Posted inVideo

କରୋନା ପାଇଁ ବେପାର ଠପ୍

Featured Video Play Icon

କରୋନା ଉଜାଡି ଦେଇଛି ବ୍ୟବସାୟ । କରୋନା ଭୟ, ଲକଡାଉନ ଏବଂ ଶଟଡାଉନ ପାଇଁ ଲୋକେ ଭୟରେ ରହୁଥିବା ବେଳେ ବ୍ୟବସାୟୀଙ୍କ ବେପାର ପୁରା ମାନ୍ଦା ରହିଛି । ଏଥିରୁ ବାଦ ପଡିନାହାଁନ୍ତି ପାହାଳ ରସାଗୋଲା ବ୍ୟବସାୟୀ । ଦୋକାନରେ ମିଠା କିଣିବାକୁ ଆଉ ଆଗଭଳି ଲୋକେ ଆସୁନାହାଁନ୍ତି । ଏଭଳି ସ୍ଥିତିରେ ସେମାନଙ୍କ ପରିବାର ଓ ପେଟପାଟଣା ଭରଣ ହେବ କେମିତି । ଚାଲନ୍ତୁ ଆଜିର ଏହି ଏପିସୋଡରେ ଜାଣିବା କୋଭିଡ-୧୯ ପ୍ରଭାବରେ ପାହାଳ ମିଠା ବ୍ୟବସାୟୀଙ୍କ କିଭଳି ଚାଲିଛି ବ୍ୟବସାୟ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା । ନିଆଳି ଛେନା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି କେଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?