Posted inଜାତୀୟ

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

ନୂଆଦିଲ୍ଲୀ,୨୨।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଆୟୋଜିତ ହୋଇଥିଲା ଏକ ନିର୍ବାଚନୀ ସଭା। ଏଥିରେ ଯୋଗ ଦେଇଥିଲେ ଭାଜପା ନେତା ନରେଶ ଅଗ୍ରଓ୍ବାଲଙ୍କ ସମେତ ଆଉ କେତେଜଣ ନେତା। ଉକ୍ତ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ଭାଜପା ନେତା ନରେଶ ଅଗ୍ରଓ୍ବାଲ କହିଥିଲେ କି ଆମେ ଦଳ ଅଧ୍ୟକ୍ଷ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛୁ। ଏହି ସଭାରେ ଉପସ୍ଥିତ ଥିବା ଅନ୍ୟଜଣେ ନେତା ଅଶୋକ ବାଜପେୟୀ ଭୋଟରଙ୍କୁ ଅନୁରୋଧ କରିଥିଲେ କି ‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟପାଲ ଗୋଆ ରାଜ୍ୟପାଳ

ପଣଜୀ,୪ା୧୧(ପି.ଟି.): ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ରବିବାର ଗୋଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଦୀପ ନନ୍ଦରାଯୋଗ ରାଜଭବନରେ...

ନିର୍ବାଚନ ପରିଚାଳକରୁ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧ା୯: ପାଞ୍ଚ ଦଶନ୍ଧି ଧରି ପ୍ରଣବ ମୁଖାର୍ଜୀ ରାଜନୀତିରେ ସକ୍ରିୟ ରହିବା ସହ ଜଣେ ନିର୍ବାଚନ ପରିଚାଳକଠାରୁ ଆରମ୍ଭ କରି ଦେଶର ୧୩ତମ ରାଷ୍ଟ୍ରପତି...

ଅଭିଯୋଗ ଆଣିଲେ ଗଙ୍ଗୁବାଈଙ୍କ ପୁଅ

ମୁମ୍ବାଇ୧୬।୨: ଫେବୃଆରୀ ୨୫ରେ ରିଲିଜ ହେବାକୁ ଥିବ ବଲିଉଡ୍‌ ଚଳଚ୍ଚିତ୍ର ଗଙ୍ଗୁବାଈ କାଥିଆଓ୍ବାଡି ବିରୋଧରେ ଅଭିଯୋଗ ଆଣିଛନ୍ତି ଗଙ୍ଗୁବାଈଙ୍କ ପୁଅ ବାବୁ ରାଓଜୀ ଶାହା। ଗଙ୍ଗବାଈଙ୍କ...

ତୁର୍କୀ, ପେରୁରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ଶୁକ୍ରବାର ତୁର୍କୀ ଓ ପେରୁ ପାଇଁ ଭାରତର ଦୁଇଜଣ ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ...

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ...

୩୫ ବର୍ଷ ହେବ ଏଠାରେ ଚାଲିଛି ଅଖଣ୍ଡ ରାମନାମ ସଂକୀର୍ତ୍ତନ

ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସନ୍ଥ ଏବଂ ପୁରୁଷଙ୍କ ଯୋଗଦାନ ରହିଛି। ରାମ ମନ୍ଦିର ନିର୍ମାଣର ଶୁଭ ସମୟରେ ସେମାନଙ୍କ ଅବଦାନକୁ ମନେ ପକାିବା...

ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୨।୪: ଦେଶରେ ପୁଣି ଥରେ ଅନେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ ରାଜଧାନୀ ଦିଲ୍ଲୀ ମଧ୍ୟ ସାମିଲ ରହିଛି। ଏନେଇ...

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ...

Advertisement
Archives

Model This Week