ସର୍ବୋଚ୍ଚ ସ୍ତରରେ ସୁନା ଦର
ଭୁବନେଶ୍ୱର,୩।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ…
‘ସଲିଟାୟାର ୱାନ୍’ର ଶୁଭାରମ୍ଭ
ନୂଆଦିଲ୍ଲୀ,୩।୨: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନୂତନ କଲେକ୍ସନ ‘ସଲିଟାୟାର ୱାନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯାହା ପ୍ରାକୃତିକ ହୀରାକୁ ନେଇ ଏକ ଉତ୍କୃଷ୍ଟ କଲେକ୍ସନ୍ ହୋଇଥିଲାବେଳେ ପ୍ରତ୍ୟେକଟି ଅନ୍ତର୍ଜାତୀୟ ପରୀକ୍ଷାଗାର ଦ୍ୱାରା ଏହା ପ୍ରମାଣିତ ହୋଇଛି। ଏପରିକି ବଲିଉଡ୍ ଆଇକନ୍…
ବଜାରରେ କିଆର ଅଲ୍ ନ୍ୟୁ ‘ସିରୋସ’
ଭୁବନେଶ୍ୱର,୩।୨: (ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କିଆର ‘ଅଲ୍ ନ୍ୟୁ ସିରୋସ’ ବୈପ୍ଳବାମତ୍ିକ ଏସୟୁଭି ନିକଟରେ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତି ପ୍ରାପ୍ତ ଡିଲର ଗୁଗୁନାନୀ କିଆର ପଟିଆ ଶୋ’ରୁମ୍ରେ…
ସ୍ପର୍ଶର ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସ୍ପର୍ଶ ଗ୍ରୁପ୍ ଅଫ୍ ହସ୍ପିଟାଲ୍ର ୧୮ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ଆରୋଗ୍ୟ ୨୦୨୫’ ରବିବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ପାଳିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍ ମୁଖ୍ୟ ଅତିଥି ଭାବେ…
୧୨ଲକ୍ଷ ଆୟ ପରେ ଷ୍ଟକ ମାର୍କେଟରୁ କରୁଛନ୍ତି କି ରୋଜଗାର? ଲାଗିବ ଟ୍ୟାକ୍ସ…
ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ୍ ବଜେଟରେ ମଧ୍ୟବିତ୍ତ ବର୍ଗକୁ ଖୁସି କରିଛନ୍ତି। ମଧ୍ୟବିତ୍ତ ବର୍ଗଙ୍କୁ ଏକ ବଡ଼ ଉପହାର ଦେଇ ଅର୍ଥମନ୍ତ୍ରୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିଛନ୍ତି। କିନ୍ତୁ ଯଦି ଆପଣ ଷ୍ଟକ ମାର୍କେଟରୁ ମଧ୍ୟ ରୋଜଗାର…
ବଜେଟ ପରେ କମିଲା ପେଟ୍ରୋଲ ରେଟ୍! ଜାଣନ୍ତୁ ଆପଣଙ୍କ ସହରରେ କେତେ…
ନୂଆଦିଲ୍ଲୀ,୨।୨: ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ବଜେଟ ପରେ ରବିବାର ତେଲ ରେଟ୍ ନୂଆ ଜାରି ହୋଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ…
ଭୁବନେଶ୍ୱର କ୍ରାଉନ ହୋଟେଲରେ ଆରମ୍ଭ ହେଲା ‘ବ୍ରାଣ୍ଡେଡ୍ ସେଲ୍’; ବେଶ ଶସ୍ତାରେ ମିଳୁଛି…
ଭୁବନେଶ୍ୱର,୨।୨ (ଅଭୟ ଦାଶ): ପ୍ରଥମ ଥର ପାଇଁ ଭୁବନେଶ୍ୱରର କ୍ରାଉନ ହୋଟେଲରେ ଏକ ୪ ଦିନିଆ ‘ବ୍ରାଣ୍ଡେଡ୍ ସେଲ୍’ର ଶୁଭାରମ୍ଭ କରାଯାଇଛି। ଶନିବାରଠାରୁ ଏହା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ସେଲ୍ ୨୦୨୫ ଫେବୃଆରୀ ୪ ପର୍ଯ୍ୟନ୍ତ ଜାରି ରହିବ…
New Rules From Feb 2025: ଆଜିଠାରୁ ବଦଳି ଯାଇଛି ଏହି ୫ ବଡ଼ ନିୟମ, ବ୍ୟାଙ୍କ-ଏଟିଏମ୍ଠାରୁ ଆରମ୍ଭ କରି UPI ବ୍ୟବହାରକାରୀମାନେ ହେବେ ପ୍ରଭାବିତ
ନୂଆଦିଲ୍ଲୀ,୧।୨: ଫେବୃଆରୀ ୨୦୨୫ ଆରମ୍ଭ ହେବା ସହିତ, ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି। ATM ଟଙ୍କା ଉଠାଣ, UPI କାରବାର, ବ୍ୟାଙ୍କିଂ ନିୟମ, ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବଂ କାର ମୂଲ୍ୟ ସହିତ ଜଡିତ ନୂତନ ନିୟମ ଫେବୃଆରୀ…
ସରକାରୀ ଚାକିରିଆଙ୍କ ପାଇଁ ବଜେଟରେ ବଡ଼ ଘୋଷଣା, ପକେଟ ହେବ ଗରମ…
ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଶନିବାର ସାଧାରଣ ବଜେଟ 2025-26 ରେ ଦେଶର ଅନେକ କ୍ଷେତ୍ର ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ସମୟରେ ସେ ସରକାରୀ କର୍ମଚାରୀମାନଙ୍କର ପାଇଁ ବିଶେଷ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ସରକାରୀ କର୍ମଚାରୀଙ୍କ ପାଇଁ…
ରାଜ୍ୟ ପାଇଁ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ, ବାଣ୍ଟିଲେ ୧୪ଲକ୍ଷ ୨୨ହଜାର କୋଟି, ଓଡ଼ିଶାକୁ…
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ଅଷ୍ଟମ ବଜେଟରେ ସମସ୍ତଙ୍କୁ କିଛି ନା କିଛି ଉଫହାର ଦେଇଛନ୍ତି। କିନ୍ତୁ ବିଭିନ୍ନ ରାଜ୍ୟ ଉପରେ ଭଣ୍ଡାର ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛନ୍ତି। ଭାରତ ସରକାର ୨୦୨୫-୨୬ରେ ରାଜ୍ୟ ସରକାରଙ୍କୁ ୧୪ ଲକ୍ଷ ୨୨ହଜାର…
Budget 2025: ସରକାରଙ୍କ ବଡ଼ ଘୋଷଣା, ଶସ୍ତାରେ ମିଳିବ ବିଜୁଳି!
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ୨୦୨୫ ଉପସ୍ଥାପନ କରିଛନ୍ତି। ବଜେଟରେ ୬ଟି ପ୍ରମୁଖ ବିଷୟ ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଦେଶର ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ। ଏଥିପାଇଁ ବଜେଟରେ ପର୍ଯ୍ୟାପ୍ତ ଘୋଷଣା…
କମିବ ଆଳୁ-ପିଆଜ ଦର! ବଜେଟ୍ରେ ବଡ଼ ଘୋଷଣା କଲେ ସରକାର
ନୂଆଦିଲ୍ଲୀ,୧।୨: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ…
Archives


