ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ୧୭୮ ଦେଶ ଆନ୍ତର୍ଜାତିକ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନରେ କାର୍ଯ୍ୟନିର୍ବାହୀ କମିଟିରେ ମୋତେ ଭାରତର ପ୍ରାର୍ଥୀ ଭାବରେ ମନୋନୀତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ଓମ ର୍ବିଲାଙ୍କୁ ମୋର କୃତଜ୍ଞତା। ନିର୍ବାଚନରେ ଭାଗ ନେବା ପାଇଁ ଅକ୍ଟୋବର ୯ ତାରିଖରୁ ୯ ଦିନିଆ ଆଫ୍ରିକାର କିଗାଲି, ରଓ଼୍ବାଣ୍ଡା ଗସ୍ତରେ ଯିବେ ଅପରାଜିତା।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ାକଡ଼ି ହେଲା ଯାନବାହନ ଯାଞ୍ଚ: ଆଜିଠାରୁ ହେବ ଆହୁରି ଜୋରଦାର

ଭୁବନେଶ୍ୱର,୨।୩(ବ୍ୟୁରୋ): ସଂଶୋଧିତ ମୋଟର ଯାନ ଆଇନ-୨୦୧୯କୁ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କୁ ପୋଲିସ ଏବଂ ପରିବହନ ଅଧିକାରୀମାନେ...

ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କ ସହଯୋଗ ଲୋଡ଼ିଲେ ନୀତିଶ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ତାଙ୍କୁ ସମର୍ଥନ...

କମୁଛି ଶୀତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି। ସାମୁଦ୍ରିକ ଉଷ୍ମ...

ବିଦ୍ୟୁତ୍‌ ଚାଳିତ ଯାନ କିଣିଲେ ସରକାର ଦେବେ ରିହାତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି ତଥା ଇ-ଯାନ ପଲିସିକୁ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଦୂଷଣ ରୋକିବା ଏବଂ ବିଦ୍ୟୁତ୍‌ ଚାଳିତ ଯାନକୁ ଲୋକପ୍ରିୟ...

ରୁଚିକାଙ୍କୁ ନ୍ୟାୟ: ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ...

କବିସୂର୍ଯ୍ୟନଗରରେ ଲତିକା ଆଗୁଆ

ବେଗୁନିଆପଡ଼ା,୨୩।୫(ଡି.ଏନ୍‌.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା...

ଉନ୍ନୟନ ବିଭାଗ ଅଧୀନରୁ ହଟିପାରେ ବିଏମ୍‌ସି ହସ୍ପିଟାଲ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଉନ୍ନୟନ ବିଭାଗ ଅଧୀନରୁ କଢାଯାଇପାରେ ରାଜଧାନୀର ଅନ୍ୟତମ ପୁରାତନ ତଥା ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି ହସ୍‌ପିଟାଲର ପରିଚାଳନା ଦାୟିତ୍ୱ।...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ୨୪ରୁ ବଡ଼ ବର୍ଷା, ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୪ରେ ଏହା ଲଘୁଚାପରେ ପରିଣତ ହେବା ଯୋଗୁ ୨୭ ତାରିଖ ଯାଏ ଉପକୂଳ...

Advertisement
Archives

Model This Week