ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠୁ ପ୍ରଭାବଶାଳୀ କଳାକାର

ଫୋର୍ବସ ଏସିଆ ପେସିଫିକ୍‌ ୧୦୦ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ସୋସିଆଲ ମିଡିଆରେ ପ୍ରକାଶ କରିଛି। ଏହି ତାଲିକାରେ ରାଜନେତା, ଗାୟକ, ବ୍ୟବସାୟୀ ଏବଂ ଫିଲ୍ମ କଳାକାର ଅନ୍ତର୍ଭୁକ୍ତ। ତେବେ ବଲିଉଡ୍‌ର ଅନେକ କଳାକାର ଏହି ତାଲିକାରେ ସ୍ଥାନ ପାଇଛନ୍ତି।
ଅଧିକାଂଶ ଲୋକ ଲକ୍‌ଡାଉନ୍‌ରେ ଘରେ ଆଇସୋଲେଶନରେ ରହୁଥିଲେ। ଏଭଳି ପରିସ୍ଥିତିରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଲୋକଙ୍କ ଉପରେ ପ୍ରଭାବ ପକାଇଥାନ୍ତି। ତେବେ ଏସିଆ ପେସିଫିକ୍‌ର ସବୁଠାରୁ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ରହିଛନ୍ତି, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା ଏବଂ ଶାହାରୁଖ୍‌ ଖାନ୍‌। ଏହି ତାଲିକାରେ ଥିବା ଅନ୍ୟ ଭାରତୀୟ କଳାକାରମାନେ ହେଲେ ରଣବୀର ସିଂହ, କ୍ୟାଟ୍ରିନା କୈଫ୍‌, ଜ୍ୟାକିଲିନ୍‌ ଫର୍ଣ୍ଣାଡିଜ୍‌୍‌, ହ୍ରିତିକ୍‌ ରୋଶନ, ସାହିଦ କପୁର, ମାଧୁରୀ ଦୀକ୍ଷିତ, ଶେୟା ଘୋଷାଲ, ନେହା କକ୍କର ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ୟଙ୍ଗଷ୍ଟରଙ୍କୁ ଦିୱାନା କଲେ ଅନନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ତଥା ଷ୍ଟାର କିଡ୍ ଅନନ୍ୟା ପଣ୍ଡେ ତାଙ୍କ ଅପକମିଂ ମୁଭି ‘ଗହରାଇୟା’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚରେ । ଏହି...

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

ମାତ୍ର ୨୮ ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ସଫଳତା: କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ପପ୍‌ ଗାୟିକା ତଥା ଅଭିନେତ୍ରୀ ସେଲିନା ଗୋମେଜଙ୍କ ଜୁଲାଇ ୨୨ରେ ଜନ୍ମଦିନ। ସେ ଏବେ ୨୮ ବର୍ଷରେ ପାଦଦେଇଛନ୍ତି। ସେ ଜଣେ ପ୍ରସିଦ୍ଧ ଗାୟିକା। ସେଲିନା...

୨୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ହ୍ରିତିକଙ୍କ ଶାଳି, କହିଲେ ‘୯ ବର୍ଷ ପୂର୍ବରୁ….’

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଶାଳି ତଥା ପୂର୍ବପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଫରାହ ଖାନ୍‌। ନିଜର ଇନ୍‌ଷ୍ଟାଗ୍ରାମରେ ଫରାହ ସ୍ବାମୀ...

ପାଣ୍ଡେମିକ୍‌ରେ ସବୁଠୁ ବଡ଼ ଓପନିଂ ପାଇଥିବା ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’

ବିଭିନ୍ନ ଷ୍ଟ୍ରିମିଂ ସାଇଟ୍‌ରେ ଉପଲବ୍ଧ ହେବା ସତ୍ତ୍ୱେ ‘ଓ୍ବାଣ୍ଡର ଓମେନ ୧୯୮୪’ କରୋନା ଭାଇରସର ଭୟ ସତ୍ତ୍ୱେ କେବଳ ଖ୍ରୀଷ୍ଟମସ ସପ୍ତାହରେ ୧୬.୭ ନିୟୁତ ଆମେରିକୀୟ...

ସପ୍ତାହେ ହେଲାଣି ଶୋଇନାହାନ୍ତି ଆଲିଆ, ନିଦ ହଜିଛି..

ବମ୍ବେ: ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଖିରେ ନିଦ ନାହିଁ। ଦିନେ କି ଦୁଇ ଦିନ ନୁହେଁ ସେ ଗତ ସପ୍ତାହେ ହେଲାଣି ଶୋଇ ନାହାନ୍ତି।...

ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା

ବମ୍ବେ: ଅଲଗା ହେବେ ବଲିଉଡ୍‌ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା।...

ଓ୍ବାଜିଦ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ରେ ଶୋକ

ମୁମ୍ବାଇ,୧।୬: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ...

Advertisement
Archives

Model This Week