ବାଣିଜ୍ୟ

ମେରିଲରେ ୨୦୦ ମିଲିୟନ ଡଲାର ବିନିଯୋଗ କରିବ ADIA: ଭାରତୀୟ ମେଡଟେକ୍ କମ୍ପାନୀକୁ ବିଶ୍ବସ୍ତରୀୟ ସମର୍ଥନ

ନୂଆଦିଲ୍ଲୀ,୨୨।୭: ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଭାରତର ଅଗ୍ରଣୀ ମେଡିକାଲ ଉପକରଣ କମ୍ପାନୀ ମାଇକ୍ରୋ ଲାଇଫ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ (ମେରିଲ୍)ରେ ୨୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବାକୁ ଚୁକ୍ତି କରିଛି। ଏହି…

EPFO ନିୟମରେ ବଡ଼ ପରିବର୍ତ୍ତନ: ଆକାଉଣ୍ଟ ଥିଲେ ମିଳିବ ୫୦ ହଜାର ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୭: EPFOର EDLI ବା ଏମ୍ପ୍ଲୋଇସ ଡିପୋଜିଟ ଲିଙ୍କଡ ଇନ୍ସୁରାନ୍ସ ଯୋଜନାର ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି ଯଦି ଜଣେ କର୍ମଚାରୀଙ୍କ ପିଏଫ ବାଲାନ୍ସ ୫୦,୦୦୦ ଟଙ୍କାରୁ କମ ଥାଏ, ତେବେ ମଧ୍ୟ ତାଙ୍କ ମୃତ୍ୟୁ ପରେ କର୍ମଚାରୀଙ୍କ…

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର ସଦସ୍ୟ ତଥା ବିଶ୍ୱବ୍ୟାପୀ ‘ସ୍ଲିପିଂ ପ୍ରିନ୍ସ’ ନାମରେ ଜଣାଶୁଣା ଥିଲେ। ୨୦୦୫ ମସିହାରେ ମାତ୍ର…

ପୁଣି ମହଙ୍ଗା ହେଲା ସୁନା, ଭୁବନେଶ୍ୱରରେ ହେଲା ଏତିକି…

ନୂଆଦିଲ୍ଲୀ,୨୦।୭: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ନିରନ୍ତର ବୃଦ୍ଧି ଘଟି ଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୩୩୦ ଟଙ୍କା ବୃଦ୍ଧି ପାଇଛି ଏବଂ ବଜାରରେ ଏହାର ମୂଲ୍ୟ ପୁଣି ଥରେ ଏକ ଲକ୍ଷ ଟଙ୍କା…

ସ୍କିଲ ଇଣ୍ଡିଆ ମିଶନରେ ୬ କୋଟିରୁ ଅଧିକ ଯୁବକଙ୍କୁ ମିଳିବ ଟ୍ରେନିଂ, ଏଭଳି ଉଠାନ୍ତୁ ଏହି ଯୋଜନାର ଲାଭ

ନୂଆଦିଲ୍ଲୀ,୧୮ା୭: କେନ୍ଦ୍ରୀୟ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (MSDE)ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ଜୟନ୍ତ ଚୌଧୁରୀ କହିଛନ୍ତି ଯେ, ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଦେଶରେ ୬ କୋଟିରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ,…

ଏବେ ୯ କ୍ୟାରେଟ୍ ସୁନା ପାଇଁ ବି ହଲମାର୍କିଂ ବାଧ୍ୟତାମୂଳକ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ,୧୮ା୭: କଭାରତୀୟ ମାନକ ବ୍ୟୁରୋ (BIS) ଶୁକ୍ରବାର ଦିନ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି। ଏହି ନୂଆ ନିୟମ ଚଳିତ ଜୁଲାଇ ମାସରୁ ଲାଗୁ ହୋଇଛି। ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା…

ସୁନା, ରୂପାର ମୂଲ୍ୟରେ ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ ଦାମ୍ କେତେ ?

ଭୁବନେଶ୍ୱର,୧୮ା୭: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି। ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୋନାର ମୂଲ୍ୟ ୧୦ ଗ୍ରାମ ପିଛା ୯୧,୧୪୦ ଟଙ୍କା ଏବଂ ୨୪…

UIDAIର ବଡ଼ ନିଷ୍ପତ୍ତି: ଏମାନଙ୍କର ବନ୍ଦ କରାଯିବ ଆଧାରକାର୍ଡ

ନୂଆଦିଲ୍ଲୀ,୧୭।୭: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଏପର୍ଯ୍ୟନ୍ତ ୧.୧୭କୋଟିରୁ ଅଧିକ ୧୨-ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ନିଷ୍କ୍ରିୟ କରିସାରିଛି। ଏହି ପଦକ୍ଷେପ ଏଥିପାଇଁ ନିଆଯାଇଛି ଯାହା ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ଆଧାର ନମ୍ବରର ଅପବ୍ୟବହାର ହୋଇପାରିବ ନାହିଁ। ଏହି…

ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ ୫୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ। ଏହି ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ…

ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ

ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଧୀମା ହେବା ଏବଂ ଅନୁକୂଳ ବେସ୍‌ ଇଫେକ୍ଟ ଯୋଗୁଁ…

ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ, ଗାଡ଼ିର ମୂଲ୍ୟ ଏତିକି ଲକ୍ଷ ଟଙ୍କାରୁ ଆରମ୍ଭ

ମୁମ୍ବାଇ,୧୫।୭: ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଭାରତରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବାଇରେ କମ୍ପାନୀର ପ୍ରଥମ ଶୋ’ରୁମ ଉଦ୍‌ଘାଟନ ହୋଇଛି, ଯେଉଁଠାରେ ଟେସଲାର ମଡେଲ ୱାଇ ଇଲେକ୍ଟ୍ରିକ ଗାଡ଼ିର ମୂଲ୍ୟ ୬୦ ଲକ୍ଷ ଟଙ୍କା (ପ୍ରାୟ…

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?