ଶୀତଦିନେ ଗରମପାଣିରେ ଗାଧୋଉଛନ୍ତି କି? ପଡ଼ିପାରେ ଏସବୁ କୁପ୍ରଭାବ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼େ ବୋଲି ଅନେକେ ଜାଣି ନ ଥିବେ। ଆମେରିକାର ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଦଳ ପରୀକ୍ଷା କରି ଏ ସମ୍ପର୍କରେ କହିଛନ୍ତି। ପ୍ରାୟ ୫୦ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଯେଉଁ ଲୋକମାନେ ଗରମପାଣିରେ ଗାଧୋଇ ଥିଲେ ସେମାନଙ୍କର ଚର୍ମ, କେଶ, ରକ୍ତକଣିକା ଆଦି ପ୍ରଭାବିତ ହୋଇଥିଲା। ଗରମପାଣିରେ ଗାଧୋଇଲେ ଆରାମ ଲାଗିଥାଏ। ମାତ୍ର ବିଭିନ୍ନ ରୋଗ ଦେଖାଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…
– ଗରମପାଣି ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ। ତ୍ୱଚା ଲାଲ୍‌ ହେବା ସହ କୁଣ୍ଡାଇ ହୋଇଥାଏ।

– କେଶ ପ୍ରତି କୁପ୍ରଭାବ ପକାଇଥାଏ। ଏହା କେଶର ମଶ୍ଚରାଏଜର କମାଇଦିଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

– ପାଚନତନ୍ତ୍ରରୁ ତ୍ୱଚା ପର୍ଯ୍ୟନ୍ତ ରକ୍ତ ପ୍ରବାହକୁ ଅସନ୍ତୁଳିତ କରିଦିଏ।

– ଚର୍ମ ଶୁଷ୍କ ହୋଇଯାଏ।
ତେଣୁ ଗରମପାଣିରେ ଗାଧୋଇବା ନିହାତି ଆବଶ୍ୟକ ପଡୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହା ପୂର୍ବରୁ ଅଭିନେତ୍ରୀ ଜେନିଫର ମଧ୍ୟ ଶୁଟିଂ ସେଟ୍‌ରେ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର ବିଛଣା ଛାଡ଼ିଲେ ଦୂର ହୁଏ ଏସବୁ ସମସ୍ୟା

ଆଜିକାଲି ଦୈନନ୍ଦିନ ଜୀବନଶୈଳୀ ବଦଳିଗଲାଣି। ଏଇ ଯେମିତି କିଛି ଲୋକଙ୍କର ବିଳମ୍ବରେ ଶୋଇବା, ବିଳମ୍ବରେ ଉଠିବା ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ ବିଳମ୍ବରେ ଉଠିଲେ...

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଥିଲେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଜାଣନ୍ତୁ ଏ ସମ୍ପର୍କରେ… ଚା’କୁ ଗ୍ୟାସ୍‌ରୁ...

ମୟୂର ପୁଚ୍ଛର କରନ୍ତୁ ଏପରି ବ୍ୟବହାର: ଖୋଲିଦେବ ଭାଗ୍ୟ, ହେବ ଧନୀ

ମୟୂର ପୁଚ୍ଛ ସମସ୍ତ ଦେବୀଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ମସ୍ତକରେ ଧାରଣ କରିଛନ୍ତି। ବିଶ୍ୱାସ ଅଛି ଯେ, ଏହା ମଧ୍ୟ ଜୀବନର...

ଜୀବନସାଥୀଙ୍କୁ ନିକଟରୁ ଆହୁରି ନିକଟତର କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ

ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ...

ସମୟାନୁବର୍ତ୍ତୀ କର୍ମଜୀବୀ

  ପରିବାର ଏବଂ ଅଫିସ୍‌ ଉଭୟ କାର୍ଯ୍ୟଭାର ସମ୍ଭାଳିବାକୁ ହୋଇଥାଏ ଜଣେ କର୍ମଜୀବୀ ମହିଳାଙ୍କୁ। ଏମିତିରେ କେବେ କେବେ କାର୍ଯ୍ୟବ୍ୟସ୍ତତା ମଧ୍ୟରେ କର୍ମକ୍ଷେତ୍ରରେ ପହଞ୍ଚତ୍ବାରେ ହୋଇଯାଏ...

ଓଜନକୁ ନେଇ ଚିନ୍ତିତ କି, ପିଅନ୍ତୁ ଏହି ସୁପ୍‌

ଆଧୁନିକ ଜୀବନଶୈଳୀରେ ମେଦବହୁଳତା ଏକ ଏପରି ସମସ୍ୟା ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଚିନ୍ତା ବଢ଼ାଇଥାଏ। ଏଥିରୁ ମୁକ୍ତି ପାଇବାକୁ ଅଧିକ ସମୟ ଲାଗିଥାଏ। ଏହା ମଧୁମେହ,...

Advertisement
Archives

Model This Week