Posted inଜାତୀୟ

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ ଦାଖଲ ଆରମ୍ଭ

ପାଟନା,୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗୁରୁବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ । କରୋନା ସମୟରେ ହେଉଥିବା ଏହି ବିଧାନସଭା ପିର୍ବାଚନ ପାଇର୍ ପୂର୍ବରୁ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିସାରିଛନ୍ତି । ଏଥର ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ପ୍ରାର୍ଥିପତ୍ର ଦାଖଲ କରାଯାଇ ପାରିବ । ତେବେ ଏନ୍‌ଡିଏ ଓ ବିରୋଧିଙ୍କ ମହାମେଣ୍ଟ ମଧ୍ୟରେ ଆସନ ବୁଝାମଣା ଏପର୍ଯ୍ୟନ୍ତ ହୋଇ ନ ଥିବାରୁ କିଏ କେଉଁଠି ପ୍ରାର୍ଥିପତ୍ର ଦାଖଲ କରିବ ତାକୁ ନେଇ ଲାଗି ରହିଛି ଆଲୋଚନା । ପ୍ରଥମ ୭୧ ଆସନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦେଶରେ ୨,୮୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ଶୁକ୍ରବାର ତାହା...

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

ନୂଆଦିଲ୍ଲୀ,୨୨।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଆୟୋଜିତ ହୋଇଥିଲା ଏକ ନିର୍ବାଚନୀ ସଭା। ଏଥିରେ ଯୋଗ ଦେଇଥିଲେ ଭାଜପା ନେତା ନରେଶ...

‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା...

ବାପାଙ୍କୁ ଭେଟିବାକୁ ବି ଆପଏଣ୍ଟମେଣ୍ଟ ନେଉଥିଲେ ଆର୍ୟନ

ମୁମ୍ବାଇ, ୫ା୧୦: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ଦିନକୁ ଦିନ...

ରାଜଧାନୀରେ ଆରମ୍ଭ ହେବ ‘ରେଡ ଲାଇଟ୍ ଅନ୍‌, ଗାଡି ଅଫ୍‌’ ଅଭିଯାନ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ । ଯଦି ଏବେଠାରୁ ଲୋକେ ସଚେତନ ନ ହେବେ ତା’ହେଲେ ଆଗାମୀ ଦିନରେ ଏହାର...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ...

ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ...

୫୦ ବର୍ଷ ତଳେ ଆତ୍ମନିର୍ଭର ଭାରତ ପ୍ରସ୍ତାବକୁ ଇନ୍ଦିରା ଗାନ୍ଧୀ କରିଥିଲେ ନିନ୍ଦା: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ, ୧୮।୬: କରୋନା ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଆର୍ଥିକ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ ଗୁରୁତ୍ୱାରୋପ...

Advertisement
Archives

Model This Week