ଭୀମଭୋଇ ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଏନ୍‌ଏଚଆରସି ଟିମ୍‌

ବଲାଙ୍ଗୀର ଅଫିସ,୨୯।୬: ଗତ ଏପ୍ରିଲ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରଥମ ଛାତ୍ର ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ଏକ ର଼୍ୟାଗିଂ ଜନିତ ହତ୍ୟା ଷଡଯନ୍ତ୍ର ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏସଂକ୍ରାନ୍ତରେ ପରିବାର ଲୋକେ ଏନ୍‌ଏଚଆରସିରେ ଅଭିଯୋଗ କରିଥିଲେ । ଏନଏଚ୍‌ଆରସିର ତିନିଜଣିଆ ଟିମ ବୁଧବାର ବଲାଙ୍ଗୀରରେ ପହଞ୍ଚି ଭୀମଭୋଇ ମେଡିକାଲ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଯେଉଁ ହଷ୍ଟେଲ ଛାତରୁ ନିଶାନ୍ତ ଖସି ପଡିଥିଲେ ସେଠାକୁ ଯାଇ ତଦନ୍ତ କରିଛନ୍ତି । ଛାତ୍ର ମାନଙ୍କୁ ପଚରାଉଚରା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା ଦାବିକଲା ଘରୋଇ ବସ୍‌ କର୍ମଚାରୀ ସଂଘ

ଭଦ୍ରକ ଅଫିସ,୧ା୬: ଭଦ୍ରକ ଘରୋଇ ବସ୍‌ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ଖୋର୍ଦ୍ଧା ଅଫିସ, ୧୨।୧୦: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତମାନେ ମାସର...

କାମ ନାହିଁ କି, ଅଧିକାରୀ ନାହାନ୍ତି

ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି ‘ମୋ ସରକାର କକ୍ଷ’। ଏହି କକ୍ଷ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ବର୍ଷରୁ ଊର୍ଦ୍ଧ୍ୱ...

ରାସ୍ତାରେ ଖାଲ, ବଢୁଛି ଦୁର୍ଘଟଣା

ଗୋପ,୧୯।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ – କୋଣାର୍କ ରାସ୍ତାରେ ଦୀର୍ଘ ଦୁଇ ସପ୍ତାହ ଧରି ଏକ ବିରାଟ ଖାଲ ସୃଷ୍ଟି ହୋଇଛି। ବିଭିନ୍ନ ସମୟରେ ଏହି...

ନିର୍ମାଣ ସରିଛି, କାର୍ଯ୍ୟକ୍ଷମ ହୋଇପାରୁନି ପୋଲ

ମାଲକାନଗିରି,୨୦ା୯ (ଡି.ଏନ୍‌.ଏ.):ମାଲକାନଗିରି ଜିଲାରେ ପ୍ରତିବର୍ଷ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଯାତାୟାତ ଠପ୍‌ ହୋଇଯାଏ ା ବିଶେଷ କରି ମାଲକାନଗିରି-ଚିତ୍ରକୋଣ୍ଡା ମୁଖ୍ୟ...

କୋଭିଡ୍‌ ମୃତଦେହ ସତ୍କାର ନେଇ ଉତ୍ତେଜନା

ଖୋର୍ଦ୍ଧା ଅଫିସ,୯।୫: ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ରାସ୍ତାରେ ରହିଥିବା ଏକ ଶ୍ମଶାନରେ କୋଭିଡ୍‌ ରୋଗୀଙ୍କ ମୃତଦେହ ସତ୍କାର ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ଶ୍ମଶାନ...

ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା...

ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ...

Advertisement
Archives

Model This Week