ବାଣିଜ୍ୟ

ଗଣତନ୍ତ୍ର ଦିବସ ପରେଡ୍‌ରେ ୟୁପି ପ୍ରଥମ

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶ (ୟୁପି) ପ୍ରଥମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀର ଜାତୀୟ ଥିଏଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବା…

ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି। ଯଦି କେନ୍ଦ୍ର ସରକାର ୨୦୨୫ ବଜେଟରେ ସୀମା ଶୁଳ୍କ ବୃଦ୍ଧିକରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିପାରେ ବୋଲି ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ…

ଉତ୍କର୍ଷ ଓଡ଼ିଶାରେ ବିଓବିର ସର୍ବବୃହତ୍‌ ଷ୍ଟଲ୍‌

ଭୁବନେଶ୍ୱର,୩୧।୧: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି ୪ ଦିନିଆ ନିବେଶ ମହାକୁମ୍ଭରେ ବ୍ୟାଙ୍କ ଅଫ୍‌ ବରୋଦା…

ଆଦାନୀ, ଅମ୍ବାନୀଙ୍କଠାରୁ ବି ଅଧିକ ଧନୀ ଏହି ସିଇଓ, ଆମେରିକୀୟ ଅର୍ଥନୀତିକୁ ଭୁଶୁଡ଼ିବାରୁ ରକ୍ଷା କରିଥିଲେ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୧: ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ କଥା ଆସେ, ସେତେବେଳେ ଏଲନ ମସ୍କ, ଜେଫ ବେଜୋସ ଏବଂ ବିଲ ଗେଟ୍ସଙ୍କ ନାମ ମନେ ପଡ଼େ। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ସମସ୍ତଙ୍କ ଅପେକ୍ଷା ଧନୀ। କିନ୍ତୁ…

ଭାରତୀୟ ରେଳବାଇ ଆଣିଲା ନୂଆ ସୁବିଧା, ଟଙ୍କା ନ ଦେଇ ବି ବୁକ୍‌ କରିପାରିବେ ଟ୍ରେନ୍‌ ଟିକେଟ୍‌, ଏଭଳି ଉଠାନ୍ତୁ ଲାଭ…

ନୂଆଦିଲ୍ଲୀ,୨୯।୧: ଭାରତୀୟ ରେଳବାଇ ଦ୍ୱାରା ନିକଟରେ ଏକ ନୂତନ ସୁବିଧା ଆରମ୍ଭ କରାଯାଇଛି। ଏହି ସୁବିଧାକୁ ‘ବୁକ୍‌ ନାଓ ପେ ଲାଟର୍‌(ଏବେ ବୁକ କରନ୍ତୁ ପରେ ଦିଅନ୍ତୁ)’ ନାମ ଦିଆଯାଇଛି। ଏହି ଗୋଟିଏ ବୈଶିଷ୍ଟ୍ୟ ସାହାଯ୍ୟରେ, ଆପଣ ପ୍ରଥମେ ଟ୍ରେନ୍‌ ଟିକେଟ୍‌…

ଫାଇଦା ହିଁ ଫାଇଦା! ମାତ୍ର ଏତିକି ଟଙ୍କା ନିବେଶ କଲେ ମିଳିବ ୧୫ ଲକ୍ଷ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧: ପୋଷ୍ଟ ଅଫିସ ଯୋଜନାଗୁଡ଼ିକ ସର୍ବଦା ସୁରକ୍ଷିତ ନିବେଶ ପାଇଁ ଜଣାଶୁଣା। ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଏବଂ ଆର୍ଥିକ ଭାବରେ ସୁଦୃଢ଼ କରିବା ପାଇଁ, ମାତାପିତାମାନେ ପ୍ରାୟତଃ ପୋଷ୍ଟ ଅଫିସ ଯୋଜନାରେ ନିବେଶ କରିବାକୁ ପସନ୍ଦ କରନ୍ତି। ଏପରି ଏକ ଭଲ…

ବ୍ୟାଙ୍କରେ ଏକରୁ ଅଧିକ ଆକାଉଣ୍ଟ ଅଛି କି? ଜାଣି ନିଅନ୍ତୁ ନହେଲେ ଦେବାକୁ ପଡିବ ଟଙ୍କା!

ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ ଜାଣିବା ଜରୁରୀ, ଆଧୁନିକ ଡିଜିଟାଲ କାରବାରର ଏକ ମୁଖ୍ୟ ସୋର୍ସ ହେଉଛି ଏକ ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ସରକାରୀ ଲାଭ, ସଞ୍ଚୟ ଏବଂ କାରବାର ପାଇଁ ଏକ…

ମହିଳାମାନେ ଏହି ଯୋଜନାରେ ମାସକୁ ୧୦୦୦ଟଙ୍କା କରନ୍ତୁ ନିବେଶ, ମିଳିବ ମୋଟା ଅଙ୍କର ରୋଜଗାର, ପୋଷ୍ଟଅଫିସର ଏହି ସ୍କିମ୍‌…

ନୂଆଦିଲ୍ଲୀ,୩୦।୧:ସରକାର ମହିଳା ସମ୍ମାନ ଯୋଜନା ପ୍ରଚଳନ କରିଥିଲେ, ଯାହା ମହିଳାଙ୍କ ପାଇଁ ଏକକାଳୀନ କ୍ଷୁଦ୍ର ସଞ୍ଚୟ ଯୋଜନା। ଏହି ଯୋଜନା ମହିଳାମାନଙ୍କ ପାଇଁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ। “ଆଜାଦୀ କା ଅମୃତ ମହୋତ୍ସବ”ର ଅଂଶ ଭାବରେ ଏହି ଯୋଜନା ୨୦୨୩-୨୪…

ସରକାରଙ୍କ ବଡ଼ ଘୋଷଣା, ଏମାନଙ୍କର ବଢିବ ପେନଶନ!

ନୂଆଦିଲ୍ଲୀ,୩୦।୧: ୟୁନିଅନ ବଜେଟ ୨୦୨୫ରେ, ସରକାର କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇପାରନ୍ତି ବୋଲି ବେଶ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ଏଥର ବଜେଟରେ ସରକାର EPFO ପେନଶନ ବୃଦ୍ଧି କରିପାରନ୍ତି। EPFOର ସର୍ବନିମ୍ନ ପେନଶନ ୧୦୦୦ ରୁ…

୧ ଫେବୃଆରୀରୁ କରିପାରିବେ ନାହିଁ UPI ପେମେଣ୍ଟ! NPCI ଉଠାଇଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୯।୧: ୟୁପିଆଇ(UPI) ପେମେଣ୍ଟ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଫେବୃଆରୀ ପହିଲାରୁ ଆପଣ UPI ପେମେଣ୍ଟ କରିପାରିବେ ନାହିଁ। ଯଦି କେହି UPI ଆପ୍‌ ଟ୍ରାଞ୍ଜାକ୍ସନ IDରେ ବିଶେଷ ଅକ୍ଷର (ଯେପରିକି @, #, $ ଇତ୍ୟାଦି) ବ୍ୟବହାର କରେ,…

ଉତ୍କର୍ଷ ଓଡିଶା କନକ୍ଲେଭ୍ ଆଣିଲା ଅପାର ସଫଳତା: ୧୨.୮୯ ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ MOU

ଭୁବନେଶ୍ୱର, ୨୯।୧: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆଣିଛି ଅପାର ସଫଳତା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ…

ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ

ଭୁବନେଶ୍ୱର,୨୯।୧: ଟାଟା ପାୱାର (ଟିପି)ର ସର୍ବବୃହତ୍‌ ଷ୍ଟଲ୍‌ ଉତ୍କର୍ଷ ଓଡ଼ିଶା:ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫’ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଓଡ଼ିଶାର ବିଦ୍ୟୁତ୍‌ ବିତରଣ କ୍ଷେତ୍ରରେ ଟିପିର ରୂପାନ୍ତରିତ ଅବଦାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri