ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ ଜନମତ ସର୍ଭେରୁ ଜଣାପଡ଼ିଛି। ଇପ୍‌ସୋସ୍‌ ନାମକ ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ୧୯୪୫ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ବୋରିସ୍‌ଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ବୋଲି ୪୯ପ୍ରତିଶତ ବ୍ରିଟିଶ ମତ ଦେଇଛନ୍ତି। ଦୁର୍ବଳ ପ୍ରଦର୍ଶନକୁ ନେଇ ଥେରେସା ମେ’ଙ୍କୁ ୪୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଡାଭିଡ୍‌ କାମେରନଙ୍କୁ ୩୮% ଭୋଟ ମିଳିଛି। ୧୯୪୫ ପରେ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ୬୨ ପ୍ରତିଶତ ମତ ଦେଇଛନ୍ତି। ତାଙ୍କ ପଛକୁ ରହିଛନ୍ତି ମାର୍ଗେରେଟ ଥାଚର।


Enter your email to get our daily news in your inbox.

All Right Reserved By Dharitri.Com

୮୧ ବର୍ଷ ପରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ଲଣ୍ଡନ,୧।୩: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ୮୧ ବର୍ଷ ପରେ ଫୁଟାଯାଇଛି। ବ୍ରିଟେନ୍‌ର ଏକ୍ସେଟର ସହରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ରବିବାର ପହଞ୍ଚି ରିମୋର୍ଟ...

୨୧ ଆବର୍ଜନା କଣ୍ଟେନର ବ୍ରିଟେନ୍‌କୁ ଫେରାଇଲା ଶ୍ରୀଲଙ୍କା

କଲୋମ୍ବୋ, ୨୮।୯: ଶ୍ରୀଲଙ୍କା ବ୍ରିଟେନ୍‌କୁ ୨୧ ଆବର୍ଜନା କଣ୍ଟେନର ଫେରାଇ ଦେଇଛି। ବ୍ରିଟେନ୍‌ରୁ ରିସାଇକ୍ଲିଂ କରାଯିବା ଲାଗି ଏକ ଘରୋଇ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ...

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା...

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା...

ବ୍ରିଟେନ ପରେ ଏବେ ରୁଷିଆ ପାଇଁ ନିଜ ଏୟାର ସ୍ପେସ୍‌ ବନ୍ଦ କଲା ବୁଲଗେରିଆ

ଶୋଫିଆ,୨୬।୨: ୟୁକ୍ରେନକୁ ଆକ୍ରମଣ କରିବା ଏବେ ରୁଷିଆକୁ ମହଙ୍ଗା ପଡ଼ିଛି। କାରଣ ସମଗ୍ର ଦେଶ ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିରୋଧ କରୁଛି।...

ସୋମବାର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ହମ୍‌ଜା: ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ,୨୩ା୭: ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପଦରୁ ହଟାଇବାଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ...

ସାହସ ଥିଲେ ମୋ ସହ ଲଢ଼

ମସ୍କୋ,୧୫ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲା ଚ୍ୟାଲେଞ୍ଜ...

ୟୁକ୍ରେନ୍‌ର ଏକତା ପାଇଁ ଇଣ୍ଡୋନେସିଆର ଅପିଲ୍‌

ଜାକର୍ତ୍ତା,୯।୭: ୟୁକେନ୍‌, ରୁଷିଆ ଯୁଦ୍ଧ ପାଇଁ ବୈଷୟିକ ସମ୍ପର୍କ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଧନୀ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନଙ୍କ ମଧ୍ୟରେ ଏକ ପ୍ରକାର...

Advertisement
Archives

Model This Week