Posted inଜାତୀୟ

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ ବିହାରରେ ସର୍ବାଧିକ ୧୨.୬୦ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ଆସାମରେ ମଧ୍ୟ ୧୨.୩୬ ପ୍ରତିଶତ ମତଦାନ ହୋଇଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ। ଏଠାରେ ପ୍ରଥମ ୨ ଘଣ୍ଟାରେ ୧୦.୯୭ ପ୍ରତିଶତ ମତଦାନ ହୋଇଛି। ଜମ୍ମୁ-କଶ୍ମୀର ଓ ଦାଦ୍ରା ଓ ନଗର ହାଭେଲିରେ ସକାଳ ୯ଟା ପର୍ଯ୍ୟନ୍ତ କେହି ଭୋଟ ଦେବାକୁ ଆସି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଲେ, ଶିକ୍ଷୟିତ୍ରୀ ହେବା ପରେ ପ୍ରିନ୍ସପାଲ୍‌ଙ୍କ ସହ ସ୍ତ୍ରୀ ଫେରାର

ପାଟନା,୧୦।୭: ୟୁପିର ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ କାହାଣୀ ମନରୁ ଲିଭି ନ ଥିବାବେଳେ ବିହାରର ବୈଶାଳୀ ଜିଲାରେ ଏମିତି ଆଉ ଏକ ଘଟଣା...

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଅଟକ

ନୂଆଦିଲ୍ଲୀ, ୭।୬: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ କୁମାର ଗୁପ୍ତାଙ୍କୁ ପୋଲିସ ଅଟକ ରଖିଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜଘାଟରେ...

ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ...

ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ...

ପୁଣି କେରଳ ବଢ଼ାଉଛି ଚିନ୍ତା

ଥିରୁଭାନ୍ତମପୁରମ,୬।୬: ଦେଶରେ ବ୍ୟାପିଥିବା କରୋନା ସଙ୍କଟ ମଧ୍ୟରେ କେରଳରେ ଏବେ ନୋରୋଭାଇରସ ମାମଲା ପୁଣି ଥରେ ଚିନ୍ତା ବଢ଼ାଇଛି। ଚଳିତ ମାସ କେରଳର ଭିଜିଞ୍ଜାମରେ ୨ଜଣ...

ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ହୋଇଛି ଅବସାଦଗ୍ରସ୍ତ, କହିଲେ ଉପେନ୍ଦ୍ର କୁଶଓ୍ବାହା…

ପାଟନା, ୩୦।୮ : ବିହାରରେ ଭାଜପା କ୍ଷମତାରୁ ହଟିବା ପରେ ଦଳ ଅବସାଦଗ୍ରସ୍ତ ହୋଇଛି। ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି। ମଙ୍ଗଳବାର...

ଆସନ୍ତା ୧୦ ଯାଏ ନ୍ୟାୟିକ ହେପାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କ ପାଇଁ ବଡିଲା ଅଡୁଆ। କୋର୍ଟ ସଞ୍ଜୟଙ୍କ...

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ...

Advertisement
Archives

Model This Week