କ ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବରରେ ପାଖାପାଖି ୨ ବର୍ଷ ତଳକୁ ଖସି ୫.୪ ପ୍ରତିଶତ ହୋଇଛି। ଉତ୍ପାଦନ ଏବଂ ଖଣି ସେକ୍ଟରରେ ଖରାପ ପ୍ରଦର୍ଶନ ଯୋଗୁ ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri