ଇମ୍ରାନଙ୍କ ପ୍ରଚାର ପୂର୍ବରୁ ଲାଗୁ ହେଲା ୧୪୪ ଧାରା

ଇସଲାମାବାଦ,୮ା୩: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପଞ୍ଜାବରେ ପ୍ରାଦେଶିକ ନିର୍ବାଚନ ପାଇଁ ଏପ୍ରିଲ ୩୦ରେ ଭୋଟ୍‌ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ (ପିଟିଆଇ)ବୁଧବାରଠାରୁ ନିର୍ବଚେନ ପ୍ରଚାର ଆରମ୍ଭ କରିବାକୁ ଐତିହାସିକ ରାଲି ଘୋଷଣା କରିଛି। ଏହି ସମୟରେ ଲାହୋରରେ ଧାରା ୧୪୪ ଲାଗୁ କରାଯାଇଛି।

ଇମ୍ରାନ ଏକ ବୋମା ଏବଂ ବୁଲେଟ୍‌ପ୍ରୁଫ ଗାଡିରେ ଏହି ରାଲିର ନେତୃତ୍ୱ ନେବେ। ନିର୍ବାଚନ ରାଲି ପ୍ରାଦେଶିକ ରାଜଧାନୀର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନରୁ ଆରମ୍ଭ ହୋଇ ଡାଟା ଦାରବାରରେ ଶେଷ ହେବ। ତେବେ, ପିଟିଆଇ ରାଲି ପୂର୍ବରୁ ଲାହୋରରେ ୧୪୪ ଧାରା ଜାରି କରାଯାଇଛି।

ସୂଚନାଯୋଗ୍ୟ,ରାଷ୍ଟ୍ରପତି ଆରିଫ୍‌ ଅଲଭି ଗତ ସପ୍ତାହରେ ନିର୍ବାଚନ ଘୋଷଣା କରିଥିଲେ। ବାସ୍ତବରେ ଦେଶର ସର୍ବୋଚ୍ଚ ନିର୍ବାଚନ ସଂସ୍ଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ଭାବ୍ୟ ମତଦାନ ତାରିଖ ପରାମର୍ଶ ଦେଇ ତାଙ୍କୁ ଏକ ଚିଠି ଲେଖିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ନେଇ ଆରୋପ ପ୍ରତ୍ୟାରୋପକୁ କ୍ୱାରାଣ୍ଟାଇନ୍‌ରେ ରଖ; ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ କର: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ...

ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାନ ସହିତ ବୁଝାମଣା ପାଇଁ ରାଜି…

କାବୁଲ,୬।୯: ଆଫଗାନିସ୍ତାନର କାବୁଲର ଉତ୍ତରରେ ଥିବା ପଞ୍ଜଶିର ଉପତ୍ୟକାରେ ତାଲିବାନ ବାହିନୀକୁ ବିରୋଧ କରୁଥିବା ଆଫଗାନିସ୍ତାନ ବିରୋଧୀ ଦଳର ନେତା ଯୁଦ୍ଧ ବନ୍ଦ କରିବା ସହିତ...

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ...

କ୍ୟୁବାରେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ଯୋଜନା କରିଥିଲେ ଚୋକ୍‌ସି

ନୂଆଦିଲ୍ଲୀ,୯।୬ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକା ଦେଇ କ୍ୟୁବା ଖସି ପଳାଇବାକୁ ଯୋଜନା କରିଥିଲେ। ତାଙ୍କ ଗର୍ଲଫ୍ରେଣ୍ଡ ବାରବାରା ଜାବାରିକା ବୁଧବାର...

କୋଭିଡ-୧୯: ଚିନ୍ତା ବଢାଇଲାଣି ଆମେରିକାରେ ମିଳିଥିବା ନୂଆ ଭାରିଏଣ୍ଟ

ୱାଶିଂଟନ/ନୂଆଦିଲ୍ଲୀ,୨୨ ।୧୨: କରୋନା ମହାମାରୀର ବିପଦକୁ ଦେଖି କେନ୍ଦ୍ର ତଥା ରାଜ୍ୟ ସରକାର ସତର୍କ ହେବା ଆରମ୍ଭ କଲେଣି । ଆମେରିକାରେ ପୁଣିଥରେ କରୋନା ସଂକ୍ରମଣ...

ଏସିଆରେ ନାଟୋର ବିସ୍ତାରକୁ ଚାଇନା-ରୁଷିଆ କଲେ ବିରୋଧ…

ମସ୍କୋ/ବେଜିଂ,୨୨।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବେ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚାଇନା ପ୍ରତିପକ୍ଷ ଜିନପିଙ୍ଗ ଦୁଇ...

ଇସ୍ରାଏଲ୍‌ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ

ଜେରୁଜେଲମ୍‌,୨୩।୧୨: ଇସ୍ରାଏଲ୍‌ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ...

ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ...

Advertisement
Archives

Model This Week