ବ୍ଲଡ ଗ୍ରୁପ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ହାର୍ଟ ଆଟାକ୍‌ ବା ହୃଦ୍‌ଘାତର ବିଭିନ୍ନ କାରଣ ରହିଛି। ବିଶେଷଭାବରେ ହୃତ୍‌ପିଣ୍ଡକୁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେଲେ ତାହାର ପ୍ରଭାବ ହୃତ୍‌ପିଣ୍ଡ ଉପରେ ପଡ଼ିଥାଏ ଏବଂ ଏଥିଯୋଗୁ ମୁଖ୍ୟତଃ ହାର୍ଟ ଆଟାକ ହୋଇଥାଏ। ତେବେ ଏହାପଛରେ ବ୍ଲଡଗ୍ରୁପ୍‌ର ସମ୍ପର୍କ ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ୟୁନିଭର୍ସିଟି ଅଫ ଲଣ୍ଡନର ହୃଦ୍‌ଶଲ୍ୟ ବିଶେଷଜ୍ଞମାନେ। ଏକ ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ‘ଓ’ ବ୍ଲଡ ଗ୍ରୁପ୍‌ ଥିବା ବ୍ୟକ୍ତିମାନଙ୍କଠାରେ ଏଭଳି ଆଶଙ୍କା କମ୍‌ ରହିଛି। ତେବେ ‘ଏ’ ଏବଂ ‘ବି’ ଗ୍ରୁପ୍‌ ବିଶିଷ୍ଟ ରକ୍ତଧାରଣ କରିଥିବା ଲୋକମାନେ ହାର୍ଟ ଆଟାକର ସମ୍ମୁଖୀନ ହେବାର ଆଶଙ୍କା ଅଧିକ। ତେବେ ଏ ନେଇ ସେମାନେ କେବଳ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ସମସପ୍ତକ ଯୋଗ, ମାଲାମାଲ ହେବେ ଏହି ୩ରାଶିର ବ୍ୟକ୍ତି

ଜ୍ୟୋତିଷ ଶାସ୍ତ୍ରରେ ସମାସପ୍ତକ ଯୋଗକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏହି ଯୋଗ ମଙ୍ଗଳ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ଗଠିତ ।…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri