ବାଣିଜ୍ୟ

UPI ୟୁଜର୍ସଙ୍କ ପାଇଁ ବଡ଼ଖବର: ଆଜିଠାରୁ ହୋଇପାରିବନି ଏଭଳି ଟ୍ରାଞ୍ଜାକ୍ସନ, ବଦଳିଲା ନିୟମ

ନୂଆଦିଲ୍ଲୀ,୧।୨: UPI ପେମେଣ୍ଟ ଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି। ଆଜିଠାରୁ କୌଣସି UPI ଆପ ଟ୍ରାଞ୍ଜାକ୍ସନ ଆଇଡିରେ ସ୍ବତନ୍ତ୍ର ଅକ୍ଷର ବ୍ୟବହାର କରିପାରିବେ ନାହିଁ। ଏହା କରିବା ଦ୍ୱାରା ଆଜିଠାରୁ ପେମେଣ୍ଟ ବନ୍ଦ ହୋଇଯିବ।…

ବଜାରରେ ସିମ୍ଫୋନିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୨(ଅଭୟ ଦାଶ): ସିମ୍ଫୋନି ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ୱାଟର ହିଟର ରେଞ୍ଜ ‘ସିମ୍ଫୋନି ସ୍ପା,ସଉନା ଏବଂ ସୋଲ୍‌’ର ଶୁଭାରମ୍ଭ କରାଯାଇଛି। ଏପରି କି ପାଣି ଗରମ କରିବା ବ୍ୟବସ୍ଥାକୁ କମ୍ପାନୀ ପ୍ରବେଶ କରିଛି। କମ୍ପାନୀ ୯-ଲେୟର ବିଶିଷ୍ଟ ପ୍ୟୁରୋପଡ୍‌ ପ୍ରଯୁକ୍ତି…

କୃଷି ଆୟ ବାର୍ଷିକ ୫.୨୩% ହାରରେ ବୃଦ୍ଧି

ନୂଆଦିଲ୍ଲୀ,୧।୨: କ୍ରମାଗତ ଭାବେ ଦେଶର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଇ ଚାଲିଛି। ଏପରି କି ବିଗତ କିଛି ବର୍ଷ ମଧ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୩୧୦.୭ ମିଲିୟନ ଟନ ହୋଇଥିଲାବେଳେ ୨୦୨୩-୨୪ ଆର୍ଥିକ…

ଏଣିକି ଆଜି ରିଚାର୍ଜ କଲେ ୨୦୨୬ ଜାନୁଆରୀ ଯାଏ ସବୁ ଫ୍ରି, ଆସିଲା ଧମକାଦାର୍‌ ଅଫର୍‌, ସବୁ ମାଗଣା…

ଆପଣଙ୍କୁ ବି ମାସକୁ ବାରମ୍ବାର ରିଚାର୍ଜକୁ କରିବା ନେଇ ଟେନଶନ ରହୁଛି କି? ଜିଓ ଆଣିଲା ଭଲ ବିକଳ୍ପ, ବର୍ଷେ ଯାଏଁ ରିଚାର୍ଜ କରିବାକୁ ପଡିବନି । କମ୍ପାନୀର ବର୍ତ୍ତମାନ ପ୍ରାୟ ୪୯ କୋଟି ଗ୍ରାହକଙ୍କ ଏକ ବୃହତ ୟୁଜର୍‌ ବେସ…

Budget 2025: ମଧ୍ୟବିତ୍ତଙ୍କୁ ହାତ ଖୋଲିଦେବେ ସରକାର! ଏଥର ଆୟକର ହେବ ଛାଡ?

ନୂଆଦିଲ୍ଲୀ,୩୧।୧: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଯାହା ପାଇଁ ସାରା ଦେଶ ଅପେକ୍ଷା କରିଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲଗାତାର ଅଷ୍ଟମ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ଅଛି ଯେପରିକି ବଜେଟରେ କେଉଁ…

ବଦଳିଯିବ UPI ନିୟମ, ଏହି ପରିବର୍ତନ ନ କଲେ ବନ୍ଦ ହୋଇଯିବ ସର୍ଭିସ

ନୂଆଦିଲ୍ଲୀ,୩୧।୧: ଭାରତରେ ଅନେକ ଲୋକ Paytm, PhonePe ଏବଂ Google Pay ସାହାଯ୍ୟରେ UPI ବ୍ୟବହାର କରିଥାନ୍ତି। ଫେବୃଆରୀ ୧ ରୁ UPI(ୟୂନିଫଏଡ ପେମେଣ୍ଟ ସିଷ୍ଟମ) ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଏ ସଂକ୍ରାନ୍ତରେ ଏକ…

କେନ୍ଦ୍ରୀୟ ବଜେଟ ଉପରେ ଟିକସଦାତାଙ୍କ ନଜର

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଉପରେ ସମଗ୍ର ଦେଶର ନଜର ରହିଥିବାବେଳେ କରଦାତାମାନେ ଅନେକ ଆଶା ବାନ୍ଧିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସରକାର ନୂତନ ଟିକସ ବ୍ୟବସ୍ଥାକୁ…

ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୧।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥତ୍କ ବର୍ଷର ୩ୟ ତ୍ରୈମାସିକ ଆର୍ଥତ୍କ…

କାରଖାନା ସମ୍ପ୍ରସାରଣ କରିବ ପିପିଏଲ୍‌

ପାରାଦୀପ, ୩୧।୧(ଶରତ ରାଉତ): ଓଡ଼ିଶା ସରକାରଙ୍କ ସହ ପାରାଦୀପ ଫସ୍‌ଫେଟ୍‌ସ ଲିମିଟେଡ (ପିପିଏଲ୍‌) ନିକଟରେ ଏକ ନୂତନ ଚୁକ୍ତି ସ୍ବାକ୍ଷର କରିଛି। ଏପରିକି କମ୍ପାନୀ ଆଗାମୀ ଦିନରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଠାରେ ଥିବା କାରଖାନାର ସମ୍ପ୍ରସାରଣ ପାଇଁ ପ୍ରାୟ ୪…

ଗଣତନ୍ତ୍ର ଦିବସ ପରେଡ୍‌ରେ ୟୁପି ପ୍ରଥମ

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍‌ରେ ଉତ୍ତର ପ୍ରଦେଶ (ୟୁପି) ପ୍ରଥମ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀର ଜାତୀୟ ଥିଏଟରଠାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍‌ ପ୍ରଥମ ସ୍ଥାନ ଅଧିକାର କରିଥିବା…

ବଜେଟ ପରେ ୧ଲକ୍ଷ ଟପିପାରେ ସୁନା ଦର: ସଞ୍ଜୟ

ଭୁବନେଶ୍ୱର,୩୧।୧ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି। ଯଦି କେନ୍ଦ୍ର ସରକାର ୨୦୨୫ ବଜେଟରେ ସୀମା ଶୁଳ୍କ ବୃଦ୍ଧିକରନ୍ତି, ତେବେ ଘରୋଇ ଚାହିଦା ଏବଂ ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିପାରେ ବୋଲି ଲାଲଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ…

ଉତ୍କର୍ଷ ଓଡ଼ିଶାରେ ବିଓବିର ସର୍ବବୃହତ୍‌ ଷ୍ଟଲ୍‌

ଭୁବନେଶ୍ୱର,୩୧।୧: ଓଡ଼ିଶା ସରକାରଙ୍କ ବହୁ ପ୍ରତୀକ୍ଷିତ ନିବେଶ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ଏହି ୪ ଦିନିଆ ନିବେଶ ମହାକୁମ୍ଭରେ ବ୍ୟାଙ୍କ ଅଫ୍‌ ବରୋଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri