ଭାରତୀୟ ରେସ୍ତୋରାଁରେ ଫୋନ କରି ଗ୍ରାହକଙ୍କ ସହ କଥା ହେଲେ, ସେମାନଙ୍କ ପାଇଁ ଟେବୁଲ ବି ବୁକିଂ କଲେ ପ୍ରିନ୍ସ ଓ୍ବିଲିୟମ୍ସ

ବର୍ମିଂହାମ,୨୧।୪: ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ୍ସ ଗୁରୁବାର ରାଜକୀୟ ଯାତ୍ରା ସମୟରେ ସେ ଜଣେ ଅଜଣା ଗ୍ରାହକଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାକୟା ବର୍ମିହାମର ଏକ ଭାରତୀୟ ରେସ୍ତୋରାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସେ ଜଣେ ଅଜଣା ଗ୍ରାହକଙ୍କ ଫୋନ ରିସିଭ କରିଥିଲେ ଓ ଟେବୁଲ ବୁକିଂ ପାଇଁ କଥା ହୋଇଥିଲେ। ଗୋଟିମିଡିଆ ରିପୋର୍ଟ ଅନୁଯାୟୀ, ଭବିଷ୍ୟତର ବ୍ରିଟେନର ରାଜା, ତାଙ୍କ ପତ୍ନୀ କେଟ ମଧ୍ୟ ଇଂଲଣ୍ଡର ବର୍ମିହାମ ଯାତ୍ରା ସମୟରେ ଏକ ପରିବାର ପକ୍ଷରୁ ପରିଚାଳିତ ଭାରତୀୟ ରେସ୍ତୋରାଁ ପହଞ୍ଚିଥିଲେ। ଏହି ସମୟରେ ରେସ୍ତୋରାଁକୁ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଦୁଇ ଜଣଙ୍କ ପାଇଁ ଟେବୁଲ ବୁକ କରିବାର ଥିଲା।
କୁହାଯାଉଛି କି ଫୋନରେ କଥା ହେବା ପରେ ପ୍ରିନ୍ସ ଓ୍ବିଲିୟମ୍ସ ରେସ୍ତୋରାଁ ମାଲିକଙ୍କ ସହ କଥା ହୋଇଥିଲେ ଓ ବୁକିଂର ସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିଥିଲେ। ସେ ଟେବୁଲ ଖାଲି ହେବାକୁ ନେଇ ମଧ୍ୟ କଥା ହୋଇଥିଲେ। ଗ୍ରାହକ ଜଣକ ଟ୍ରେନରେ ବି ଯାତ୍ରା କରିବାର ଥିଲା। ଏହି ସମୟରେ ସମୟ ମୁତାବକ ବୁକିଂ ବ୍ୟବସ୍ଥା ପାଇଁ ପ୍ରିନ୍ସ ରେସ୍ତୋରାଁ ବୁକିଂ ଲିଷ୍ଟକୁ ଚେକ ବି କରିଥିଲେ। ପ୍ରିନ୍ସ କଥା ଶେଷ କରିବା ସମୟରେ ପଚାରିଥିଲେ ବୁକିଂ କାହା ନାମରେ କରିବେ। ୨ଟା ୧୫ରେ ଦେଖାହେବ। ଏ ପରିବାରର ଲୋକେ ଏହି ରେସ୍ତୋରାଁକୁ ଚଳାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?