ସୋଫା କିଣିବା ପୂର୍ବରୁ…

ଘରର ଇଣ୍ଟେରିୟର ଲୁକ୍‌ ପାଇଁ ବିଭିନ୍ନ ଡିଜାଇନ୍‌ର
ସୋଫା ମିଳୁଛି। ତେବେ ଆପଣଙ୍କ ଘରର ଡିଜାଇନ ଓ ସାଇଜ ଅନୁସାରେ କେଉଁଭଳି ସୋଫା କିଣିବାକୁ ହେବ ସେ ସମ୍ପର୍କରେ କିଛି ଧାରଣା ରହିବା ଜରୁରୀ…

କିଣିବା ପୂର୍ବରୁ ଘରର ସ୍ଥାନ ପ୍ରତି ଧ୍ୟାନଦେବା ଜରୁରୀ। ଯଦି ଘରର ସାଇଜ ଅନୁସାରେ ସୋଫା ମ୍ୟାଚ୍‌ ନ କରେ ତେବେ ଘର ଛୋଟ ଲାଗିବ।
ଇଣ୍ଟେରିୟର ଡେକୋର ପାଇଁ ଆପଣ ଲଗାଇଥିବା ପରଦା ଓ ଅନ୍ୟ ସାଜସଜ୍ଜା ସାମଗ୍ରୀକୁ ମ୍ୟାଚ କରିବା ଭଳି ସୋଫା କିଣନ୍ତୁ। ଏହା ଘରର ଲୁକ୍‌ ବଢ଼ାଇବ।
ସହିତ ଆରାମକୁ ମଧ୍ୟ ଧ୍ୟାନଦେବାକୁ ହେବ। କାରଣ ଅଧିକ ସମୟ ବସିବା ପାଇଁ ଆରାମ ଅନୁଭବ ହେଉଥିବା ଭଳି ସୋଫା ନିଜ ଘର ପାଇଁ ବାଛନ୍ତୁ। ଏହା ସହିତ କ୍ୟୁସନର କ୍ୱାଲିଟି ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ।
ଯେ ଘର ପାଇଁ ଯେଉଁ ସୋଫା କିଣାହୁଏ ତାହାକୁ ବର୍ଷ ବର୍ଷ ବ୍ୟବହାର କରାଯାଏ। ତେଣୁ ସେଫାର କ୍ୱାଲିଟି ଓ ତିଆରି କରାଯାଇଥିବା ମ୍ୟାଟେରିଆଲ ପ୍ରତି ଧ୍ୟାନ ଦିଅନ୍ତୁ। ଭଲ କ୍ୱାଲିଟିର ସୋଫାକୁ ବର୍ଷ ବର୍ଷ ଧରି ବ୍ୟବହାର କରିହୁଏ।
ରକ୍ଷଣାବେକ୍ଷଣ ମଧ୍ୟ ବହୁତ ଜରୁରୀ। ତେଣୁ ଏଭଳି ସୋଫା କିଣନ୍ତୁ ଯାହାକୁ ଆପଣ ନିୟମିତ ବ୍ୟବଧାନରେ ସଫା କରିପାରିବେ। ଯଦି ସଫା କରିବା ନ ଜାଣି ସୋଫାକୁ ଘରକୁ ନେଇ ଆସିବେ ତେବେ ତାହା ଖରାପ ଦିଶିବ। ତେଣୁ କିଣିବା ସମୟରେ ଏନେଇ ପଚାରି ବୁଝନ୍ତୁ।
ବଡ଼ କଥା ହେଉଛି ଆପଣ କେତେ ବଜେଟରେ ସୋଫା କିଣିବାକୁ ଚାହୁଁଛନ୍ତି ସେକଥା ଚିନ୍ତା କରନ୍ତୁ। ସେହି ଅନୁସାରେ ହିଁ କ୍ୱାଲିଟି ଆଉ କମ୍ଫର୍ଟ ଆଦି ସବୁ ଦିଗକୁ ଦେଖି ସୋଫା କିଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?