Posted inଜାତୀୟ

‘ତେଜସ ବିମାନ କିଣିବା ଦ୍ବାରା ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’

ନୂଆଦିଲ୍ଲୀ,୧୪।୧: ସେନାର ଭେଟେରାନ୍ସ ଡେ’ ପାଳନ ଅବସରରେ ଅନୁଷ୍ଠିତ ସମାରୋହରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ଏହି ଅବସରରେ ସେ ଦେଶବାସୀଙ୍କୁ ୮୩ଟି ତେଜସ ବିମାନ କିଣିବା ଦ୍ୱାରା ଦେଶରେ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ। ଏହା ପୂର୍ବରୁ ସେ କହିଥିଲେ, ଭାରତୀୟ ବାୟୁସେନା ପାଖକୁ ୮୩ ତେଜସ ବିମାନ ଆସିବା ଦ୍ବାରା ବାୟୁସେନାର ଶକ୍ତିବୃଦ୍ଧି ପାଇବ। ତେଜସ ଉତ୍ପାଦନ ପାଇଁ ହାଲ ପକ୍ଷରୁ ଇତିମଧ୍ୟରେ ନାସିକ ଓ ବାଙ୍ଗାଲୁରୁ କାରଖାନା ପରିସରରେ ଅତିରିକ୍ତ କାରଖାନା ସ୍ଥାପନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ କୌଣସି ଦଳ ସରକାର ଗଠନ କରିପାରିବନି: ସୁଶୀଲ ମୋଦି

ପାଟନା,୨।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏକାକୀ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥ...

୩୬୨ କୋଟିର ହେରୋଇନ୍‌ ଜବତ

ମୁମ୍ବାଇ,୧୬।୭: ମୁମ୍ବାଇ ପୋଲିସ ନଭି ମୁମ୍ବାଇ ବନ୍ଦରରୁ ୩୬୨ କୋଟି ଟଙ୍କାର ମୂଲ୍ୟ ହେରୋଇନ ଜବତ କରିଛି। ଯାଞ୍ଚ ବେଳେ ୧୬୮ଟି ପ୍ୟାକେଟରେ ୭୩.୦୫ କେ.ଜି...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

ମୋଦିଙ୍କ ସେନା ପୋଷାକକୁ ନେଇ ପ୍ରଶ୍ନ ଉଠାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ,୬ ।୧୧: ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଙ୍କ ସହ ସୀମାରେ ଦୀପାବଳି ପାଳନ କରିଥିଲେ । ଏହି ଅବସରରେ ସେ ସେନା ପୋଷାକ...

ସତ ହେଲା ଭବିଷ୍ୟବାଣୀ, ଭାରତକୁ ମିଳିଲା ନାହିଁ ଲକ୍‌ଡାଉନର ଲାଭ: ଚିଦାମ୍ବରମ

ନୂଆଦିଲ୍ଲୀ,୫।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କରୋନା ଭାଇରସ ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ...

ଭାଙ୍ଗୁଛି ତୃଣମୂଳ ଗଡ଼: ବଢୁଛି ଦିଦିଙ୍କ ଚିନ୍ତା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ରାଜ୍ୟ ଜୟ ଯୋଜନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ମାଷ୍ଟର ପ୍ଲାନ୍‌...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି...

ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଅ:ଏଏପି

ନୂଆଦିଲ୍ଲୀ,୨୧ା୪: ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀରେ କ୍ଷମତାସୀନ...

Advertisement
Archives

Model This Week