ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳିତ: ଯୋଗ ଦେଲେ ବିଜେଡିର ୩ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଉପବାଚସ୍ପତି ସାଲୁଗା

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ): ମହାନ ଜନନାୟକ ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଦାରିଙ୍ଗବାଡି ମିଶ୍ର କଲ୍ୟାଣମଣ୍ଡପ ପରିସର ମଧ୍ୟରେ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ୧୦ ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନଙ୍କ ସଭା ପରିଚାଳନାରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ସେହିପରି ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲାପରିଷଦର ଉପାଧ୍ୟକ୍ଷା ସାଧବାଣୀ ନାୟକ,ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ଅଧ୍ୟକ୍ଷ ତଥା ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଟିକାବାଲିର ଦିଲ୍ଲୀପ କହଁର, ରାଇକିଆର ପ୍ରିତମ ଚନ୍ଦ୍ର ପ୍ରଧାନଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱକୁ ମନେ ପକାଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ, ଜି. ଉଦୟଗିରିର ଜିଲାପରିଷଦ ସଦସ୍ୟା ଲିଲିମା ପ୍ରଧାନ,ଦୀପକ କୁମାର ସାହୁ, ରୂପକ କୁମାର ସାହୁ, ରାଜୀବ ନାୟକ, ବିକାଶ ନାୟକ ,ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ଶତାଧିକ ବିଜେଡି କର୍ମୀ, ଲୋକପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୭୩୦ରୁ କମିଲେ ସିବିଲ ସ୍କୋର, ମିଳିବନି ଗାଡ଼ି କି ଘର ପାଇଁ ଋଣ; ଜାଣନ୍ତୁ କଣ ରହିଛି ଗାଇଡଲାଇନ୍‌

ନୂଆଦିଲ୍ଲୀ, ୨୮।୬: ଆଜିକାଲିର ସମୟରେ ଲୋନ୍‌ (ଋଣ) ନେବା ମଧ୍ୟ ଏକ ବେଶ କଷ୍ଟକର ପ୍ରକ୍ରିୟା ପାଲଟିବାରେ ଲାଗିଛି। ଆସନ୍ତା ବର୍ଷଗୁଡ଼ିକରେ ଘର କିଣିବା, ନୂଆ କାର୍‌…

ବର୍ଷା-ପବନ ହେଲେ ୫–୬ ଘଣ୍ଟା ବିଦ୍ୟୁତ ବିଭ୍ରାଟ: ହନ୍ତସନ୍ତ ୧୦ ହଜାରରୁ ଅଧିକ ଉପଭୋକ୍ତା

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ସୁବଳୟା ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ମୁର୍ଷୁଣ୍ଢୀ ଓ ସୁବଳୟା ଗ୍ରିଡ୍‌ର ଦୀର୍ଘ ଫିଡର୍ ଯୋଗୁଁ…

ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ମାହିକା ଶର୍ମାଙ୍କ ସହ ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ନିଜ ଗର୍ଲଫ୍ରେଣ୍ଡ ମହିକା ଶର୍ମାଙ୍କୁ ବିବାହ କରିଛନ୍ତି? ସୋସିଆଲ ମିଡିଆରେ ଏକ ନୂଆ ଫଟୋ ସାମ୍ନାକୁ ଆସିବା ପରଠାରୁ…

ବୋହୂର ପନିକି ଆକ୍ରମଣରେ ଶାଶୁ ଲହୁଲୁହାଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ, ୨୮।୬ (ପ୍ରଦୀପ ଦାସ): ପାରିବାରିକ କଳହକୁ କେନ୍ଦ୍ର କରି ବୋହୂର ପନିକି ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର…

ବୋମା ମାଡ଼ ମଧ୍ୟରେ ହର୍ମୁଜ ପ୍ରଣାଳୀ ଚିରି ବାହାରିଗଲା ଭାରତୀୟ ଜାହାଜ, ଧାନ ବୁଣା ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୬: ହର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ଖବର ଅଛି। ଇରାନ ଦ୍ୱାରା…

ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି:  ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ଅମରପାଲି, ୨୮/୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଟିକରାପଡ଼ା (ଗାନ୍ଧୀପଡ଼ା) ଛକରେ ଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ…

ଭାଜପାରେ ସାମିଲ ହେବେ କି ମହୁଆ? ଚମକାଇଲା ଭଳି ଜବାବ ଦେଲେ ଟିଏମସି ସାଂସଦ

କୋଲକାତା,୨୮।୬: ପଶ୍ଚିମବଙ୍ଗ ରାଜନୀତିରେ ଆଜିକାଲି ବେଶ୍‌ ହଲଚଲ ଦେଖିବାକୁ ମିଳୁଛି। ବିଧାନସଭା ନିର୍ବାଚନ ପରେ ଟିଏମସି (TMC) ରେ ବଡ଼ ଧରଣର ବିଭାଜନ ହେବାର ଖବର ସାମ୍ନାକୁ…

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri