ଶାନ୍ତି ଓ ସମୃଦ୍ଧି ଆଣେ ମୟୁର ପର

ମୟୁର ପରରେ ଘର ସଜେଇବାକୁ ଅନେକ ପସନ୍ଦ କରନ୍ତି। ତେବେ ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବାସ୍ତୁ ଅନୁଯାୟୀ ଏଥିରେ ଘର ସଜାଇଲେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ…
ନକାରାମତ୍କ ଶକ୍ତିରୁ ରକ୍ଷା କରେ :
କାର୍ତ୍ତିକେଶ୍ୱରଙ୍କର ବାହନ ହେଉଛି ମୟୂର । ସେଥିପାଇଁ ମୟୂର ପର ଘରେ ରଖିଲେ ଏହା ଭୟ ଦୂର କରିଥାଏ ଏବଂ ନକାରାମତ୍କ ପ୍ରଭାବରୁ ଘରକୁ ରକ୍ଷା କରିଥାଏ ।
ଧନ ବୃଦ୍ଧି କରେ : ବାଣିଜ୍ୟ ବ୍ୟବସାୟରେ ବାରମ୍ବାର କ୍ଷତି ହେଉଥିଲେ, ବାସ୍ତୁ ଅନୁଯାୟୀ ଟଙ୍କା ରହୁଥିବା ବାକ୍ସ ବା ଘରର ଦକ୍ଷିଣ ଦିଗରେ ସାତଟି ମୟୂର ପର ରଖିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ଓ ଧନ ବୃଦ୍ଧି ହୋଇଥାଏ ।
ପାଠପଢ଼ାରେ ଆଗ୍ରହ ବଢ଼େ : ପିଲାଙ୍କ ପଢା ଟେବୁଲ ବା ପିଲାଙ୍କ ରୁମ୍‌ରେ ଗୋଟିଏ ବା ଦୁଇଟି ମୟୂର ପର ରଖନ୍ତୁ ।  ଏହା ଦ୍ୱାରା ପିଲାଙ୍କର ପାଠ ପଢାରେ ଆଗ୍ରହ ବଢିବା ସହ ଅନ୍ୟ କାଯର୍‌ୟ ଯଥା- ନାଚ, ଗୀତ, ଚିତ୍ରକଳାରେ ମଧ୍ୟ ରୁଚି ବଢିଥାଏ ।
ସରୀସୃପଙ୍କଠାରୁ ରକ୍ଷା କରେ: ଝିଟିପିଟି, ଅସରପା, ସାପ ଆଦି ସରୀସୃପ ପ୍ରାଣୀ ଘର ଭିତରେ ରହି ବା ପଶି ଅପରିଷ୍କାର ଓ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରନ୍ତି । ତେଣୁ ଶୋଇବା ଘରର କବାଟ ପାଖରେ ୨-୩ଟି ମୟୂର ପର ରଖିଲେ ଏହା ସରୀସୃପଙ୍କୁ ଦୂରେଇ ରଖେ ।
ପରିବାର ଶାନ୍ତି ଆସେ : ପରିବାର ମଧ୍ୟରେ ଶାନ୍ତିରେ ରହିବା ପାଇଁ ସାତଟି ମୟୂର ପରକୁ ବାସଗୃହର ପୂର୍ବ କୋଣରେ ଟଙ୍ଗାଇଲେ ପରିବାର ମଧ୍ୟରେ କଳହ ହ୍ରାସ ପାଏ ।
ସମ୍ପର୍କ ଦୃଢ କରେ : ଶୋଇବା ଘରେ ଖଟ ପାଖ କାନ୍ଥରେ ୨ଟି ମୟୂର ପର ଟଙ୍ଗାଇଲେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଦୃଢ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri