ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା କର

କଟକ ଅଫିସ,୨୦।୧୦: କରୋନା ଯୋଗୁ ଗତ ୭ ମାସ ହେବ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଶେଷ ପାଇଁ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ସହ ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ଶେଷ କରି ଫଳାଫଳ ଘୋଷଣା କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଓ ବିଚାରପତି ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗତ ମାର୍ଚ୍ଚରୁ ଅନ୍ତରୀଣ କମିଟି ଦ୍ୱାରା ବିଭିନ୍ନ ବାର୍‌ ପରିଚାଳିତ ହେଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୮ରେ ରାଜ୍ୟର ସମସ୍ତ ବାରର ନିର୍ବାଚନ ହେବାର ଥିଲା। କରୋନା କଟକଣା ଯୋଗୁ ଏହା ବାତିଲ କରାଯାଇଥିଲା। ଏଭଳି ସ୍ଥଳେ ପ୍ରତ୍ୟେକ ବାରରେ ଏକ ଅନ୍ତରୀଣ କମିଟି ଗଠନ କରାଯିବାକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରତ ଶିକ୍ଷକ ସଂଘରେ ଫାଟ

ଭୁବନେଶ୍ୱର, ୧୯ା୯ (ଅସମାପିକା ସାହୁ):ଆନ୍ଦୋଳନ ଚଳାଇଥିବା ୧୦ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ସୋମବାର ଆନ୍ଦୋଳନ ୧୧ ଦିନରେ ପହଞ୍ଚତ୍ଥିବାବେଳେ ଶିକ୍ଷକଙ୍କ...

ସରିଲା ଲଗ୍ନଧରା,କନ୍ୟା ଘରକୁ ଗଲା ଚିଟାଉ

ତିହିଡ଼ି, ୨୮।୫(ଡି.ଏନ୍‌.ଏ.)- ଭଦ୍ରକ ଜିଲାରେ ଶୀତଳଷଷ୍ଠୀ ପର୍ବ ପାଳନ ସାଂସ୍କୃତିକ ଜୀନଧାରାରେ ଏକ ଅବିଚ୍ଛେଦ ଅଙ୍ଗ ପାଲଟିଛି। ଏହି ପର୍ବ ଲାଗି ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି...

ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ...

ଆବାସ ହଡ଼ପ: ମୁଣ୍ଡ ଗୁଞ୍ଜିବା ଲାଗି ଛାତ ନାହିଁ

ଆଳି,୧୩ା୫ (ଡି.ଏନ.ଏ.): ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗରିବ ଅସହାୟ ପରିବାରକୁ ପକ୍କାଘର ଯୋଗାଇ ଦେଉଛନ୍ତି। ଚାଳ ଘର ରହିବ ନାହିଁ, ସମସ୍ତଙ୍କୁ ମିଳିବ...

ଓଡ଼ିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସିରେ ଖୋଲିଲା ସ୍ବତନ୍ତ୍ର ଲାବ୍‌

ଭୁବନେଶ୍ୱର,୯।୩(ବ୍ୟୁରୋ): ଏଣିକି ଓଡ଼ିଶାରେ ହୋଇପାରିବ କରୋନା ଭାଇରସ୍‌ ପରୀକ୍ଷା। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଏହି ବ୍ୟବସ୍ଥା ଶନିବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ପୁଣେକୁ...

ବଢୁଛି ସାଇବର ଅପରାଧ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ବଢି ଚାଲିଛି। ଗତ ଦୁଇ ବର୍ଷ (୨୦୧୯-୨୦) ମଧ୍ୟରେ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କଠାରୁ ୫୧.୧୫ କୋଟି ଟଙ୍କା ଠକି...

ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ...

ହାତୀ ମୃତ୍ୟୁ ମାମଲା: ଫରେଷ୍ଟର,ଗାର୍ଡ ନିଲମ୍ବିତ

କେନ୍ଦୁଝର,୩୦।୮ (ସ୍ବ.ପ୍ର.) ସ୍ଥାନୀୟ ଓୟୁଏଟି କ୍ୟାମ୍ପସରେ ଦୁଇ ମାଈହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିବା ଘଟଣାରେ ବନ ବିଭାଗ ଫରେଷ୍ଟର ପ୍ରଦୀପ ବାରିକ ଏବଂ ଗାର୍ଡ...

Advertisement
Archives

Model This Week