ବାରାକ୍‌ ସାହି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.)-ଛତ୍ରପୁର ଏନ୍‌ଏସି ବାରାକ ସାହିରେ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସିଂ ପାଇଁ ବାରାକ୍‌ ସାହିକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ଶଙ୍କରମଠ ସାହି, ରିକାପଲ୍ଲି ଛକ, ରାମକୃଷ୍ଣ ନଗର, ବିଦ୍ୟାଧରନଗରକୁ ବଫରଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଓ ବଫରଜୋନ ଘୋଷଣା ପାଇଁ ତହସିଲଦାର ନୀଳମାଧବ ଭୋଇଙ୍କ ପକ୍ଷରୁ ସନ୍ଧ୍ୟାରେ ଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ...

ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଗାଁ ଲୋକ

ରସୁଲପୁର/ଧର୍ମଶାଳା, ୨୨ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ଗ୍ରାମରେ ରବିବାର ମଧ୍ୟାହ୍ନରେ ଗ୍ୟାସ ଚୁଲାରୁ ନିଆଁ ବ୍ୟାପୀ ୨୬ବଖରା ଜଳି ପାଉଁଶ ହୋଇଯାଇଛି।...

ସନ୍ଧାନ ପାଉନି ଶୃଙ୍ଖଳା କମିଟି

ଅନୁଗୋଳ ଅଫିସ, ୧୯।୪:  ଅନୁଗୋଳରେ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ସହରର ବିଭିନ୍ନ ଛକ ଜଗିଛି ପୋଲିସ। ରାତି ୯ଟାରୁ ଭୋର ୫ଟା ମଧ୍ୟରେ ଯାଉଥିବା ଯାତ୍ରୀଙ୍କୁ...

ବରଗଡ଼ରେ ଯୋଗଦେଲେ ନୂଆ ଜିଲାପାଳ ମୋନିଷା ବାନାର୍ଜୀ: ଧାନ ସଂଗ୍ରହ ଓ କୃଷିକୁ ଦେବେ ପ୍ରାଥମିକତା

ବରଗଡ଼ ଅଫିସ,୧।୭: ବରଗଡ଼ର ନୂଆ ଜିଲାପାଳଭାବେ ମୋନିଷା ବାନାର୍ଜୀ (ଆଇଏଏସ) ଗୁରୁବାର ଯୋଗଦାନ କରିଛନ୍ତି। ବରଗଡ଼ କୃଷି ପ୍ରାଧାନ୍ୟ ଜିଲା ହୋଇଥିବା ଯୋଗୁ ସେ ଧାନ...

ଏଥର ବି ରଜ ଫିକା

କେନ୍ଦୁଝର, ୧୪।୬ (ସ୍ବ.ପ୍ର.): କରୋନା କଟକଣା ପାଇଁ ଚଳିତବର୍ଷ କେନ୍ଦୁଝର ଜିଲାର ପ୍ରମୁଖ ଗଣପର୍ବ ରଜ ମହୋତ୍ସବ ଫିକା ପଡ଼ିଯାଇଛି । ଏହି ଉତ୍ସବ ପାଳନ...

କଣ୍ଟେନମେଣ୍ଟ ଜୋନ୍‌ ହେଲା ଗୁଣ୍ଠପଡ଼ା

ଆସିକା,୨୯ା୬(ଡି.ଏନ୍‌.ଏ.)- ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତର ଗୁଣ୍ଠପଡା ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ରାଇପଲ୍ଲୀ, ଖଣ୍ଡବନ୍ଧ ଏବଂ ସୁମନ୍ତପଲ୍ଲୀକୁ ବଫର ଜୋନ...

ଟ୍ରେନ୍‌ରେ କଟି ମହିଳାଙ୍କ ଜୀବନଗଲା

ଖୋର୍ଦ୍ଧା ଅଫିସ,୨୩।୧: ଖୋର୍ଦ୍ଧା ପୋଲିସ ଜିଲାର ବାଘମାରୀ ଥାନା ବାଘମାରୀ ଓଭର ବ୍ରିଜ୍‌ଠାରେ ଗୁରୁବାର ସକାଳେ ଟ୍ରେନରେ କଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

ପାଚିକା, ସହାୟିକାଙ୍କ ବୈଠକ

ପାତ୍ରପୁର,୨୩ା୧୨(ଡି.ଏନ୍‌.ଏ.) -ପାତ୍ରପୁର ଦୁର୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ରବିବାର ପାଚିକା, ସହାୟିକାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାତ୍ରପୁର ବ୍ଲକ ସମେତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week